Screenshot 2025 06 10 230310

ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ ଧୀମାନ ଚକମା ସସପେଣ୍ଡ୍

ଭୁବନେଶ୍ବର:କଳାହାଣ୍ଡି ଜିଲାର ଧର୍ମଗଡ଼ ଉପଜିଲ୍ଲାପାଳ IAS ଧୀମାନ ଚକମା ସସପେଣ୍ଡ୍। ଭିଜିଲାନ୍ସ ଦ୍ବାରା ଗିରଫ ପରେ ତାଙ୍କୁ ନିଲମ୍ବନ କରାଯାଇଛି। ଧୀମାନଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବାପରେ, ଧୀମାନଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ବେଲ୍‌ ମିଳିନାହିଁ। ଯାହାପରେ ତାଙ୍କୁ ଭବାନୀପାଟଣା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। । ଗତକାଲି ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ଜେଲ ଭିତରେ ଥିବା ମେଡିକାଲରେ […]

Read More Text.
Snan

ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ, ଶ୍ରୀଜିଉଙ୍କ ଦିବ୍ୟ ଦର୍ଶନ କଲେ ଭକ୍ତ

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ଚାରି ଠାକୁରଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଛି । ସୁନା କୂଅରୁ ୧୦୮ ଗରା ପାଣି ଅଣାଯାଇ ମହାପ୍ରଭୁଙ୍କୁ ସେବାୟତମାନେ ମହାସ୍ନାନ କରାଇଛନ୍ତି । ମଙ୍ଗଳ ଆଳତି, ମଇଲମ, ଅବକାଶ ନୀତି ପରେ ମହାସ୍ନାନ ନୀତି ଆରମ୍ଭ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ମା’ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଜଳରେ ସ୍ନାନ କରାଯାଇଛି । ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଓ ବଡ଼ ଭାଇ ଶ୍ରୀବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ […]

Read More Text.
Wer

ବିଶ୍ୱ ରକ୍ତଦାତା ଦିବସରେ ସମ୍ବର୍ଦ୍ଧିତ ହେବେ ରକ୍ତଦାତା 

ବାରିପଦା : କୁହାଯାଏ ରକ୍ତ ପାଉଥିବା ବ୍ୟକ୍ତିଙ୍କ ଠାରୁ ରକ୍ତଦାନ କରୁଥିବା ବ୍ୟକ୍ତିଜଣକ ଅଧିକ ଭାଗ୍ୟବାନ I ତେଣୁ ସେ ନିଜକୁ ଭାଗ୍ୟବାନ ମଣିବା ଉଚିତ ଯେ ସେ ସୁସ୍ଥଥିବାରୁ ରକ୍ତଦାନ କରି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇ ପାରନ୍ତି I ସେହିପରି ଜଣେ ଗରିବ ଲୋକ ଅନ୍ୟମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ବଡ଼ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇପାରବେ ମାତ୍ର ଜଣେ ଧନୀ ବ୍ୟକ୍ତିଙ୍କର ରକ୍ତ ଦରକାର ହେଲେ ଜଣେ ରକ୍ତ ଦେଲେ ଯାଇ ତାଙ୍କ […]

Read More Text.
Img 20250610 wa0143

୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦-୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୬ଷ୍ଠ ଦିନ; ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଲାଲବଜାର ବିଜୟୀ

ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡି ଆର କେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ – ୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୬ଷ୍ଠ ଦିନର ମ୍ୟାଚରେ ଲାଲବଜାର ୱରିୟାର୍ସ  ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ କୋର ହାଣ୍ଟର୍ସକୁ  ୨ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି କୋର ହାଣ୍ଟର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୫୩ ରନ ସଂଗ୍ରହ କରିଥିଲେ I ଦଳ […]

Read More Text.
Img 20250610 wa0145

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ “ବିକାଶ ବାହାନ” ରଥ ସମ୍ପର୍କୀତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାରିପଦା – ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ଅଧ୍ୟକ୍ଷତା ରେ “ବିକାଶ ବାହାନ” ରଥ ପରିକ୍ରମା ସମ୍ପର୍କୀତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ଜୁନ ମାସ ୧୨ ତାରିଖରୁ  ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବିକାଶ ବାହାନ ରଥ ପରିକ୍ରମା କରିବ। ଏହି ବିକାଶ ବାହାନରେ ଲୋକ ମାନଙ୍କ ସଚେତନତା ପାଇଁ ସରକାରଙ୍କ ଦ୍ୱାରା ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ […]

Read More Text.
Photo for the news of dabipatra from teacher union

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର

ଆଗରପଡ଼ା:ବନ୍ତ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକଙ୍କ ପଦୋନ୍ନତି ନିମନ୍ତେ ଓଟିଇଟି ପ୍ରମାଣପତ୍ର ଦାଖଲ ସମ୍ବନ୍ଧୀୟ ଏକ ଦାବିପତ୍ର ଗୋଷ୍ଠୀଶିକ୍ଷାଧିକାରିଣୀ,ବନ୍ତଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଶିକ୍ଷକ ସଂଘ କର୍ମକର୍ତ୍ତାଙ୍କ ଅଭିଯୋଗ ଯେଉଁ ଶିକ୍ଷକ/ଶିକ୍ଷୟିତ୍ରୀ ଓଟିଇଟି ପ୍ରମାଣପତ୍ର ହାସଲ କରିଛନ୍ତି କାର୍ଯ୍ୟାଳୟ ତରଫରୁ ସେମାନଙ୍କ ପ୍ରମାଣପତ୍ର ସଂଗ୍ରହ କରାଯାଇ ପଦୋନ୍ନତି ତାଲିକା ପ୍ରସ୍ତୁତ କରାଯାଉଥିବା ବେଳେ ୨୦୧୧ ମସିହା ପୂର୍ବରୁ ଯେଉଁମାନେ ଚାକିରୀରେ ଯୋଗଦାନ କରିଛନ୍ତି ସେମାନେ ଉକ୍ତ ପଦୋନ୍ନତିରୁ ବଂଚିତ ହେବେ ଯାହାକି ସମୂର୍ଣ୍ଣ […]

