Img 20250616 wa0131

୩ ଦିନିଆ ଅମ୍ବିକା ସାହି “ରଜ ମଉଜ” ଉଦଯାପିତ – ଅଲିଭା ହେଲେ ରଜ କୁଇନ

ବାରିପଦା : ସ୍ଥାନୀୟ ଅମ୍ବିକା ସାହି ସ୍ଥିତ ଶିଶୁ ଉଦ୍ୟାନ ପରିସରରେ ୧୩ ତମ “ରଜ ମଉଜ” ଉତ୍ସବ ଉଦଯାପିତ ହୋଇଯାଇଛି I ୩ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ଶତାଧିକ ପ୍ରତିଯୋଗୀ ସମେତ ସେମାନଙ୍କର ପିତା ମାତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବେଶ ଉପଭୋଗ କରିଥିଲେ I ଏବର୍ଷ ଅଲିଭା ତ୍ରିପାଠୀ ରଜ କୁଇନ ବିବେଚିତ ହୋଇଥିବା ବେଳେ ମୋନାଲିସା ନାଏକ ୨ୟ ଓ ସାଇ ଶ୍ରଦ୍ଧା ୩ୟ ସ୍ଥାନ ଅଧିକାର କରିଥିଲେ […]

Read More Text.
Img 20250616 wa0140

ଓଡ଼ିଶା ଡ଼୍ରାଇଭର ସଂଘ ତରଫରୁ ଵିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ

ବାରିପଦା : ଦେଶର ତଥା ସମାଜର‌  ପ୍ରଗତିରେ ଡ଼୍ରାଇଭର ମାନଙ୍କ ଭୁମିକା ଅବର୍ଣ୍ଣନୀୟ ଓ ଅନନ୍ୟ ଅଟେ ।ଜନ୍ମରୁ ମୃତ୍ୟୁ,ଡ଼ାକ୍ତରଖାନାରୁ କଳକାରଖାନା,ପରିଵହନଖଣି,ବନ୍ଦର,ଉଡ୍ଡାନ ତଥା ସରକାରୀ କାର୍ଯ୍ୟାଳୟରୁ ଗ୍ରାମାଞ୍ଚଳ ସବୁଠି ଡ଼୍ରାଇଭର ମାନଙ୍କ ଆବଶ୍ୟକତା ରହିଛି ।ଡ୍ରାଇଭରମାନଙ୍କ ତ୍ୟାଗ,ନିଷ୍ଠା ଓ କର୍ତଵ୍ଯ କାହାରିକୁ ଅଜଣା ନାହିଁ ।କିନ୍ତୁ ସବୁ ପରେ ବି ଦିର୍ଘ ୭୬ ବର୍ଷ ସ୍ଵାଧୀନତା ହେଲା ପରେ ମଧ୍ୟ ସେମାନଙ୍କ ସମସ୍ୟା ପ୍ରତି ସରକାର ଆଖି ବୁଜି ଦେଇଛନ୍ତି ।ତେଣୁ ସେମାନଙ୍କ ସାମାଜିକ ସୁରକ୍ଷା ଆଜି […]

Read More Text.
Img 20250616 wa0000

ପୋଖରିଢିପା ଗ୍ରାମ୍ୟ  ରାସ୍ତା ଅବରୋଧକୁ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

ବାରିପଦା – ମୟୂରଭଂଜ ଜିଲ୍ଲାର  ପୁରୁଣାପାଣି ପଞ୍ଚାୟତର ପୋଖରୀଢିପା ସାହିର ଗ୍ରାମ୍ୟ ରାସ୍ତାକୁ ବିରେଶ ପାତ୍ରଙ୍କ ପୁତ୍ର ଶିବାପାତ୍ର ନିଜ ଜମି କହି ଗତ ୨ ଫେବୃଆରୀ ୨୫ ମସିହାରୁ ଅବରୋଧ କରି ଆସୁଛନ୍ତି । ‌ ସେହି ରାସ୍ତା ଦେଇ  ଗତ ସରକାରର ଲକ୍ଷ୍ମୀ ବସ ଏବଂ ଏବେକାର ସରକାରର ଆମ ବସ୍ ସେହି ରାସ୍ତା ଦେଇ ଯିବା ଆସିବା କରି ପାରୁ ନାହିଁ ।ତେଣୁ ଗ୍ରାମବାସୀମାନେ ବ୍ଳକ କାର୍ଯ୍ୟାଳୟକୁ ବିଭିନ୍ନ‌କାମ ପାଇଁ ଯାଇ ପାରୁ […]

