ସୁନା ଚୋରା ଚାଲାଣ; ୧ବର୍ଷ ଜେଲରେ ରହିବେ ଅଭିନେତ୍ରୀ
ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ଘଟଣାରେ ସାଉଥ୍ ଅଭିନେତ୍ରୀ ରଣ୍ୟା ରାଓଙ୍କୁ ମିଳିଲାନି ଆଶ୍ୱସ୍ତି । ଫଳରେ ଗୋଟିଏ ବର୍ଷ ଜେଲ ଦଣ୍ଡ ଭୋଗିବେ ଏହି ଅଭିନେତ୍ରୀ ଜଣଙ୍କ । ଏନେଇ ବିଦେଶୀ ମୁଦ୍ରା ସଂରକ୍ଷଣ ଏବଂ ଚୋରାଚାଲାଣ ନିବାରଣ ଆଇନ ପରାମର୍ଶଦାତା ବୋର୍ଡ ଦ୍ୱାରା ପାସ କରାଯାଇଛି । ରଣ୍ୟା ରାଓଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତ ମଧ୍ୟ ସାମିଲ ରହିଛନ୍ତି । ଗତ ମାର୍ଚ୍ଚ ୧୦ ତାରିଖରେ କନ୍ନଡ ଅଭିନେତ୍ରୀଙ୍କୁ ବାଙ୍ଗାଲୋର ବିମାନବନ୍ଦରରୁ ରାଜସ୍ୱ […]
Read More Text.