Read More Text.
Rrw

ସର୍ପ ଦଂଶନରେ ଚାଲିଗଲା ଶିଶୁର ଜୀବନ

ଆଗରପଡ଼ା :ଆଗରପଡ଼ା ଥାନା ଅନ୍ତର୍ଗତ କାଦବରାଙ୍ଗ ପଂଚାୟତ ବନ୍ତଳା ଗ୍ରାମରେ ନାଗସାପ ଚୋଟରେ ଏକ ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି । ସୂଚନାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ପ୍ରତୀପ ପ୍ରଧାନ ସପରିବାର ଶ୍ୱଶୁର ଘର ସେଣ୍ଢତିରାକୁ ଯାଇଥିଲେ । ଗତକାଲି ଉକ୍ତ ଶିଶୁ ପୁତ୍ର ଅନ୍ୟ ପିଲାମାନଙ୍କ ସାଙ୍ଗରେ ବାଡ଼ିରେ ଖେଳୁଥିବା ସମୟରେ ହଠାତ୍ ପ୍ରାୟ ୪ଫୁଟ ଲମ୍ବର ଏକ ନାଗସାପ ଗୋଟିଏ ବଡ ବେଙ୍ଗକୁ ଗିଳୁଥିବା ସମୟରେ ସାମ୍ନାରେ ଉକ୍ତ ଶିଶୁ ପୁତ୍ରକୁ […]

Read More Text.
Photo for the bikasita krusi sankalpa

ଚାରିଗାଁରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

ଆଗରପଡ଼ା :ବନ୍ତ ବ୍ଳକ ଚାରିଗାଁ ପଂଚାୟତ ଚାରିଗାଁରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଶଶିଭୂଷଣ ମହାପାତ୍ର,ଭଦ୍ରକ,ରାଣୀତାଲ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ବିଶ୍ୱରଜଂନ ସାମନ୍ତରାୟ, ଭୁବନେଶ୍ୱରସ୍ଥିତ ଆଇସିଏଆର ସିଆଇଡବ୍ଲ୍ୟଏ ବୈଜ୍ଞାନିକ ତାନିଆ ସେଠ୍‌, କୃଷି ଉଦ୍ୟାନ ପରିଚାଳକ ମଣ୍ଟୁ ଚୌଧୁରୀ ,ସରପଂଚ ପ୍ରତିନିଧି ବନମାଳୀ ବେହେରା,ପୂର୍ବତନ ସମିତି ସଭ୍ୟ ରାମଚନ୍ଦ୍ର ସାହୁ ପ୍ରମୁଖ […]

Read More Text.
Jee

ପ୍ରକାଶ ପାଇଲା OJEE-୨୦୨୫ ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଲା OJEE-୨୦୨୫ ରେଜଲ୍ଟ। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆନୁଷ୍ଠାନିକ ଭାବେ OJEE-୨୦୨୫ ରେଜଲ୍ଟ ଘୋଷଣା କରିଲେ। ojee.nic.in ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍‌ କାର୍ଡ ପାଇପାରିବେ । ଗତ ମେ ୨ ତାରିଖରେ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଥିଲା । ୧୨ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହୋଇଥିଲା । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ ହୋଇଥିଲା । ଚଳିତ ବର୍ଷ ସମୁଦାୟ 92,488 ପରୀକ୍ଷାର୍ଥୀ ପଞ୍ଜୀକୃତ […]

Read More Text.
Screenshot 2025 06 10 191406

ବାଲି ମାଫିଆଙ୍କ ଗୁଣ୍ଡାରାଜ, ଖଣି ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ବାଲେଶ୍ୱର : ବାଲି ମାଫିଆଙ୍କ ଗୁଣ୍ଡାରାଜ । ବାଲି ମାଫିଆଙ୍କ ମାଡ଼ରେ ଲହୁ ଲୁହାଣ ଖଣି ଅଧିକାରୀ ।  ଭ୍ୟାନରୁ ଟାଣିନେଇ ଗୋଡ଼ାଇ ଗୋଡ଼ାଇ ପିଟିଲେ ମାଫିଆ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ବୁଢ଼ାବଳଙ୍ଗ ନଦୀ କାଠସଂଗଡା ପାଖରେ ବେଆଇନ ବାଲି ଉତ୍ତୋଳନ ବେଳେ ଖଣି ଅଧିକାରୀ ଟିମ୍ ସହ ଚଢ଼ାଉ କରିଥିଲେ । ଏହି ସମୟରେ ଜୁନିଅର ମାଇନିଙ୍ଗ ଅଫିସର ତାପସ କୁମାର ବେହେରା ଓ ଡ୍ରାଇଭର ଦେବାଶିଷ ମହାନ୍ତିଙ୍କୁ ଆକ୍ରମଣ କରିଥିଲେ ମାଫିଆ । […]

Read More Text.