ମଦଭାଟି ଉପରେ ଚାଲିଲା ବୁଲଡୋଜର
ଆଠଗଡ: ଚୋରା ଦେଶୀ ମଦର କୂଟୀର ଶିଳ୍ପ ପାଲଟିଥିବା ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଶନିବାର ସକାଳେ ଅବକାରୀ ବିଭାଗ ଚଢାଉ କରି ପ୍ରଥମ ଥର ପାଇଁ ବେଆଇନ ମଦଭାଟିଗୁଡିକୁ ବୁଲଡୋଜର ସାହାଯ୍ୟରେ ଭଙ୍ଗାଯାଇଛି। ଚଡାଉ ସମୟରେ ପ୍ରଥମେ ବେଆଇନ ଭାବେ ଗଢି ଉଠିଥିବା ୧୫ରୁ ଅଧିକ ମଦଭାଟି ଓ ତା ମଧ୍ୟରେ ଥିବା ଚୁଲିଗୁଡିକ ଉପରେ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦିଆଯାଇଥିଲା । ଏଥି ସହିତ ନିକଟବର୍ତ୍ତୀ ବୁଦା ଓ ଝାଟି ଜଙ୍ଗଲ […]
Read More Text.