Nitin

ଦେଶରେ ପ୍ରତି ଘଣ୍ଟାରେ ସଡ଼କ ଦୁର୍ଘଟଣାରେ ଯାଉଛି ୬ ଜଣଙ୍କ ଜୀବନ, ସବୁଠି ଅଧିକ ବାଇକ୍ ଆକ୍ସିଡେଣ୍ଟ

ନୂଆଦିଲ୍ଲୀ: ୨୦୨୫ର ପ୍ରଥମ ଛଅ ମାସରେ ସମଗ୍ର ଦେଶରେ ଜାତୀୟ ରାଜପଥରେ ୨୬ ହଜାର ୭୭୦ ଜଣଙ୍କ ମୃତ୍ୟୁ ଘଟିଛି। ସେହି ହିସାବରେ ଦେଖିଲେ ପ୍ରତି ଘଣ୍ଟାରେ ସଡ଼କ ଦୁର୍ଘଟଣାରେ ୬ରୁ ଅଧିକ ଲାେକଙ୍କ ପ୍ରାଣହାନୀ ଘଟିଛି। ୨୦୨୪ରେ ରାଜପଥରେ ୫୨ ହଜାର ୬୦୯ ଗମ୍ଭୀର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ରାଜ୍ୟସଭାରେ ଏହାର ସୂଚନା ଦେଇଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ। ମନ୍ତ୍ରୀ କହିଛନ୍ତି ଦୁର୍ଘଟଣା ରୋକିବା ପାଇଁ ସରକାର […]

Read More Text.
Untitled 2 copy

ଅଢ଼େଇ ଲକ୍ଷ ଟଙ୍କାରେ ବିକୁଥିଲେ ବାଘଛାଲ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଘଞ୍ଚ ଜଙ୍ଗଲରେ ଶକ୍ତିଶାଳୀ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ ଜନ୍ତୁ ‘ବାଘ’ ମଧ୍ୟ ସୁରକ୍ଷିତ ନାହାନ୍ତି। ଶିକାରୀ କବଳରୁ ବାଘମାନେ ଖସିପାରୁ ନାହାନ୍ତି। ମନୁଷ୍ୟ ନିଜର ସ୍ବାର୍ଥ ପାଇଁ ତଥା କମ ସମୟରେ ଲକ୍ଷପତି ହେବା ପାଇଁ ଅବାଧ ବାଘ ଶିକାର କରିବାକୁ ପଛାଉ ନାହାନ୍ତି। ରାଜଧାନୀ ଭୁବନେଶ୍ବରରେ ଆଜି ଏଭଳି ଏକ ଘଟଣାର ପର୍ଦ୍ଦାଫାସ କରିଛି ଏସ୍‌ଟିଏଫ୍‌। ବାଘଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ଏସ୍‌ଟିଏଫ୍‌ର ଟିମ୍‌ ଅତର୍କିତ ଚଢ଼ାଉ କରି ୨ ଜଣ […]

Read More Text.
Suresh pujari

ଅନାସ୍ଥା ପ୍ରସ୍ତାବ ବିରୋଧୀଙ୍କ ପାଇଁ ବୁମେରାଂ ହେବ: ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧକୁ ପ୍ରସଙ୍ଗ କରି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବ ଆହ୍ୱାନକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଶକ୍ତ ଜବାବ ଦେଇ ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀଙ୍କ ଏହି ଅନାସ୍ଥା ପ୍ରସ୍ତାବ ସରକାରଙ୍କୁ ଆହତ କରିବ ନାହିଁ, ବରଂ ଏହା ସେମାନଙ୍କ ପାଇଁ ଏକ ବୁମେରାଂ ସାବ୍ୟସ୍ତ ହେବ, ଯେଉଁଥିରେ […]

Read More Text.

ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା: ରାଜ୍ୟର ୪ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ବର: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ‌ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆଗାମୀ ୨୪ ଘଣ୍ଟା ଏହି ୪ଟି ଜିଲ୍ଲା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି l ଆଗାମୀ ୨୪ […]

Read More Text.
Img 20250723 wa0217

ବାସିଙ୍ଗି ବଜାର ଛକରେ ଯାତ୍ରୀ ପ୍ରତିକ୍ଷାଳୟ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଵହଳଦା ବ୍ଳକ ଅନ୍ତର୍ଗତ ବାସିଙ୍ଗୀ ପଞ୍ଚାୟତର ଵାସିଙ୍ଗୀ ଗ୍ରାମର ଵାସିଙ୍ଗୀ ଛକରେ ବହୁ ଦୋକାନ,ବାଣିଜ୍ୟ ପ୍ରତିଷ୍ଠାନ,ସ୍କୁଲ,ପଞ୍ଚାୟତ ଅଫିସ୍,ଆରଆଇ ଅଫିସ,ପେଟ୍ରୋଲ ପମ୍ପ,ଦେବାଳୟ,ବ୍ୟାଙ୍କ,ଲ୍ଯାମ୍ପ ଅବସ୍ଥିତ ।ଏଠାରେ ମଧ୍ୟ  ଅପରାହ୍ନରେ ଦୈନିକ ସାନ୍ଧ୍ଯକଳୀନ ହାଟ ବସେ । ଏହି ବଜାର ଉପରେ  ଆଖପାଖ ୪/୫ ଟି ପଞ୍ଚାୟତ ଲୋକେ ଦୈନିକ ହାଟ ବଜାର କରନ୍ତି । ପ୍ରାୟ କମ ଦାମରେ ସବୁଜ ପରିବା ମିଳୁଥିବାରୁ ପାଖ ସହରରୁ ଲୋକେ ମଧ୍ୟ ଯାଇ ହାଟ କରନ୍ତି । ଵାସିଙ୍ଗୀ […]

Read More Text.
Img 20250723 wa0256

ବାଦାମ୍ ପାହାଡ଼ ଥାନାରେ ଆମପୋଲିସ ସମିତି ବୈଠକ 

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାମନ ଘାଟି ଉପଖଣ୍ଡ ବାଦାମ ପାହାଡ଼ ଥାନା ରେ ବାଦାମ ପାହାଡ଼ ଥାନା ଅଧିକାରୀ କାମାକ୍ଷାକମଳେଶ୍ଵର ହେମ୍ବ୍ରମଙ୍କ ତତ୍ତ୍ଵାବଧାନରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ଏଥିରେ ବାଦାମ ପାହାଡ଼ ଥାନା ଅଂଚଳରେ ଘଟୁଥିବା ଛୋଟ ବଡ ଘଟଣା ଦୁର୍ଘଟଣା ରାହାଜାନୀ କେମିତି ନିୟନ୍ତ୍ରଣ ହୋଇପାରିବ ସେ ଦିଗରେ ଥାନା ଅଧିକାରୀ ଶ୍ରୀ ହେମ୍ବ୍ରମ ପଲିସ ସମିତି ସଭ୍ୟ ଓ ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ ଏବଂ ଆଗାମୀ ଦିନରେ ଥାନା ଅଂଚଳରେ […]

Read More Text.
Img 20250723 wa0208

ବାରିପଦା ଠାରେ ୭୯ତମ ସ୍ୱାଧୀନତା ଦିବସ -୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାରିପଦା : ତା ୨୩-୦୭-୨୦୨୫ ରିଖ.ଆଜି ଅପରାହ୍ନ ୪ଘଟିକା ସମୟ ରେ  ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକଙ୍କ ସଭାପତିତ୍ବ ରେ  ୭୯ତମ ସ୍ୱାଧୀନତା ଦିବସ -୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ […]