Read More Text.
Img 20250616 wa0084

ମୟୂରଭଞ୍ଜ ଜଳସେଚନ ବିଭାଜନ, ବାରିପଦା ପକ୍ଷରୁ ଉଲେଖନୀୟ ସଫଳତା

ବାରିପଦା – ମୟୂରଭଞ୍ଜ ଜଳସେଚନ ବିଭାଜନ, ବାରିପଦା ଅଧୀନରେ ଥିବା ତିନି ଗୋଟି ମଧ୍ୟମ ଜଳସେଚନ ପ୍ରକ୍ଳପ ଯଥା  ବାଲିଡ଼ିହା, କାଳ ଓ ସୁନେଇ ଜଳସେଚନ ପ୍ରକଳ୍ପ ଗୁଡିକର ରକ୍ଷଣାବେକ୍ଷଣ ଓ ଉନ୍ନତ୍ତିକରଣ, ତତସହିତ ବାରିପଦା ଓ କପ୍ତିପଦା ଉପଖଣ୍ଡ ଅଧିନସ୍ଥ ନଦୀ ଗୁଡିକରେ ବନ୍ୟା ଦ୍ଵାରା ଅବକ୍ଷୟ ଘଟୁଥିବା ଆଡିବନ୍ଧ ର ମରାମତି କାର୍ଯ୍ୟ ହାତକୁ ନିଆଯାଇଥାଏ I କୃଷି କ୍ଷେତ୍ରରେ ଉକ୍ତ ବିଭାଜନ ଦ୍ଵାରା କାଳ ଓ ସୁନେଇ ପ୍ରକଳ୍ପ ମାଧ୍ୟମରେ କପ୍ତିପଦା ବ୍ଲକ […]

Read More Text.
Img 20250616 wa0079

ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ସଫଳତା

ବାରିପଦା – ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ଏହା ହେଉଛି ରାଜ୍ୟ ସରକାରଙ୍କର ଏକ ଅଭିନବ ଯୋଜନା, ଯେଉଁଥିରେ ଆଦିବାସୀ ମାନଙ୍କର ଆର୍ଥିକ, ସାମାଜିକ ବିକାଶ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ  ୪ ଗୋଟି  ଆଇ.ଟି ଡ଼ି.ଏ, ଯଥା  କପ୍ତିପଦା, କରଞ୍ଜିଆ, ରାଇରଙ୍ଗପୁର ଏବଂ ବାରିପଦା ମାଧ୍ୟମରେ ୨୬ ଗୋଟି ବ୍ଲକରେ ମୋଟ ୨୭୮ କ୍ଲଷ୍ଟର ଗଠନ କରାଯାଇଛି, ୪୧୬୬୬ ଗୋଟି ଆଦିବାସୀ ପରିବାରକୁ ଅନ୍ତଭୂକ୍ତ କରାଯାଇ ସେମାନଙ୍କର ଚିରସ୍ଥାଇ ଜୀବନ ଜୀବିକା ଓ ଆର୍ଥିକ ବିକାଶ ନିମନ୍ତେ […]

Read More Text.
Img 20250616 wa0135

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାରିପଦା ଠାରେ ଜିଲ୍ଲା ସ୍ତରୀୟ ଉତ୍ସବ ଉଦଘାଟିତ

ବାରିପଦା: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଇତି ମଧ୍ୟରେ “ବିକାଶ ବାହନ” ଯାତ୍ରା ଜୁନ ୧୨ ତାରିଖ ରେ ଶୁଭାରମ୍ଭ ହେବା ସହିତ ବିକାଶ ମେଳା-୨୦୨୫ ଜୁନ ୧୨ ତାରିଖ ରେ ବାରିପଦା ସ୍ଥିତ ଛଉ ପଡିଆ ଠାରେ ଉଦଘାଟିତ ହୋଇସାରିଛି। ଆଜି ଏହି ବର୍ଷ ପୂର୍ତ୍ତି ପାଳନ କ୍ରମରେ ବାରିପଦାସ୍ଥିତ କଲେଜ ପଡିଆ ଠାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଙ୍କ ସଭାପତିତ୍ୱରେ ଜ଼ିଲ୍ଳା ସ୍ତରୀୟ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ […]

