ସହଦେବ ନାୟକ ହତ୍ୟା ମାମଲା, ମାଟିରେ ମିଶିଲା ଅଭିଯୁକ୍ତଙ୍କ ଘର
ଭୁବନେଶ୍ବର: ଭୁବନେଶ୍ବରରେ ପୋଲିସ ମିତ୍ର ସହଦେବ ନାୟକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଘର ଭଙ୍ଗାଯାଉଛି । ମୁଖ୍ୟ ଅଭିଯୁକ୍ତ ରମା ନାୟକର ଘର ଭାଙ୍ଗିଲା BMC । କେଦାରପଲ୍ଲୀ ବସ୍ତିରେ ଥିବା ଘର ଭଙ୍ଗାଯାଇଛି । ପୋଲିସ ଉପସ୍ଥିତିରେ ଜେସିବିରେ ଭଙ୍ଗା କାର୍ଯ୍ୟ ଚାଲିଛି । ସୂଚନାଯୋଗ୍ୟ ଯେ, ରସୁଲଗଡ଼ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ହେଉଛନ୍ତି ସଫେଇ କର୍ମଚାରୀ ସଂଘ ସଭାପତି । ତାଙ୍କୁ 2025 ଜାନୁୟାରୀରେ ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ […]
Read More Text.