Photo for the news of thermacoal plate

ପରିବେଶ ବିଗାଡ଼ିବାରେ ଲାଗିଛି, ଥର୍ମୋକୋଲ ପ୍ଲେଟ୍ ବ୍ୟବହାରରେ ଲାଗୁନି ରୋକ୍‌

ଆଗରପଡ଼ା :ବର୍ତ୍ତମାନ ବିବାହ ଓ ବ୍ରତଘର ଋତୁ ଚାଲିଥିବା ବେଳେ ଭୋଜି ଭାତର ଆସର ଜମୁଛି । ଏହା ଭିତରେ ଅଧିକାଂଶ ଭୋଜିରେ ଥର୍ମୋକୋଲ ପ୍ଲେଟ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ, ବନ୍ତ ବ୍ଳକ ଓ ତା’ ଆଖପାଖ ଅଂଚଳର ରାସ୍ତା କଡ଼ରେ ବହୁ ଜଳଖିଆ ଦୋକାନରେ ଏହି ପ୍ଲେଟ ଓ ଠୁଙ୍ଗା ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ବଡ଼ ବଡ଼ ହୋଟେଲରେ ମଧ୍ୟ ଏହି ପ୍ଲେଟ ଓ ଠୋଲାରେ […]

Read More Text.
Cy

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ଦିନ ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III’ ପ୍ରଦାନ କରାଯାଇଛି। ସାଇପ୍ରସର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିଛନ୍ତି। ପୁରସ୍କାର ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ସାଇପ୍ରସର ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III’ ସମ୍ମାନ ପାଇ ବହୁତ ଖୁସି। ଏହାକୁ ମୁଁ ଉଭୟ ଦେଶ ମଧ୍ୟରେ ଥିବା […]

Read More Text.
Raid

ହଇଜା ବ୍ୟାପିବା ପରେ ରାଜଧାନୀର ହୋଟେଲ-ଫାଷ୍ଟଫୁଡ୍ ଦୋକାନରେ ଚଢ଼ଉ

ଭୁବନେଶ୍ୱର: ରାଜଧାନୀକୁ ହଇଜା ଭୟ। ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଆକ୍ସନ ମୋଡରେ ବିଏମସି। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ, ଢାବା, ଫାଷ୍ଟଫୁଡ୍ ଦୋକାନରେ ଚଢ଼ଉ ଚାଲିଛି। ବିଭିନ୍ନ ହୋଟେଲରେ ବିଏମସି ପକ୍ଷରୁ ଯାଞ୍ଚ କରାଯାଉଛି। ଖାଦ୍ୟର ମାନ ଓ ଗୁଣବତ୍ତା ଯାଞ୍ଚ […]

Read More Text.
Img 20250616 wa0006 750x430

୫ ବିଭାଗରେ ୯୬୪ ଜଣଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର: ୫ ବିଭାଗରେ ୯୬୪ ଜଣଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ୫ଟି ବିଭାଗର ୯୬୪ଟି ପଦବୀ ପୂରଣ ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ସେ କହିଛନ୍ତି ଯେ, ଯୁବ ଶକ୍ତି ହେଉଛନ୍ତି ଆମ ରାଜ୍ୟର ବିକାଶ ରଥର ସାରଥୀ। ଯୁବ ଶକ୍ତିଙ୍କ ଭିତରେ ଥିବା ଶକ୍ତି, ସାମର୍ଥ୍ୟ ଓ ଉତ୍ସାହକୁ ରାଜ୍ୟର ବିକାଶ ସହିତ ସମାଜ କଲ୍ୟାଣରେ ଉପଯୋଗ […]

Read More Text.
Scb

ଏସସିବିରେ ଜଣେ ହଇଜା ରୋଗୀଙ୍କ ମୃତ୍ୟୁ

କଟକ: କଟକ ଏସସିବି ମେଡିକାଲରେ ଜଣେ ହଇଜା ରୋଗୀଙ୍କର ସୋମବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଯାଜପୁର ଜିଲାର ସୁକିନ୍ଦା ଅନ୍ତର୍ଗତ ହାତୀବାରିର ବସନ୍ତ ବାରିକ। କିଛି ଦିନ ତଳେ ବସନ୍ତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଥିଲା। ହେଲେ ଏଠାରେ ତାଙ୍କର ମୃତ୍ୟୁ ଘଟିଛି। ଏସସିବିରେ ଆଉ ୨୭ ରୋଗୀ ଏବେ ଚିକିତ୍ସାଧୀନ ରହିଛନ୍ତି।

Read More Text.
Pruth

ଅଦିନିଆ ରଥଯାତ୍ରା କଲେ ଆଇନଗତ ପଦକ୍ଷେପ : ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଅଦିନିଆ ରଥଯାତ୍ରା କଲେ ହେବ ଆଇନଗତ ପଦକ୍ଷେପ | ଏମିତି କହିଛନ୍ତି ଆଇନ ମନ୍ତ୍ରୀ  ପୃଥ୍ଵୀରାଜ ହରିଚନ୍ଦନ  | ଶ୍ରୀ ମନ୍ଦିର ପ୍ରଶାସନ ସଂଗେ ଆଲୋଚନା ହୋଇଛି  | ଗଜପତି ମହାରାଜା ପତ୍ର ଲେଖି ସାରିଛନ୍ତି  | ନୂଆପଡାରେ ଅଦିନିଆ ରଥଯାତ୍ରା ଖବର ପାଇବା ପରେ ତାଙ୍କୁ ତାଗିଦ କରଯାଇଥିଲା | ତାଗିଦ ପରେ ସେମାନେ ଯାତ୍ରା ବନ୍ଦ କରିଛନ୍ତି | ଯଦି କେହି ତ୍ରୁଟି ବିଚ୍ୟୁତ କରନ୍ତି କାର୍ଯ୍ୟାନୁଷ୍ଠାନ ହେବ | ଇସ୍କନକୁ ବି […]