Read More Text.
Photo for the news of pragatisila sahitya mancha

ପ୍ରଗତିଶୀଳ ସାହିତ୍ୟ ମଂଚ ବାର୍ଷିକୋତ୍ସବ

ଆଗରପଡ଼ା :ବନ୍ତ ବ୍ଲକ ଆଡ଼ିଆ ରାମନବମୀ ମଣ୍ଡପରେ ଆଗରପଡ଼ା ପ୍ରଗତିଶୀଳ ସାହିତ୍ୟ ମଂଚ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ କାଳନ୍ଦୀ ଚରଣ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଗବେଷକ ସନ୍ତୋଷ ଦାସ, ଆଡ଼ଭୋକେଟ ଦିବ୍ୟସିଂ ନାୟକ, ଅଶୋକ ନାୟକ,ସାହିତ୍ୟିକ ନାରାୟଣ ଲେଙ୍କା, ଚତୁର୍ଭୁଜ ପହି,ସରପଂଚ ମୀନା କୁମାରୀ ଜେନା, ସମାଜସେବୀ ଶଙ୍କର୍ଷଣ ରଥ,କବୟତ୍ରୀ ଦୀପ୍ତି ଦେବଦର୍ଶନୀ ସୁତାର,ବୀଣାପାଣି ତ୍ରିପାଠୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଭାସ ମହାପାତ୍ର ସଂପାଦକୀୟ ବିବରଣୀ ପାଠ, […]

Read More Text.
Photo for the news of ajit roul

ଅଜିତ ରାଉଳଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଆଗରପଡ଼ା :ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ବରିଷ୍ଠ ଶିକ୍ଷକ ଅଜିତ ରାଉଳଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି । ଆଗରପଡ଼ା ଦକ୍ଷିଣ ଚଣ୍ଡି ରଜ ମହୋତ୍ସବରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ହାଇକୋର୍ଟ ଆଇନଜୀବୀ ମନୋଜ ରାୟ ଓ ମହୋତ୍ସବ କମିଟି ସଭାପତି ପ୍ରଦ୍ୟୁମ୍ନ ପୁହାଣ ପ୍ରମୁଖ ଏହି ସମ୍ମାନ ଶ୍ରୀ ରାଉଳଙ୍କୁ ପ୍ରଦାନ କରିଛନ୍ତି । ଶ୍ରୀ ରାଉଳଙ୍କ ଶିକ୍ଷାଦାନ ଶୈଳୀ ଅନ୍ୟମାନଙ୍କ ଠାରୁ […]

Read More Text.
Wrerew

ବଜ୍ରାଘାତରେ ମହିଳା ଆହତ

ଆଗରପଡ଼ା :ବର୍ତ୍ତନା ଗ୍ରାମର ସତ୍ୟଭାମା ବେହେରା(୫୫)ଘରଭିତରେ କବାଟ, ଝରକା ବନ୍ଦ କରି ପରିବାର ଅନ୍ୟ ସଦସ୍ୟଙ୍କ ସହ ବସିଥିଲେ । ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ହଠାତ ବଜ୍ରାଘାତ ହେବାରୁ ସେ ତଳେ ପଡ଼ିଯାଇ ବେହୋସ ହୋଇ ଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଆଗରପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ହାତରେ ବଜ୍ରାଘାତ ହୋଇଛି । କାନ୍ଥ ଫାଟି ବଜ୍ରାଘାତ ହୋଇଥିବାର ଜଣାପଡ଼ିଛି ।

Read More Text.
Hal

ସମୟଚକ୍ରରେ ହଜିଯାଉଛି ସଂସ୍କାର, ଚାଷ ସମୟରେ ଆଉ ଶୁଭୁନି ହୁଳହୁଳି ଓ ହଳିଆ ଗୀତ

ଆଗରପଡ଼ା :କଥାରେ ଅଛି; ‘ଚାଷ କାମ ଯାହାର,କି ଆନନ୍ଦ ତାହାର, ସିଏ ପରା ଯୋଗାଉଛି ଦୁନିଆକୁ ଆହର’ । ଏହି କାର୍ଯ୍ୟ ପାଇଁ ଚାଷୀ ସଭିଙ୍କ ପାଖରେ ଆଦର ପାଉଥିଲା । ଦିନ ଥିଲା ଗ୍ରାମାଚଂଳ ଲୋକେ ଅନ୍ୟ କାର୍ଯ୍ୟ ଅପେକ୍ଷା ଚାଷ କାର୍ଯ୍ୟ କରିବା ପାଇଁ ଆଗଭର ହେଉଥିଲେ । ସମୟର ପରିବର୍ତ୍ତନ ମଧ୍ୟରେ ଧିରେ ଧିରେ ଚାଷ କାମ ବନ୍ଦ ହେବାକୁ ବସିଛି । ପୂର୍ବରୁ ଚାଷ କରୁଥିବା ପ୍ରଣାଳୀ ବଦଳାଇ ନୂତନ ପଦ୍ଧତିରେ […]

Read More Text.