‘ଓଡିଶା ସରକାରଙ୍କ ସମସ୍ତ ଗୁଳି ସରିବା ଯାଏ ଲଢିବ ବିଜେଡି’: ପୋଲିସ୍ ଆକ୍ସନ ନେଇ ବର୍ଷିଲେ ସଂତୃପ୍ତ ମିଶ୍ର
ଭୁବନେଶ୍ବର: ବାଲେଶ୍ବର ଏଫଏମ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ମୁହଁମୁହିଁ ହୋଇଥିଲା ପୋଲିସ୍ ବିଜେଡି କର୍ମୀ । ଯେଉଁଥିରେ ଆନ୍ଦୋଳନକାରୀ ବିଜେଡି ନେତାଙ୍କୁ ପୋଲିସ୍ ରୋକିବାକୁ ଚେଷ୍ଟା କରି ଟିୟର ଗ୍ୟାସ, ରବର ବୁଲେଟ ଏବଂ ପାଣିମାଡ କରିଥିଲା । ଯେଉଁଥିରେ ଅନେକ ବିଜେଡି ନେତା ଆହତ ହୋଇଥିବା ବେଳେ ବବି ଦାସ, ପ୍ରିତିରଞ୍ଜନ ଘଡାଇ, ଏବଂ ସାଂସଦ ସୁଲତା […]
Read More Text.