ରାଜ୍ୟସ୍ତରୀୟ ଯୋଗାସନ ସ୍ପୋର୍ଟସ ଚମ୍ପିୟାନସିପରେ ମୟୁରଭଞ୍ଜର ସଫଳତା, ଯୋଗଶ୍ରୀ ହେଲେ ଦେବାଶିଷ
ବାରିପଦା – କଟକ ସ୍ଥିତ କଳିଙ୍ଗ ବ୍ୟାୟାମଶାଳାରେ ଓଡିଶା ଯୋଗ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୩୧ ତମ ରାଜ୍ୟସ୍ତରୀୟ ଯୋଗାସନ ସ୍ପୋର୍ଟସ ଚମ୍ପିୟାନସିପରେ ମୟୁରଭଞ୍ଜର ୨୧ ଜଣ ପୁରସ୍କୃତ ହୋଇଛନ୍ତି I ୮ ରୁ ୧୦ ବର୍ଷ ବାଳକ ବିଭାଗରେ ପ୍ରସାଦ ବାରିକ ୧ମ, ନିହାର ରଞ୍ଜନ ସାହୁ ୩ୟ ଏବଂ ବାଳିକା ବିଭାଗରେ ଜିଜ୍ଞାସା ମହାନ୍ତ ୩ୟ, ୧୦ ରୁ ୧୨ ବର୍ଷ ବାଳିକା ବିଭାଗରେ ତନୁଶ୍ରୀ ରାଉତ ୨ୟ, ୧୨ ରୁ ୧୪ ବର୍ଷ […]
Read More Text.