Sambadika

ସାମ୍ବାଦିକଙ୍କ ସମସ୍ୟାର ସମାଧାନ ପାଇଁ ଚିନ୍ତା କରୁଛନ୍ତି ସରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରଦୀପ ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ଉଜ୍ଜ୍ବଳ ଆଲୋକବର୍ତ୍ତିକା। ରାଷ୍ଟ୍ରଦୀପ ପରି ରାଷ୍ଟ୍ରୀୟ ବିଚାରଧାରା ପୋଷଣ କରୁଥିବା ଗଣମାଧ୍ୟମଙ୍କ ଭୂମିକା ଆଜିର ସମାଜ ପାଇଁ ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ। ରାଷ୍ଟ୍ରଦୀପ ପରି ଗଣମାଧ୍ୟମ ଯେତେ ସକ୍ରିୟ, ଶକ୍ତିଶାଳୀ ଓ ପ୍ରଭାବଶାଳୀ ହେବ, ତାହା ଦେଶ ଓ ରାଜ୍ୟ ପାଇଁ କଲ୍ୟାଣକାରୀ ହେବ। ସମାଜରେ ଜାଗରଣ ଓ ସଚେତନତା ଆଣିବା ଗଣମାଧ୍ୟମର ପ୍ରମୁଖ କାର୍ଯ୍ୟ। ଷାଠିଏ ବର୍ଷ ଧରି ‘ରାଷ୍ଟ୍ରଦୀପ’ ଏହି କାର୍ଯ୍ୟ ନିରନ୍ତର କରି ଆସୁଛି ବୋଲି […]

Read More Text.
Cat n

ଟ୍ରେନରୁ ୨୦ ପାର୍ସିଆନ ବିଲେଇ ଜବତ, ଦମ୍ପତି ଅଟକ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରୁ ଉଦ୍ଧାର ହେଲା ୨୦ଟି ଇଂପୋର୍ଟେଡ଼ ପାର୍ସିଆନ ବିଲେଇ । ମୁମ୍ବାଇ ଶାଳୀମାର ଟ୍ରେନରେ ବଡ଼ ଛୋଟ ମିଶାଇ ୨୦ ଟି ପାର୍ସିଆନ ବିଲେଇକୁ ଏକ ଦମ୍ପତି ମୁମ୍ବାଇରୁ ଆଣି କଲିକତା ସାନ୍ତ୍ରାଗାଛିକୁ ନେଇ ଯାଉଥିଲେ ବୋଲି ଆରପିଏଫ ତରଫରୁ ସୂଚନା ମିଳିଛି  ।  ତେବେ ସାନ୍ତ୍ରାଗାଛିର ଏକ ଫାର୍ମରେ ବିକ୍ରି କରିବାର ଉଦେଶ୍ୟରେ ଏହି ବିଦେଶୀ ବିଲେଇ ଟ୍ରେନ ଯୋଗେ ଚାଲାଣ ହେଉଥିବା ଅନୁମାନ କରୁଛି ବ୍ରଜରାଜନଗର ଆରପିଏଫ ।  […]

Read More Text.
Kantabanjhi

ପ୍ରେମୀ ଯୁଗଳକୁ ଉଦ୍ଧାର ବେଳେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

କଣ୍ଟାବାଞ୍ଜି: ହଟ୍ଟହଟ୍ଟା ହେଲେ ପୋଲିସ । ପ୍ରେମୀ ଯୁଗଳକୁ ଉଦ୍ଧାର କରିବା ସମୟରେ ଜନସାଧାରଣଙ୍କ ସହ ପୋଲିସର ଧସ୍ତାଧସ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିରିପାଲି ଗାଁରେ ଲୁଚି ରହିଥିବା ପ୍ରେମୀ ଯୁଗଳଙ୍କୁ ବଙ୍ଗୋମୁଣ୍ଡା ପୋଲିସ ଉଦ୍ଧାର କରିବାକୁ ଯାଇ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି । ପୋଲିସ ସହ ଗାଁ ଲୋକଙ୍କ ଧସ୍ତାଧସ୍ତି ହୋଇଥିବା ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି । ଭିଡ଼ିଓରେ […]

