Et 750x430

ରଥ ଉପକରଣ ବିକ୍ରି ପାଇଁ ଆସିଲା ନୂଆ ଏସଓପି

ପୁରୀ: ରଥ ଉପକରଣ ବିକ୍ରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସିଲା ନୂଆ ଏସଓପି । ଉଚ୍ଚା ଦର ଯୋଗୁ ବିକ୍ରି ହୋଇନପାରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଖତ ଖାଉଛି ଗତ ବର୍ଷ ମାନଙ୍କରେ ବ୍ୟବହୃତ ରଥର ଚକ, ପ୍ରଭା ସମେତ ବିଭିନ୍ନ ଉପକରଣ । ସେପଟେ ୨୦୨୫ ରଥ ଉପକରଣ ବିକ୍ରି ନିମନ୍ତେ ନୂଆ ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଥିସହ ନୂଆ ଦର ମଧ୍ୟ ନିର୍ଦ୍ଧାରଣ ହୋଇଛି । ବଡ଼ଠାକୁରଙ୍କ ତାଳଧ୍ଵଜ […]

Read More Text.
Law minister2

ନୂଆ ରୂପ ପାଇବ ବିଧାନସଭା ଏବଂ ଲୋକସେବା ଭବନ, ତିଆରି ହେବ ଓଡିଶା ମଣ୍ଡପ

ଭୁବନେଶ୍ୱର : ନୂଆ ରୂପ ପାଇବ ବିଧାନସଭା ଏବଂ ଲୋକସେବା ଭବନ । ପୁରୁଣା ବିଲଡିଂର ରୂପ ରେଖ ବଦଳା ଯିବା ନେଇ ବିଚାର ଚାଲିଥିବା କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ଭୁବନେଶ୍ୱରରେ ତିଆରି ହେବ ଓଡିଶା ମଣ୍ଡପ । ଏନେଇ ଚନ୍ଦ୍ରଶେଖର ପୁରରେ ଜାଗା ଚି଼ହ୍ନଟ ହୋଇଛି । ଏହା ସହ ମଲ୍ଟି କନଭେନସନ ସେଣ୍ଟର ହେବ । ଲୋକଙ୍କ ରହଣି ସହ ୧୦ ହଜାର ଲୋକ ବସିବାର ସୁବିଧା ରହିବ । ସେହିପରି ରାଜ୍ୟରେ […]

Read More Text.
Operation sindoor

୮୦ ବିମାନରୁ ୪୦୦ କ୍ଷେପଣାସ୍ତ୍ର ମାରିଥିଲା ଭାରତ : ପାକିସ୍ତାନ

ୱାଶିଂଟନ: ଅପରେସନ ସିନ୍ଦୁର ଅଧୀନରେ ଭାରତ ୮୦ଟି ଲଢ଼ୁଆ ବିମାନରୁ ୪୦୦ଟି କ୍ଷେପଣାସ୍ତ୍ର ସାହାଯ୍ୟରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଏହି ପ୍ରତ୍ୟେକ କ୍ଷେପଣାସ୍ତ୍ରରେ ଏକାଧିକ ଓ୍ବାରହେଡ୍ ଥିଲା। ଭାରତ ଏହି ଆକ୍ରମଣରେ ବିପଦପୂର୍ଣ୍ଣ କ୍ରୁଜ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ ବ୍ୟବହାର କରିଥିଲା। ଖୋଦ ପାକିସ୍ତାନ ଆମେରିକା ଆଗରେ ଏପରି ଦୁଃଖ ବୟାନ କରିଛି । ପାକିସ୍ତାନର ଜଣେ ପ୍ରତିନିଧି ନିଜେ ଆମେରିକାର ଏକ ଟିଭି ଗଣମାଧ୍ୟମରେ ସାକ୍ଷାତକାର ସମୟରେ ଏହି ଦାବି କରିଥିଲେ। ପାକିସ୍ତାନୀ […]

