“ମା’ ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ, ଦେଉଳି ହାଇସ୍କୁଲରେ ଶହେ ଚାରା ରୋପଣ
ବାରିପଦା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ନାରାୟଣ ସେବା ଟ୍ରଷ୍ଟ, ସେଭ ଆର୍ଥ ମିଶନର ମିଳିତ ସହଯୋଗରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଶୁଳିଆପଦା ବ୍ଲକ୍ ଅନ୍ତର୍ଗତ ଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବିଦ୍ୟାଳୟ ପରିସରରେ ଆମ୍ବ, ପଣସ, ବଉଳ, ପିଜୁଳି, ମେହଗାନି ଆଦି ଶହେ ଚାରା ଗଛ ରୋପଣ କରାଯାଇଛି। ସର୍ବପ୍ରଥମେ ବିଦ୍ଯାଳୟର ପ୍ରଧାନ ଶିକ୍ଷୟତ୍ରୀ […]
Read More Text.