ପ୍ରେମିକ ଶୋଇବା ଘରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
ବାରିପଦା : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ବଡଧରଣର ପଞ୍ଚାୟତର ପୋଖରିଆ ଗ୍ରାମରେ ପ୍ରେମୀ ଯୁଗଳ ପ୍ରେମିକ ଙ୍କ କଚାଘର ଶେଣୀରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ପୋଲିସ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ କରିବା ସହ କେଶ ମାମଲା ୧୧/୨୫ ଏବଂ ୧୨/୨୫ ରୁଜୁ କରି ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।ଲଗାଣ ବର୍ଷା ଲାଗି ରହିଛି ।ଚାରିଆଡେ ଜଳାର୍ଣବ […]
Read More Text.