Read More Text.
Screenshot 2025 06 08 161558

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି

ଭୁବନେଶ୍ୱର: ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ତେବେ ଏହି ତାତିରୁ ରାଜ୍ୟବାସୀଙ୍କୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ପ୍ରଦାନ କରାଯାଇଛି। ଏହା ସହିତ ଆସନ୍ତା କାଲି ପାଇଁ ୨୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ବିଭିନ୍ନ ସ୍ଥାନରେ […]

Read More Text.
Pinaki mishra

ରୋମାଣ୍ଟିକ ଅନ୍ଦାଜରେ ଡ୍ୟାନ୍ସ କଲେ ପିନାକୀ ଓ ମହୁଆ, ଭାଇରାଲ୍ ହେଉଛି ଭିଡିଓ

ଜର୍ମାନୀରେ ସାଂସଦ ମହୁଆ ମୋଇତ୍ରାଙ୍କ ସହ ସାଂସଦ ପିନାକୀ ମିଶ୍ରଙ୍କ ବାହାଘର ହୋଇଛି ।  ଏନେଇ ସାଂସଦ ମହୁଆ ମୋଇତ୍ରାଙ୍କ ସହ ବାହାଘରକୁ ନେଇ କନଫର୍ମ କରିଥିଲେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ର । କହିଲେ ଯାହା ଜଗନ୍ନାଥଙ୍କ ଇଚ୍ଛା ।  ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ଅନୁଯାୟୀ ହୋଇଛି ବାହାଘର ।   ସାଂସଦ ମହୁଆ ମୋଇତ୍ରା ଏବଂ ପିନାକୀଙ୍କ ଏକ ରୋମାଣ୍ଟିକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେମାନଙ୍କ ବିବାହ ଫଟୋ […]

Read More Text.
Drone

ମାଓବାଦୀ ଗତିବିଧି ଉପରେ ନଜର ରଖୁଛି ଡ୍ରୋନ

ଭୁବନେଶ୍ୱର: ସମ୍ବଲପୁରର ଚାରମାଲ ଏବଂ ନାକଟିଦେଉଳ ଅଞ୍ଚଳରେ ଡ୍ରୋନ୍ ବ୍ୟବହାର କରି ଏକ ବିଶାଳ ମାଓ ବିରୋଧୀ ଅଭିଯାନ ଚାଲିଛି। ଛତିଶଗଡ଼ର ଏହି ବିଦ୍ରୋହୀମାନେ ସ୍ଥାନୀୟ ଜଙ୍ଗଲରେ ଆଶ୍ରୟ ନେଇଥିବା ସମ୍ପର୍କରେ ରିପୋର୍ଟ ପାଇ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ଏବଂ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ କମ୍ବିଂ ଅପରେସନ୍ କରୁଛନ୍ତି।ତେବେ ୧୦୦ରୁ ଅଧିକ ମାଓବାଦୀ ଏ ଅଞ୍ଚଳକୁ ଆସିଥିବା ସନ୍ଦେହ କରାଯାଉଛି। ଏହି ବାହିନୀ ମାଓବାଦୀ ପୁନର୍ଗଠନ କିମ୍ବା ଅନୁପ୍ରବେଶକୁ ରୋକିବା ପାଇଁ ଭୂମି ଓ ଆକାଶ ମାର୍ଗରେ […]

