ପୁରୁଷବନ୍ଧୁଙ୍କ ମୋବାଇଲ୍ରୁ ମିଳିଲା ଅଶ୍ଲୀଳ ଭିଡିଓ: ଲାଗିଲା ସଙ୍ଗିନ ଦଫା
ପଟ୍ଟାମୁଣ୍ଡାଇ ୧୦।୦୮ : କାଠିଆପଡ଼ା ଛାତ୍ରୀ ମୃତ୍ୟୁ ଘଟଣା । ଖୋଲିବ କି ରହସ୍ୟ । ଘଟଣାର ତଦନ୍ତ ଚାଲୁଥିବା ବେଳେ ପୋଲିସକୁ ମିଳିଛି ନୂଆ ତଥ୍ୟ । ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କ ମୋବାଇଲ୍ରୁ ଏକାଧିକ ଅଶ୍ଳୀଳ ଭିଡିଓ ମିଳିଥିବା ସୂଚନା । ଘଟଣାର ପୂର୍ବ ଦିନ କୁଆଡେ ଅଭିଯୁକ୍ତ ଜଣଙ୍କ ଛାତ୍ରୀଙ୍କ ମୋବାଇଲରେ କଥା ହୋଇଥିଲେ । ଏପିରିକି ଛାତ୍ରୀଜଣଙ୍କ ଯେଉଁଦିନ ଆତ୍ମାଦାହ କରିଥିଲେ, ତାର କିଛି ସମୟ ପୂର୍ବରୁ କୁଆଡେ ପୁରୁଷବନ୍ଧୁଙ୍କ ଜଣେ ଫୋନ୍ […]
Read More Text.