Read More Text.
Heavy rain 123

ଆଜି ୩ ଜିଲ୍ଲାକୁ ରେଡ୍ ଆଲର୍ଟ: କଳାହାଣ୍ଡି, ରାୟଗଡ଼ା, ଗଜପତି ଓ କନ୍ଧମାଳରେ ଭୀଷଣ ବର୍ଷା ସମ୍ଭାବନା

 ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ ।  ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଚିହ୍ନିତ ହୋଇଛି ।  ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।  ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ସକ୍ରିୟ ରହିଛି ଲଘୁଚାପ। ଆଗାମୀ ୧୨ ଘଣ୍ଟାରେ ଏହା […]

Read More Text.
Jawan 1 1

ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଦୁର୍ଘଟଣାଗ୍ରସ୍ତ ବୀର ଯବାନଙ୍କ ଜୀବନ

କନ୍ଧମାଳ : କାନ୍ଧରେ ଧରିଥାଆନ୍ତି ଯବାନଙ୍କ ମରଶରୀର । ପଛରେ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ବନ୍ଧୁ ପରିଜନ ସମସ୍ତେ ଯାଉଥାଆନ୍ତି ଗାଁ ଶଶ୍ମାନକୁ। ଛଳ ଛଳ ଆଖିରେ ବୀର ପୁଅକୁ ଶେଷ ବିଦାୟ ଦେଉଛନ୍ତି । ସାଥୀ ଯବାନ ଓ ଅଞ୍ଚଳବାସୀଙ୍କ ରାମ ନାମ ସତ୍ୟ ହେ ବୀର ଯବାନ ଅମର ରହେ… ଅମର ରହେ…ନାରାରେ କମ୍ପି ଉଠୁଛି ପୁରା ପରିବେଶ । ସାଥୀ ଯବାନମାନେ ବୀର ଯବାନ ଭାଇକୁ ଅନ୍ତିମ ସଂସ୍କାର ପାଇଁ କାନ୍ଧରେ […]

Read More Text.
Vigilance

ଯନ୍ତ୍ରୀ ସୁରେନ୍ଦ୍ରଙ୍କ ଘରୁ ମିଳିଲା ନଗଦ ୧ ଲକ୍ଷ ୨୫ ହଜାର ଟଙ୍କା,ଏକକାଳୀନ ୮ସ୍ଥାନରେ ଚାଲିଛି ରେଡ୍

ଅନୁଗୁଳ : ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ରେଡ୍ ବେଳେ ବିପୁଳ ସମ୍ପତ୍ତି ଠାବ ।  ସୁରେନ୍ଦ୍ରଙ୍କର ରହିଛି ୨ଟି ବହୁତଳ ଘର, ୨ଟି ଫ୍ଲାଟ ଓ ୪ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଛି।  ୩ଟି ଦୁଇ ଚକିଆ ଯାନ ଥିବା ଜଣାପଡିଛି । ଯାଞ୍ଚ ବେଳେ ଘର ଭିତରୁ ମିଳିଲା ନଗଦ ୧ ଲକ୍ଷ ୨୫ ହଜାର ଟଙ୍କା । ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ଜମା ନେଇ ଯାଞ୍ଚ ଜାରି ରହିଛି […]

Read More Text.
Odisha cm 1

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଋତୁପର୍ଣ୍ଣା ପଣ୍ଡା ଓ ସ୍ବେତପର୍ଣ୍ଣା ପଣ୍ଡା,ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଭାଗ ନେବେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କଲେ ବ୍ୟାଡମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା ଓ ସ୍ବେତପର୍ଣ୍ଣା ପଣ୍ଡା ।  ପ୍ୟାରିସ ଅଭିଯାନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦୁଇ ସଟଲର ଭଉଣୀ ।  ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ।  ଅଗଷ୍ଟ ୨୫ରୁ ୩୧ ପର୍ଯ୍ୟନ୍ତ ପ୍ୟାରିସରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଭାରତର ପ୍ରତିନିଧିତ୍ୱ କରିବେ ଦୁଇ ଭଉଣୀ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶୀର୍ବାଦ ଓ ଶୁଭେଛା ଜଣାଇଛନ୍ତି।  ଆନ୍ତର୍ଜାତିକ ମଞ୍ଚରେ […]

