ପୂର୍ତ୍ତ ବିଭାଗ ବାରିପଦାର ସାମଗ୍ରୀକ ସଫଳତା
ବାରିପଦା – ବିଗତ ଆର୍ଥିକ ବର୍ଷରେ ମୟୂରଭଞ୍ଜ (ରାସ୍ତା ଓ ଗୃହ) ବିଭାଜନ ଅଧିନରେ ମୁଖ୍ୟତ ୭ ଗୋଟି କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ କରାଯାଇଅଛି । ସେଥି ମଧ୍ୟରୁ ୪୭୯୮.୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତା. ୩୧.୦୮.୨୦୨୪ ଶୁଦ୍ଧା ଶେରଗଡ-ନିଳଗିରି-କପ୍ତିପଦା-ଉଦଳା-ବାରିପଦା-ମେଦନିପୁର ରାସ୍ତାର ୮୭ କି.ମି. ଠାରେ ବୁଢାବଳଙ୍ଗ ନଦୀ ଉପରେ ସେତୁର ନିର୍ମାଣ ହୋଇଛି। ନୂତନ ସେତୁର ନିର୍ମାଣ ଶେଷ ହେବା ପରେ ବାରିପଦା ସହର ଏବଂ ଉଦଳା ସଦର ମହକୁମା ସହିତ ଶ୍ୟାମାଖୁଣ୍ଟା, […]
Read More Text.