Murder case

ପ୍ରେମିକ ସହ ମିଶି ସ୍ବାମୀ ଓ ଶ୍ୱଶୁରଙ୍କୁ ହତ୍ୟା କଲେ ମହିଳା

ଆଗ୍ରାରୁ ଆସିଛି ଏକ ଆଶ୍ଚର୍ଯ୍ୟ ଘଟଣା । ଆଗ୍ରାର ବାମରାଓଲି କଟାରାରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ କ୍ଷେତରେ ଫିଙ୍ଗି ଦିଆଯାଇଥିଲା । ପୋଲିସ କିଛି ଘଣ୍ଟା ମଧ୍ୟରେ ଘଟଣାର ପର୍ଦ୍ଦାଫାସ କରିଛି । ପୋଲିସ କହିଛି ଯେ ବୋହୂ ତାଙ୍କ ପ୍ରେମିକଙ୍କ ସହ ମିଶି କୌଣସି ବାହାନାରେ ତାଙ୍କ ଶ୍ୱଶୁରଙ୍କୁ ଡାକି ଗଳାକାଟି ହତ୍ୟା କରିଥିଲେ । ବୋହୂ ପୂର୍ବରୁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ଜେଲ ଯାଇଥିଲେ । ସେତେବେଳେ ମଧ୍ୟ […]

Read More Text.
Himachala

ମୌସୁମୀର ତାଣ୍ଡବ, ହିମାଚଳ ପ୍ରଦେଶରେ ମୃତ୍ୟୁ ସଂଖା ୨୫୭ ଛୁଇଁଲା

 ସିମଲା :  ଚଳିତ ବର୍ଷ ହିମାଚଳ ପ୍ରଦେଶରେ ମୌସୁମୀ ତାଣ୍ଡବ ରଚିଛି ।  ହିମାଚଳ ପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଏହି ବର୍ଷ ମୌସୁମୀ ଋତୁରେ ରାଜ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୧୩୩ ଜଣଙ୍କର ମୃତ୍ୟୁ ହୋଇଛି ।  ସେହି ସମୟରେ ସଡ଼କ ଦୁର୍ଘଟଣାରେ ୧୨୪ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ରାଜ୍ୟରେ ମୌସୁମୀ ସମ୍ବନ୍ଧୀୟ ଦୁର୍ଘଟଣାରେ ମୋଟ ୨୫୭ ଜଣଙ୍କର ମୃତ୍ୟୁ ହୋଇଛି । ସରକାରୀ ରିପୋର୍ଟ  ଅନୁସାରେ ପ୍ରାକୃତିକ କାରଣରୁ […]

Read More Text.
Pm modi 3

୨ଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୭ ତାରିଖରେ ୧୧,୦୦୦ କୋଟି ଟଙ୍କା ବ୍ୟୟର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ । ସୂଚନା ଅନୁସାରେ, ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଅପରାହ୍ନ ପ୍ରାୟ ୧୨:୩୦ ରେ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରକଳ୍ପଗୁଡ଼ିକରେ ଦ୍ୱାରକା ଏକ୍ସପ୍ରେସୱେର ଦିଲ୍ଲୀ ସେକ୍ସନ ଏବଂ ସହରାଞ୍ଚଳ ସମ୍ପ୍ରସାରଣ ରାସ୍ତା-II (UER-II) ଏବଂ ସହରାଞ୍ଚଳ ସମ୍ପ୍ରସାରଣ ରାସ୍ତା-II (UER-II)ର ଆଲିପୁରରୁ ଦିଚାଓଁ […]

Read More Text.
Trump pu

ସଫଳ ହେଲା ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା, ବାହାରିପାରିଲାନି ଯୁଦ୍ଧ ଶେଷ କରିବା ପାଇଁ ନିଷ୍କର୍ସ

ୟୁକ୍ରେନ ଯୁଦ୍ଧବିରତି ପ୍ରସଙ୍ଗରେ ହୋଇପାରିଲାନି ଡିଲ୍ । ଆଲାସ୍କାରେ ଟ୍ରମ୍ପ-ପୁଟିନ ମହାବୈଠକ । ଦୁଇ ସୁପରପାୱାର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୧୫୦ ମିନିଟ ଧରି ଚାଲିଲା ଆଲୋଚନା । କିନ୍ତୁ କୌଣସି ଠୋସ ନିଷ୍କର୍ଷ ବାହାରିପାରିନାହିଁ । ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ଟ୍ରମ୍ପ-ପୁଟିନ କୌଣସି ଚୁକ୍ତିରେ ପହଞ୍ଚି ପାରିଲେ ନାହିଁ । ଆଲୋଚନା ପରେ ଉଭୟ ଟ୍ରମ୍ପ ଓ ପୁଟିନ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଡିଲ ନହେବା ଯାଏ କୌଣସି ବୁଝାମଣା ହୋଇପାରିବ […]

Read More Text.
Pakistan 4

ପାକିସ୍ତାନରେ ବନ୍ୟାର ତାଣ୍ଡବ, ୨୦୦ ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ

ପାକିସ୍ତାନରେ ଭୟଙ୍କର ବନ୍ୟା । ମୃତ୍ୟୁ ସଂଖ୍ୟା ଦୁଇ ଶହକୁ ବୃଦ୍ଧି। ପାକିସ୍ତାନରେ ବନ୍ୟା ପ୍ରଳୟ ଆସି ଗତକାଲି ଗୋଟିଏ ଦିନରେ ୧୯୪ଜଣଙ୍କର ମୃତ୍ୟୁ ହୋଇଛି । ବନ୍ୟା ପାଣିରେ ଭାସିଗଲେ ଶହ ଶହ ଲୋକ । ଉତ୍ତର ପାକିସ୍ତାନରେ ତାଣ୍ଡବ ରଚିଛି ବନ୍ୟା । ମାଟି ଅତଡ଼ା ବୁଡ଼ାଇ ଦେଲା ବହୁ ଘର, ଦୋକାନ, ଏବଂ ତୀର୍ଥସ୍ଥଳ। ପକିସ୍ତାନର ବୁନେର ଜିଲ୍ଲାରେ କେବଳ ୭୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ୨୪ ଘଣ୍ଟାରେ […]

Read More Text.
Landslide 1

ମହାରାଷ୍ଟ୍ରରେ ଭୂସ୍ଖଳନ: ୨ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ମହାରାଷ୍ଟ୍ର : ମହାରାଷ୍ଟ୍ର ମୁମ୍ବାଇରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ୨ଜଣ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ବିଳମ୍ବିତ ରାତିରୁ ଲଗାତାର ମହାରାଷ୍ଟ୍ର ପ୍ରବଳ ବର୍ଷା ହେଉଛି । ସେ ନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି । ଏହି ସମସ୍ୟା କାରଣରୁ ଜନଜୀବନ ହନ୍ତସନ୍ତ ହୋଇଉଠିଛି । […]

Read More Text.
Evm

ପ୍ରଥମ ଥର ପାଇଁ ଖୋଲାଗଲା ସୁପ୍ରିମକୋର୍ଟରେ EVM ମେସିନ୍, ଭୋଟ୍ ଗଣନାରେ ପରାଜିତ ପ୍ରାର୍ଥୀ ଜିତିଲେ

ଥମ ଥର ପାଇଁ ଖୋଲାଗଲା ସୁପ୍ରିମକୋର୍ଟରେ EVM ମେସିନ୍ ଏବଂ ରେଜିଷ୍ଟ୍ରାରଙ୍କ ତତ୍ତ୍ୱାବଧାନରେ କରାଗଲା ଭୋଟ୍ ଗଣନା । ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଭୋଟ୍ ଗଣନାରେ ଜିତିଥିଲେ ପରାଜିତ ପ୍ରାର୍ଥୀ । ହରିୟାଣାର ପାଣିପତର ବୁଆନା ଲଖୁ ଗାଁରେ ସରପଞ୍ଚ ପଦବୀ ବିବାଦକୁ ନେଇ ହୋଇଥିଲା ମାମଲା । ଏହି ମାମଲାରେ, ସୁପ୍ରିମକୋର୍ଟ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ଏବଂ ନିର୍ବାଚନରେ ବ୍ୟବହୃତ ଅନ୍ୟାନ୍ୟ ରେକର୍ଡକୁ ସମନ କରିଥିଲେ ଏବଂ ଭୋଟ୍ ଗଣନା କରିଥିଲେ । […]

Read More Text.
Trump

ଶାନ୍ତି ଚୁକ୍ତି ପାଇଁ ହେଉଛି ଚର୍ଚ୍ଚା: ଆସନ୍ତା ସୋମବାର ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ୟୁକ୍ରେନ ରାଷ୍ଟ୍ରପତି

ଆସନ୍ତା ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।  ଚର୍ଚ୍ଚା ହେଉଛି, ଶାନ୍ତି ଚୁକ୍ତି ପାଇଁ ଜେଲେନସ୍କି ରାଜି ।  ଏନେଇ ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି ଟ୍ରମ୍ପ ।  ଆଲାସ୍କାରେ ପୁଟିନ-ଟ୍ରମ୍ପ ମହାବୈଠକ ପରେ ଜେଲେନସ୍କିଙ୍କୁ ଫୋନ କରିଥିଲେ ଟ୍ରମ୍ପ । ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିବା କୁହାଯାଉଛି ।  ୟୁକ୍ରେନ୍ ଶାନ୍ତି ଚୁକ୍ତି ପାଇଁ କାମ କରିବା ଉପରେ ସର୍ବାଧିକ ଗୁରୁତ୍ବ ଦେଉଥିବା […]

Read More Text.
Cisf

ଜାମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷାରେ ଭୂସ୍କଳନ: ଓଡ଼ିଆ CISF ଯବାନ ଶହୀଦ

କାମାକ୍ଷାନଗର :  ଜାମ୍ମୁ କାଶ୍ମୀରର କିସ୍ତୱାର ଠାରେ ବାଦଲଫଟା ବର୍ଷାରେ ଓଡ଼ିଆ CISF ଯବାନ ଶହୀଦ ହୋଇଛନ୍ତି l ଶହୀଦ ଯବାନ ଜଣକ ପରଜଙ୍ଗ ଥାନା ମାଣିକମରା ଗ୍ରାମର ମନୋଜ ବିଶ୍ୱାଳ । ହଠାତ ବାଦଲଫଟା ବର୍ଷା ହେବା ଫଳରେ ଭୂସ୍କଳନ ହୋଇଥିଲା l ଯବାନମାନେ ରହୁଥିବା କ୍ୟାମ୍ପ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଥିଲା l ତେବେ କ୍ୟାମ୍ପ ଭିତରେ ଥିବା ମନୋଜଙ୍କ ସେଠାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି l ମନୋଜଙ୍କ ମୃତ୍ୟୁଖବର ଆଜି […]

Read More Text.