Read More Text.
Opera

ଅପେରାରେ ସାପ ସହ ଅଭିନୟ: ଭିଡିଓ ଭାଇରାଲ

ଅନୁଗୋଳ : ପୁଣି ମଞ୍ଚରେ ଜୀବନ୍ତ ସାପ ।   ଅପେରାରେ ପୁଣି ସାପ ଧରି ଅଭିନେତାଙ୍କ ଅଭିନୟ । ଅନୁଗୋଳ ସହର ଉପକଣ୍ଠ ନତଡ଼ାଗାଁରେ ଗତକାଲି ରାତିରେ ଏକ ଅପେରାରେ ନାଟକ ପରିବେଷଣର ଭିଡିଓ ଭାଇରାଲ ହେଉଛି ।  ଜୀବନ୍ତ ସାପ ସହ ଅଭିନୟ କରିଛନ୍ତି ଅଭିନେତା ।  ସାପଟି ବୋଡ଼ା ପ୍ରଜାତିର ବୋଲି କୁହାଯାଉଛି । ଯାତ୍ରା ମଞ୍ଚରେ ସାପ ସହ ଖେଳକୁ ଦର୍ଶକ ଖୁବ ଉପଭୋଗ କରିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠିଛି ।  […]

Read More Text.
Img 20250817 wa0147

ସ୍ୱାଧୀନତା ଦିବସ ଅବସରରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ

ବାରିପଦା : ସ୍ଥାନୀୟ ପୋଲିସ ପଡିଆରେ ମା’ କିଚକେଶ୍ବରୀ ଭଲିବଲ ଏକାଡେମୀ ଆନୁକୂଲ୍ୟରେ ଓ ରିଜର୍ଭ ଇନ୍ସପେକ୍ଟର ଆଲୋକ କାନୁନଗୋଙ୍କ ତତ୍ୱାବଧାନରେ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟରେ ୪ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଜିଲ୍ଲା ଭଲିବଲ ଦଳ ମା’ କିଚକେଶ୍ବରୀ ଭଲିବଲ ଦଳକୁ ୩-୦ ସେଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା I ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ, ଜାତୀୟ ରେଫେରୀ ରାଜେଶ ଦାସ, ନିରଞ୍ଜନ […]

Read More Text.
Img 20250816 wa0090

ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ତରଫରୁ ବିଭିନ୍ନ ଦାବି ନେଇ ଦାବିପତ୍ର ପ୍ରଦାନ

 ସପ୍ତାହ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ସଂଘ ବାରିପଦା-  ରାଜସ୍ଵ ଆଦାୟ,,ଜମି ମାପଚୁପ,ଜମି ଚିହ୍ନଟ,ହିତାଧିକାରୀଙ୍କ ଆୟ,ବାସ ସ୍ଥାନ,ମୃତ୍ୟୁ କାଳୀନ ପ୍ରମାଣପତ୍ର,ଜାତିଗତ ପ୍ରମାଣ ପତ୍ର,କ୍ଷେତ୍ର ପରିଦର୍ଶନ ସବୁକିଛି ତୃଣମୂଳ ସ୍ତରରେ କାମ କରୁଛନ୍ତି  ରାଜସ୍ଵ କ୍ଷେତ୍ର ଅଧିକାରୀ ମାନେ ।କିନ୍ତୁ ସରକାର ଏହି ଅଧିକାରୀଙ୍କ ଦିର୍ଘ ବର୍ଷର ଦାବିକୁ ପୂରଣ କରୁ ନାହାନ୍ତି ।ଯାହାଫଳରେ ସେମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି l ରାଜସ୍ବ କ୍ଷେତ୍ର ଅଧିକାରୀ ଏବଂ କର୍ମକର୍ତାମାନେ ବିଭିନ୍ନ‌ ଦାବି ନେଇ ରାଜ୍ୟ  […]

Read More Text.