Read More Text.
Feu1phevxrkanfryez3o

ଜି-୭ ସମ୍ମିଳନୀ ବେଳେ ମୋଦୀଙ୍କ ରାଜନୀତି ଶେଷ କରିଦେବୁ : ଖଲିସ୍ତାନୀ

କାନାଡା: କାନାଡାର ଜଣେ ସାମ୍ବାଦିକ ମୋଚା ବାଜିରଗାନଙ୍କ ଉପରେ ଖଲିସ୍ତାନୀମାନେ ଆକ୍ରମଣ କରିଛନ୍ତି। ଏହା ସହିତ ସେମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଛନ୍ତି। ଆଶ୍ଚର୍ଯ୍ୟ କଥା ହେଉଛି କାନାଡା ନିଜ ସାମ୍ବାଦିକଙ୍କ ଉପରେ ଖଲିସ୍ତାନୀମାନଙ୍କ ଆକ୍ରମଣକୁ ଦେଖୁଥିଲା କିନ୍ତୁ କୌଣସି ହସ୍ତକ୍ଷେପ କରିନଥିଲା । ଭାନକୁଭରରେ ଖଲିସ୍ତାନୀ ସମର୍ଥକମାନଙ୍କ ଦ୍ୱାରା ଧମକ ଦିଆଯିବାର ଗମ୍ଭୀର ଅଭିଯୋଗ ଆଣିଛନ୍ତି ବାଜିରଗାନ। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ସେ ଏକ ଖଲିସ୍ତାନୀ ରାଲିର ରିପୋର୍ଟିଂ କରୁଥିଲେ। […]

Read More Text.
Law minister

ଭୁବନେଶ୍ୱରରେ ହେବ ନାହିଁ ଏଲିଭେଟେଡ଼ ମେଟ୍ରୋ : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଭୁବନେଶ୍ୱରରେ ହେବ ନାହିଁ ଏଲିଭେଟେଡ଼ ମେଟ୍ରୋ । ଏଥିପାଇଁ ନୂଆ ଆଲାଇନ ମେଣ୍ଟ ତିଆରି କରିବ ନଗର ଉନ୍ନୟନ ବିଭାଗ । ତେବେ ଏଥିପାଇଁ ସର୍ଭେ ହେବା ପାଇଁ ସମୟ ଲାଗିବ । ଏଲିଭେଟେଡ଼ ମେଟ୍ରୋ ହେଲେ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବ । ଏହାକୁ ଦୃଷ୍ଟିରେ ରଖି ଅଣ୍ଡର ଗ୍ରାଉଣ୍ଡ ମେଟ୍ରୋ କରିବାକୁ ଯୋଜନା କରାଯାଇଛି ବୋଲି କହିଛନ୍ତି ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରଶାସନ ବର୍ତ୍ତମାନ ମାଟିତଳେ […]

Read More Text.
Image 2025 06 08t125705.506

ସ୍ନାନଯାତ୍ରା ଓ ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ପାଇଁ ହେଲା ମକ୍ ଡ୍ରିଲ

ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଆଉ ମାତ୍ର ଦୁଇ ଦିନ । ଏହା ପରେ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ସେନେଇ ପ୍ରସ୍ତୁତି ଜୋରଦାର କରାଯାଇଛି । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ସ୍ନାନଯାତ୍ରାରେ ଅଧିକ ଭକ୍ତ ସମାବେଶ ହେବା ଆଶା ଥିବା ନେଇ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଏହି ସମୟ ମଧ୍ୟରେ ପ୍ରବଳ ଖରା ଗୁଳୁଗୁଳି‌ରେ ଯଦି କୌଣସି ଭକ୍ତଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତେବେ ଭିଡ଼ […]

Read More Text.
Bilawal bhutto

ସମସ୍ତ ମୁସଲମାନ ଆତଙ୍କବାଦୀ ବୋଲି ବାହାନା ଦେଖାଉଛି ଭାରତ: ବିଲାୱାଲ ଭୁଟ୍ଟୋ-ଜରଦାରୀ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜରଦାରୀ କହିଛନ୍ତି ଯେ ଭାରତ ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା ଏଡାଇବା ପାଇଁ ବାହାନା କରୁଛି। ଏହି ସମୟରେ ବିଲାୱାଲ ଭାରତ ବିଷୟରେ ଅନେକ ମିଛ କଥା କହିଥିଲେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଭାରତର ଅପରେସନ ସିନ୍ଦୁର ପରେ, ପାକିସ୍ତାନ ମଧ୍ୟ ବିଭିନ୍ନ ଦେଶକୁ ନିଜର ପକ୍ଷ ରଖିବା ପାଇଁ ପ୍ରତିନିଧିମଣ୍ଡଳୀ ପଠାଇଛି। ୱାଶିଂଟନରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ, ପୂର୍ବତନ ପାକିସ୍ତାନ […]

Read More Text.