ବସ୍ତି ପିଲାଙ୍କୁ ମିଳିବ ସାମାଜିକ ସୁରକ୍ଷା: କଟକରେ ‘ପ୍ରୋଜେକ୍ଟ କୁଟୁମ୍ବ’ ପକ୍ଷରୁ ସ୍ୱତନ୍ତ୍ର ଆଧାର ପଞ୍ଜିକରଣ ଶିବିର
କଟକ: ଶିଶୁ ଅଧିକାରର ସୁରକ୍ଷା ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ କଟକରେ ଏକ ସ୍ୱତନ୍ତ୍ର ଆଧାର ପଞ୍ଜିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ନ୍ୟାସନାଲ ଲ’ ୟୁନିଭର୍ସିଟି ଓଡ଼ିଶା (NLUO), କଟକ ମହାନଗର ନିଗମ (CMC) ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସିଡିଏ ସେକ୍ଟର-୧୧ ସ୍ଥିତ ଗୋଷ୍ଠୀ କେନ୍ଦ୍ରଠାରେ ଆୟୋଜିତ ଏହି ଶିବିରରେ କଟକର ୩ ନମ୍ବର ୱାର୍ଡ ଅନ୍ତର୍ଗତ ବାଲ୍ଲକି ନଗର, ଭୁକିତିରାୟପୁର […]
Read More Text.