Img 20250622 wa0126

୨୨୦ ନମ୍ବର ଜାତୀୟ ରାଜପଥ ( ଯଶିପୁର- ରାଇରଙ୍ଗପୁର) ମରଣଯନ୍ତା; ଭିନ୍ନ ଭିନ୍ନ ଦୁର୍ଘଟଣା ରେ ଦୁଇ ମୃତ, ତିନି ଗୁରୁତର

ବାରିପଦା-  ବିଜୟଓ୍ବାଡା – ରାଞ୍ଚି ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି  ।ଅମାନିଆ ଚାଳକ ହେଉ ଅବା ନିଶାଗ୍ରସ୍ତ ଯୁବକ ହେଉ  ଅବା ଦୃତ ଗତି ମହା ବିପତ୍ତି ହେଉ ରାସ୍ତାରେ ଗଡୁଛି ମୁଣ୍ଡ ।ଗତକାଲି ରାତିରେ ୨୨୦ ନମ୍ବର ଜାତୀୟ ରାଜପଥ ରାଇରଙ୍ଗପୁର- ଯଶିପୁର ରାସ୍ତାର କୁସୁମି ବ୍ଳକର ଵଳଦପୁର ନିକଟରେ ଦୁଇଟି ବାଇକ୍ ଆସନା ସାମ୍ନା ହେବା ଫଳରେ ଜଣଙ୍କର ମୃତ୍ୟୁ ସୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।ସୂଚନା ଯୋଗ୍ୟ କୁସୁମି ବ୍ଳକର […]

Read More Text.
Img 20250622 wa0153

ଜିଲ୍ଲାସ୍ତରୀୟ କୁଇଜ, ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ 

ବାରିପଦା- ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗ ର ଅଧୀକ୍ଷକ ପ୍ରଶାନ୍ତ କୁମାର କହଁର ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ବାରିପଦା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ  ସଚେତନତା ଅଭିଯାନ ଉପଲକ୍ଷେ ଜିଲ୍ଲାସ୍ତରୀୟ କୁଇଜ,ବକ୍ତୃତା,ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, […]

Read More Text.
Img 20250622 wa0137

ଡାଇରିଆ ପ୍ରତିରୋଧ ଓ ରଥଯାତ୍ରା-୨୦୨୫ ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ 

ବାରିପଦା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ  ସମ୍ମିଳନୀ କକ୍ଷ ଠାରେ  ମନ୍ତ୍ରୀ,  ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଡ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମ୍ପ୍ରତି ବିଭିନ୍ନ ଜିଲ୍ଲାରେ ଦେଖାଯାଉଥିବା ହୋଇଜା /ଝାଡାବାନ୍ତି ପ୍ରତିରୋଧ ଓ ରଥଯାତ୍ରା  -୨୦୨୫ ପ୍ରସ୍ତୁତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଳାପାଳ ଶ୍ରୀ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ […]

Read More Text.
Img 20250622 wa0160

ଷ୍ଟେଟ ବ୍ୟାଙ୍କର ବାର୍ଷିକ ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ 

ବାରିପଦା –  ସ୍ଥାନୀୟ ବାରିପଦା କ୍ଲବ ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ଅଫିସ, ବାରିପଦାର ବାର୍ଷିକ ଦିବସ ପାଳନ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ୟାଙ୍କର ଆଞ୍ଚଳିକ ମ୍ୟାନେଜର ସୁବାଶିଷ ମିଶ୍ର ଓ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ କିଶୋର କୁମାର ଆଚାର୍ଯ୍ୟ ମିଳିତ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ I ଜିଲ୍ଲା ମେଡିକାଲ ଅଫିସର ଡଃ ବିଜୟ କୁମାର […]

Read More Text.
Rrew

୧ମ ବାର୍ଷିକ ରଗବୀ ପ୍ରୀମିୟର ଲିଗରେ ମ୍ୟାଚ୍ ଅଫିସିଆଲ୍ ଭାବେ ଦିବ୍ୟରଞ୍ଜନ ମନୋନୀତ 

ବାରିପଦା-  ମୁମ୍ବାଇର ଅନ୍ଧେରୀ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆରମ୍ଭ ହୋଇଥିବା ୧ମ ବାର୍ଷିକ ରଗବୀ ପ୍ରୀମିୟର ଲିଗରେ ଏକମାତ୍ର ଓଡ଼ିଆ ମ୍ୟାଚ୍ ଅଫିସିଆଲ୍ ଭାବେ ମୟୂରଭଞ୍ଜ ଜିଲ୍ଲାର ଦିବ୍ୟରଞ୍ଜନ ଦାସ ସ୍ଥାନ ପାଇଛନ୍ତି। ଦିବ୍ୟରଞ୍ଜନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ପଞ୍ଚାୟତର କିରିକିଚିପାଳ ଗ୍ରାମରେ ହୋଇଥିବା ବେଳେ ବର୍ତ୍ତମାନ ସେ ଶ୍ୟାମଖୁଣ୍ଟା ବ୍ଲକ ସ୍ଥିତ କୃଷ୍ଣଚନ୍ଦ୍ର ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୭ ମସିହାରେ ପ୍ରଥମ […]