Read More Text.
Img 20250723 wa0181

୧୦ତମ ‘ପ୍ରେରଣା ସମ୍ମାନ’ ସମାରୋହରେ ମୟୂରଭଞ୍ଜର ପ୍ରିୟଙ୍କା ମୁର୍ମୁ ସମ୍ମାନିତ

ବାରିପଦା: ଓଡିଶା ରାଜ୍ୟ ପ୍ରାଥମିକ ଶିକ୍ଷା ପରିଷଦ (OSEPA), ଭୁବନେଶ୍ୱର ଓ ଭିନ୍ନକ୍ଷମ ମାନଙ୍କ ସାମାଜିକ ଅଧିକାର ଓ ସଶକ୍ତିକରଣ ପାଇଁ କାର‌୍ୟ୍ୟରତ ସଂଗଠନ “ସ୍ୱାଭିମାନ ” ଙ୍କ ମିଳିତ ଉଦ୍ୟମରେ ୧୦ତମ ‘ପ୍ରେରଣା ସମ୍ମାନ’ ସମାରୋହ ଗତ ୨୨ଜୁଲାଇ ୨୦୨୫ ତାରିଖରେ ଜୟଦେବ ଭବନ, ଏ.ଜି. ଛକ, ଭୁବନେଶ୍ୱରରେ ଉଦଘାଟିତ ହୋଇଥିଲା। ଏହି ସମାରୋହରେ ରାଜ୍ୟର ୩୦ଟି ଜିଲ୍ଲାରୁ ଚୟନ ହୋଇଥିବା ୧୧୩ ଜଣ ଭିନ୍ନକ୍ଷମ ଶିକ୍ଷାର୍ଥୀ (CwSN) ମାନଙ୍କୁ ସମ୍ମାନିତ କରାଯାଇଥିଲା, ଯେଉଁମାନେ ୨୦୨୫ […]

Read More Text.
Img 20250723 wa0204

କୃଷକ ଉନ୍ନତି ପାଇଁ କ୍ରେତା ଓ ବିକ୍ରେତା କର୍ମଶାଳା ଅନୁଷ୍ଠିତ, ଉନ୍ନତ କୃଷି କାର୍ଯ୍ୟ ପାଇଁ ଜିଲ୍ଲାର ୧୨ଜଣ ଚାଷୀ ପୁରସ୍କୃତ

ବାରିପଦା- କୃଷକ କ୍ଷେତ୍ରରେ ଉନ୍ନତି ସାଧନ କରିବା ଲକ୍ଷ୍ୟରେ ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ କ୍ରେତା ଓ ବିକ୍ରେତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏଏଫସି ଇଣ୍ଡିଆ ଲିମିଟେଡ଼ ପକ୍ଷରୁ କର୍ମଶାଳାର ଆୟୋଜନ କରାଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜ୍ଞାନ ବଲ୍ଲଭ ଦାସଙ୍କ ପୌରହିତରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବୃହତ ଉଠା ଜଳସେଚନ ପ୍ରକଳ୍ପ ରାଜ୍ୟ ମୁଖ୍ୟ ଡ଼ଃ ରବୀନ୍ଦ୍ର କୁମାର ପାଇକରାୟ, ମୁଖ୍ୟ […]

Read More Text.
Photo for the news of krusi office

ଅପନ୍ତରା ପାଲଟିଛି କୃଷି କାର୍ଯ୍ୟାଳୟ ପରିସର, ପ୍ରବେଶ ପଥ ଡ଼େଙ୍ଗୁକୁ ଆମନ୍ତ୍ରଣ କରୁଛି

ଆଗରପଡ଼ା :ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ଆଗରପଡ଼ା ଠାରେ ଥିବା ସରକାରୀ କାର୍ଯ୍ୟାଳୟ ବର୍ତ୍ତମାନ ସଂରକ୍ଷିତ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ସ୍ୱଚ୍ଛତାକୁ କେତେ ଗୁରୁତ୍ୱ ଦିଆଯାଇଛି ତାହା ଉକ୍ତ କାର୍ଯ୍ୟାଳୟର ପରିସରକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି । ଏହି ସରକାରୀ କାର୍ଯ୍ୟାଳୟକୁ ପ୍ରତିଦିନ ଲୋକମାନେ ଯାଆଆସ କରିଥାନ୍ତି । କୃଷି କାର୍ଯ୍ୟାଳୟ ପରିସରରେ ଅନାବନା ଗଛ ଭର୍ତ୍ତି ହୋଇଥିଲେ ସୁଦ୍ଧା ଏହାକୁ କାଟି ସଫା କରିବା ପାଇଁ ବିଭାଗୀୟ କର୍ମଚାରୀମାନେ ଦୃଷ୍ଟି ନଦେବାକୁ […]

Read More Text.