ସର୍ବଦଳୀୟ ବୈଠକରେ ସହମତି: ସୋମବାରଠାରୁ ସୁରୁଖୁରୁରେ ଚାଲିବ ସଂସଦ
ବିହାରରେ ଭୋଟର ତାଲିକା ସଂଶୋଧନ ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର)କୁ ବିରୋଧ କରି ସଂସଦରେ ଦୁଇଦିନ ଧରି ହଟ୍ଟଗୋଳ ଲାଗି ରହିବା ପରେ ଶୁକ୍ରବାର ସୁଧାର ଆସିଛି। ସର୍ବଦଳୀୟ ବୈଠକରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଆସନ୍ତା ସୋମବାରଠାରୁ ସଂସଦ କାର୍ଯ୍ୟ ନିୟମିତ ଚାଲୁରହିବ ବୋଲି ବୈଠକରେ ସହମତି ହୋଇଛି। ତେବେ ବୈଠକ ପରେ ଅପରାହ୍ନ ୨ଟାରେ ପୁନର୍ବାର କାର୍ଯ୍ୟ ଆରମ୍ଭ ହୋଇଥିଲେ ବିରୋଧୀମାନେ ପୁଣି […]
Read More Text.