Read More Text.
Photo1 for the news of subecha

ଆଗରପଡ଼ା ନୂତନ ଥାନାଧିକାରୀଙ୍କୁ ଶୁଭେଚ୍ଛା

ଆଗରପଡ଼ା :ଆଗରପଡ଼ା ଥାନାରେ ନୂତନ ଭାରପ୍ରାପ୍ତ ଅଧିକାରୀଭାବେ ଦେବରାଜ ଜେନା ଯୋଗ ଦେଇଛନ୍ତି । ତାଙ୍କୁ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଉଛି । ଗତ ଶୁକ୍ରବାର କଂଗ୍ରେସ ଦଳ ପକ୍ଷରୁ ଓ ଆଜି ବିଜେପି ଫକ୍ଷରୁ ଡ. ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ପ୍ରାକ୍ତନ ସଭାପତି ଗୋପାଳକୃଷ୍ଣ ଦାଶ,ଯୁବନେତା ପ୍ରୀତିଶକାନ୍ତ ଶତପଥୀ, ଜ୍ୟୋତିଶଙ୍କର ପଣ୍ଡା, ଚିନ୍ମୟ ମହାପାତ୍ର, ଶୁଭେନ୍ଦୁ ବେହେରା, ଅଶୋକ ପରିଡ଼ା, ସୁବାସ ପଣ୍ଡାଙ୍କ ସମେତ ବିଭିନ୍ନ […]

Read More Text.
Photo for the news of dipadana

ନବୀନଙ୍କ ପାଇଁ ବିଧାୟକଙ୍କ ଦୀପଦାନ

ଆଗରପଡ଼ା :ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଆଗରପଡ଼ାସ୍ଥିତ ଅଣିଜୋ ସିନ୍ଧୁକେଶ୍ୱର ଶୈବପୀଠରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଦୀପଦାନ କରିଥିଲେ । ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବିଜେଡି ଯୁବନେତା ସତ୍ୟସାଧନ ବେଜ,ସରପଂଚ ମାଳତୀ ଲତା ପୃଷ୍ଟି,ସମିତିସଭ୍ୟା ଅତସ୍ମିତା ରାଉତଙ୍କ ସମେତ ଶତାଧିକ କର୍ମୀ ଓ ଗ୍ରାମବାସୀମାନେ ମଧ୍ୟ ଦୀପଦାନ କରିଥିଲେ ।

Read More Text.
Photo for the news of surendra

ସୁରେନ୍ଦ୍ରଙ୍କ ହାତର ସ୍ପର୍ଶରେ ଜୀବନ୍ତ ହେଉଛି ସିମେଣ୍ଟରେ ନିର୍ମିତ ମୂର୍ତ୍ତି

ଆଗରପଡ଼ା :କାଦୁଅ, ପଥର, ଫାଇବର ଆଦିରେ ମୂର୍ତ୍ତି ଅବା ପ୍ରତିମୂର୍ତ୍ତିମାନ ନିର୍ମାଣ ହେଉଥିବା ବେଳେ ସୁରେନ୍ଦ୍ର ମାଝୀ(୪୨) ସିମେଣ୍ଟସାହାଯ୍ୟରେ ମୂର୍ତ୍ତି, ପ୍ରତିମୂର୍ତ୍ତିମାନ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି । ଏଥିପାଇଁ ସେ କୌଣସି ପ୍ରଶିକ୍ଷଣ ନେଇ ନାହାଁନ୍ତି । ବାପା କୃଷ୍ଣଚନ୍ଦ୍ର ଜଣେ କାଦୁଅରେ ଗଢ଼ୁଥିବା ମୂର୍ତ୍ତି ଶିଳ୍ପୀ ହୋଇଥିବାରୁ ଏହି କାର୍ଯ୍ୟରେ ତାଙ୍କୁ ସୁରେନ୍ଦ୍ର ସାହାଯ୍ୟ କରୁକରୁ ସେ ଅଳ୍ପ ବୟସରେ ଆଜି ଜଣେ ନାମକରା ସିମେଣ୍ଟ ପ୍ରତିମୂର୍ତ୍ତି ଶିଳ୍ପୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି […]

Read More Text.
Photo for the news of mandir

ମହାକାଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଆଗରପଡ଼ା : ଆଗରପଡ଼ା ପୁରୁଷଣ୍ଢ ସ୍ଥିତ ରଥ ସାହି ଠାରେ ମା’ ମହାକାଳୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବରରେ ପାଳିତ ହେଉଅଛି । ଏହି ଅବସରରେ ସ୍ଥାନୀୟ ସାଳନ୍ଦୀ ନଦୀରୁ ୧୦୮ କଳସ ବ୍ରାହ୍ମଣ ମାନଙ୍କ ଦ୍ୱାରା ମନ୍ତ୍ରପାଠ ଓ ରିତିନିତି ଅନୁଯାୟୀ ଏକ ବିରାଟ କଳସ ଶୋଭାଯାତ୍ରାରେ ଅଣାଯାଇ ମା’ଙ୍କ ନିକଟରେ ସ୍ଥାପନ କରାଯାଇଥିଲା । ମନ୍ଦିରର ପୃଷ୍ଠ ପୋଷକ ରମାକାନ୍ତ ସାମନ୍ତରାୟ ଓ ତାଙ୍କ ସହଧର୍ମିଣୀ ବାସନ୍ତୀ ସାମନ୍ତରାୟ ମୁଖ୍ୟ କଳସ ଦ୍ୱୟ […]

Read More Text.
Krushna ch patra 1

ଖରିଫରେ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବୁ

ଭୁବନେଶ୍ବର ୨୨।୬: ଖରିଫରେ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବୁ । ଏମିତି ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ରବିରେ ଆମ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଥିଲୁ । ଆମର ଉଦ୍ଦେଶ୍ୟ ହେଉଛି ଚାଷୀଙ୍କର ଟୋକନ ଲାପସ ନ ହେଉ । ଚାଷୀ ହଇରାଣ ନ ହୁଅନ୍ତୁ । ବର୍ଷା ହେବ । ଆମେ କ’ଣ କରିପାରିବୁ । ଏହା ପ୍ରକୃତିର […]

Read More Text.