ମାଣିକପୁର ପଞ୍ଚାୟତରେ ହାତୀ ଉପଦ୍ରବ!ବ୍ୟାପକ ଧାନ ଫସଲ ନଷ୍ଟ
ବାରିପଦା: ପିଛା ଛାଡ଼ୁନାହିଁ ହାତୀ ଆତଙ୍କ l ଝାଡ଼ଖଣ୍ଡୀ ହାତୀ ଙ୍କ ଉପଦ୍ରଵରେ ଚାଷୀ ମୁଣ୍ଡରେ ହାତ ଦେଇ ବସୁଛନ୍ତି l ନିଜର କ୍ଷେତକୁ ସୁରକ୍ଷା ଦେବାକୁ ସେମାନେ ଅସମର୍ଥ l ବିଗତ କିଛି ଦିନହେଲା ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀଙ୍କ ଉପଦ୍ରଵ ସୀମା ଉଲଙ୍ଘନ କରିଅଛି l ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଳକର ମାଣିକପୁର ପଞ୍ଚାୟତର ମାଣିକପୁର ଗ୍ରାମ ଏବଂ ପାଉଁଶିଆ ଗ୍ରାମର ୧୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ଧାନବିଲକୁ ଶନିବାର ରାତିରେ ଦଳି ଚକଟି […]
Read More Text.