ଟିଭିଏସ୍ ଏକ୍ସେଲକୁ ପଛରୁ ପିଟିଲା ହାଇଭା, ଟିଭିଏସ୍ ଆରୋହୀ ମୃତ; କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
ବାରିପଦା: ବିଜୟ ଓ୍ବାଡା- ରାଞ୍ଚି ଜାତୀୟ ରାଜପଥ ୨୨୦ ନମ୍ବର ପାଲଟିଛି ମରଣଯନ୍ତା ।ଆଜି ସକାଳ ସମୟରେ ଜାତୀୟ ରାଜପଥ ୨୨୦ ନମ୍ବର ବିଜୟଓ୍ବାଡା- ରାଞ୍ଚି ରାଇରଙ୍ଗପୁର ଠାରୁ ୧୨ କିମି ଦୂର ରାସ୍ତା ଵହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଠାରେ ଏକ ବାଇକକୁ କୁ ପଛରୁ ଦୃତ ଗତିରେ ଆସୁଥିବା ହାଇଭା ପିଟିବା ଫଳରେ ବାଇକ୍ ଚାଳକ ର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ବାସିଙ୍ଗି ଗ୍ରାମର ଅନାଦି ସାହୁ (୫୨) ଆଜି ସକାଳେ ନିଜ […]
Read More Text.