ନିର୍ମାଣକୁ ବର୍ଷେ ନ ପୁରୁଣୁ ରାସ୍ତା ମରାମତି ମାଗିଲାଣି
ଆଗରପଡ଼ା :ରାସ୍ତା ନିର୍ମାଣ ବେଳେ ରାସ୍ତାର ସ୍ଥାୟିତ୍ୱ ପ୍ରତି ସଂପୃକ୍ତ ଠିକାଦାର ଦୃଷ୍ଟି ନଦେଇ ରାସ୍ତା ନିର୍ମାଣ କରୁଥିବାରୁ ନିର୍ମାଣକୁ ବର୍ଷେ ନ ପୁରୁଣୁ ରାସ୍ତାରୁ ପିଚ ଉଠିବା ସହ ରାସ୍ତା ମରାମତି ମାଗିଲାଣି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ଓଡ଼ଙ୍ଗ ଠାରୁ ଭରସିଂହପୁର ଭାୟା ମହିଁଷଡ଼ିହ,ସାହାଡ଼ାଗଡ଼ିଆ ଓ ସୁଆଁପଦା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଠାରେ । ଉକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ୮କିଲୋମିଟର କଂକ୍ରିଟ ଓ ପିଚୁ […]
Read More Text.