ଗାଡ଼ି ଚାଳକ ସାବଧାନ, ଚାଲାଣ ପୈଠ ନ କଲେ ବାତିଲ୍ ହେବ ଗାଡ଼ିର ରେଜିଷ୍ଟ୍ରେସନ
କଟକ: ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଗ୍ରହଣ କରାଯିବ କଡ଼ା ଆଭିମୁଖ୍ୟ । ଚାଲାଣ ଖିଲାପକାରୀଙ୍କ ବିରୋଧରେ ନିଆଯିବ ବଡ଼ ଆକ୍ସନ । ୫ରୁ ଅଧିକ ଚାଲାଣ କଟିଥିବା ହାଲୁକା ଯାନ ଓ ଭାରି ଯାନ ଗାଡ଼ି ମାଲିକ ଯଦି ଫାଇନ ପୈଠ ନକରନ୍ତି ତେବେ ସଂପୃକ୍ତ ଗାଡ଼ିର ରେଜିଷ୍ଟ୍ରେସନକୁ ବାତିଲ୍ କରାଯିବ। ତେବେ ଖିଲାପ କରିଥିବା ଏବେ ସୁଦ୍ଧା ୨୦୦୦ ଗାଡି ମାଲିକଙ୍କୁ ନୋଟିସ କରାଯାଇଛି । ୧୦ ହଜାରରୁ ଅଧିକ ଗଡିମାଲିକଙ୍କୁ ଏଭଳି […]
Read More Text.