ବଡଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀର ପ୍ରଥମ ବାର୍ଷିକ ଉତ୍ସବ
ବାରିପଦା : ଗୁରୁଜୀ ଡ଼ଃ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ପ୍ରତିଷ୍ଠିତ ବଡଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀର ପ୍ରଥମ ବାର୍ଷିକ ଉତ୍ସବ ପୁରୁଣା ହାଟସାହି ସ୍ଥିତ ଟୁଙ୍ଗୀ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରଥମେ ଟୁଙ୍ଗୀରେ ପୂଜା ଓ ହୋମ ସହ ଏହି ଉତ୍ସବ ଆରମ୍ଭ ହୋଇଥିଲା l ପରେ ଉପସ୍ଥିତ ଭକ୍ତମାନେ ସାମୁହିକ ଶ୍ରୀଗୁରୁ ଭାଗବତ ପରାୟଣ ଓ ଭଜନ ପରିବେଷଣ କରିଥିଲେ l ଏହି ଉତ୍ସବରେ ବାରିପଦା ସ୍ଥିତ ପୂର୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର […]
Read More Text.