Read More Text.
Bl

ବିମାନ ଦୁର୍ଘଟଣା: ମିଳିଲା ଆଉ ଏକ ବ୍ଲାକ୍ ବକ୍ସ

ଅହମଦାବାଦ: ବିମାନ ଦୁର୍ଘଟଣାର ପ୍ରକୃତ କାରଣ କଣ ? କେଉଁ ପରିସ୍ଥିତିରେ ମାଟିରୁ ଉଠୁ ଉଠୁ ଘଟିଗଲା ଏମିତି ଦୁର୍ଘଟଣା ? ତାର କାରଣ ଖୋଜା ଚାଲିଥିବା ବେଳେ ଏତି ମଧ୍ଯରେ ମିଳିଲା ଦୁର୍ଘଟଣାଗ୍ରସ୍ତ ବିମାନର ଦ୍ବିତୀୟ ବ୍ଲାକବକ୍ସ । ଅହମ୍ମଦାବାଦ ବିମାନ ଦୁର୍ଘଟଣା ସ୍ଥଳରୁ ଦ୍ବିତୀୟ ବ୍ଲାକ ବକ୍ସ ଉଦ୍ଧାର କରିଛନ୍ତି ତଦନ୍ତକାରୀ ଟିମ୍ । କକପିଟ୍ ଭଏସ ରେକଡର ବା ସିଭିଆର ବ୍ଲାକ ବକ୍ସ ମିଳିଥିବା ସୂଚନା ମିଳିଛି । ଏହାଦ୍ବାରା ଦୁର୍ଘଟଣାର ପ୍ରକୃତ […]

Read More Text.
Screenshot 2025 06 16 165437 750

ରାଜ୍ୟରେ କଲେରା ସ୍ଥିତିକୁ ଏଣ୍ଡେମିକ କହିଲେ କେନ୍ଦ୍ରୀୟ ଟିମ୍‌

ଯାଜପୁର: ଗତ କିଛି ଦିନ ହେଲା ଯାଜପୁର ଜିଲ୍ଲାରେ ହଇଜା ବ୍ୟାପିଚାଲିଛି। ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ତେବେ ଯାଜପୁର ଜିଲ୍ଲାରେ ଏପରି ଘଟଣାକୁ ନେଇ ଅନୁଧ୍ୟାନ କରିବାକୁ ଯାଇଥିଲା କେନ୍ଦ୍ରୀୟ ଟିମ। ଅନୁଧ୍ୟାନ ପରେ ଆଜି ଫେରିଛି। ସ୍ବାସ୍ଥ୍ୟ ବିଭାଗ ସହ ୧୪ ଜଣିଆ କେନ୍ଦ୍ରୀୟ ଟିମ୍‌ର ଆଲୋଚନା ହୋଇଛି। ତେବେ […]

Read More Text.
Raja

ଗଜପତି ମହାରାଜାଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ

ପୁରୀ: ଗଜପତି ମହାରାଜାଙ୍କ ସାନଭାଇଙ୍କ ପରଲୋକ। ରଣାର୍ଣ୍ଣବ ଦେବଙ୍କର ରବିବାର ରାତିରେ ପରଲୋକ ହୋଇଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ରାଜକୀୟ ପରମ୍ପରା ଅନୁଯାୟୀ ତାଙ୍କର ଶେଷକୃତ୍ୟ କରାଯିବ । ଖବର ଅନୁଯାୟୀ, ଅସୁସ୍ଥତା କାରଣରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଗଜପତି ମହାରାଜାଙ୍କ ସାନଭାଇ ରଣାର୍ଣ୍ଣବ ଦେବ ।  ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Read More Text.
Mahesh jirawala 750x430

ବିମାନ ଦୁର୍ଘଟଣା ପରଠୁ ନିଖୋଜ ଅଛନ୍ତି ସଙ୍ଗୀତ ନିର୍ଦେଶକ ମହେଶ ଜିରାଓ୍ବାଲା

ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରଠାରୁ ସଂଗୀତ ନିର୍ଦେଶକ ମହେଶ କାଲାଓ୍ବାଡିଆ ଓରଫ ମହେଶ ଜିରାଓ୍ବାଲା ନିଖୋଜ ଅଛନ୍ତି। ମହେଶ ରହସ୍ୟମୟ ଭାବେ ନିଖୋଜ ହୋଇଯିବା ସମସ୍ତଙ୍କୁ ଚକ୍କିତ କରିଛି। କାରଣ ମହେଶ ବିମାନରେ ଯାତ୍ରା କରୁ ନ ଥିଲେ କିମ୍ବା ମେଡିକାଲ ହଷ୍ଟେଲରେ ନ ଥିଲେ। କିନ୍ତୁ ଦୁର୍ଘଟଣା ସମୟରେ ସେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଅଞ୍ଚଳରେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି। ମହେଶ ୧୨ ତାରିଖ ଅପରାହ୍ନରେ ଲ’ ଗାର୍ଡେନ […]

Read More Text.