ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବ ଆମେରିକା – ଇରାନ
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଷଷ୍ଠ ଦିନରେ ପହଞ୍ଚିଛି। କ୍ରମାଗତ କ୍ଷେପଣାସ୍ତ୍ର ବିନିମୟ ଏବଂ ବିମାନ ଆକ୍ରମଣ ଯୋଗୁ କ୍ଷୟକ୍ଷତି ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତି ବ୍ୟାପକ ଆଞ୍ଚଳିକ ସଂଘର୍ଷର ଆଶଙ୍କାକୁ ପ୍ରଶ୍ରୟ ଦେଉଛି। ଇସ୍ରାଏଲ ଇରାନରେ ସେଣ୍ଟ୍ରିଫ୍ୟୁଜ୍ ଏବଂ ଅସ୍ତ୍ର ଉତ୍ପାଦନ ସ୍ଥାନ ଉପରେ ଆକ୍ରମଣ କରିଛି। ଇରାନ ହାଇପରସୋନିକ୍ ଫତାହ ପ୍ରୋଜେକ୍ଟାଇଲ୍ ସମେତ ଇସ୍ରାଏଲ ଆଡକୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ ଏହି ଆକ୍ରମଣ ହୋଇଥିଲା। ଇସ୍ରାଏଲ […]
Read More Text.