Img 20250821 wa0172

ରାଜ୍ୟସ୍ତରୀୟ ହକି ଚମ୍ପିୟାନସିପରେ ମୟୁରଭଞ୍ଜ ସବଜୁନିୟର ବାଳିକା ଦଳର ସଫଳତା

ବାରିପଦା : ହକି ଏସୋସିଏସନ ଅଫ ଓଡିଶା ଆନୁକୂଲ୍ୟରେ ରାଉରକେଲାଠାରେ ଅନୁଷ୍ଠିତ ୪ର୍ଥ ରାଜ୍ୟସ୍ତରୀୟ ସବ ଜୁନିୟର ବାଳିକା ହକି ଚମ୍ପିୟାନସିପରେ ମୟୁରଭଞ୍ଜ ଦଳ ବେଶ ସଫଳତା ହାସଲ କରିଛି I ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ମୟୁରଭଞ୍ଜ ଦଳ ଶକ୍ତିଶାଳୀ ନୟାଗଡକୁ ୯-୦ ଏବଂ ଅନୁଗୁଳକୁ ୨-୦ ଗୋଲରେ ପରାସ୍ତ କରି କ୍ଵାଟର ଫାଇନାଲରେ ପ୍ରବେଶ କରିଛି I ତତସହିତ ଏହି ସଫଳତା ପରେ ମୟୁରଭଞ୍ଜ ଦଳ ଜାତୀୟ ସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ହକି […]

Read More Text.

ଅବସରପ୍ରାପ୍ତ ସମବାୟ କର୍ମଚାରୀଙ୍କ ବିୟୋଗ

ଆଗରପଡ଼ା :ଆଗରପଡ଼ା ସ୍ଥିତ ବଡମହିଷଗୋଠ ଗ୍ରାମପଂଚାୟତ ଅଧିନ ହରିପୁର ଗ୍ରାମର ଅବସରପ୍ରାପ୍ତ ସମବାୟ କର୍ମଚାରୀ ପ୍ରଭାକର ପଣ୍ଡା(୭୪) ବର୍ଷ ରେ ପରଲୋକ ହୋଇଛି । ସୂଚନାମୂଳେ ଗୁରୁବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ପରେ କଟକ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରୁଥିବା ରାସ୍ତାରେ ତାଙ୍କ ର ମୃତ୍ୟୁ ହୋଇ ଥିଲା । ସେ ପ୍ରଥମେ ପୁରୁଷଣ୍ଢ ସେବା ସମବାୟ ସମିତି ରେ […]

Read More Text.
Photo for the news of awarness program by police

ପୋଲିସ ପକ୍ଷରୁ ଆତ୍ମହତ୍ୟା ସଚେତନତା କାର୍ଯ୍ୟକ୍ରମ

ଆଗରପଡ଼ା :ଭଦ୍ରକ ଜିଲ୍ଲା ଓ ଆଗରପଡ଼ା ପୋଲିସ ପକ୍ଷରୁ ଆତ୍ମହତ୍ୟା , ସାଇବର କ୍ରାଇମ ଓ ଆଇନ ସଚେତନତା ଶିବିର ଆଗରପଡ଼ା କଲେଜରେ ଅନୁଷ୍ଠିତ ହୋଇଯାଇଛି । ଆଗରପଡ଼ା ଥାନାଧିକାରୀ ଦେବରାଜ ଜେନାଙ୍କ ସ୍ୱାଗତ ଭାଷଣ ପରେ ଧାମନଗର ଏସଡିପିଓ ତ୍ରୀଲୋଚନ ସେଠୀ, ଫେଲୋସିପ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ବିଭିନ୍ନ ଗପ ଓ ଉଦାହରଣ ମାଧ୍ୟମରେ ଏସଂପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଫ୍ୟାମିଲ କାଉନସେଲିଂ କାଉନସିଲର ପ୍ରିୟଙ୍କା ଜେନା, ସ୍ନେହଲତା ପଣ୍ଡା, […]

Read More Text.
Eqw

ଖବର ପ୍ରକାଶ ପରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

ଆଗରପଡ଼ା :ଗତ ଫେବୃଆରୀ ୨୫ ତାରିଖ “ବିଦ୍ୟାଳୟ ଉପରେ ୧୧କେଭି ବିଦ୍ୟୁତ୍ ତାର; ଅଭିଯୋଗର ଦୁଇବର୍ଷ ପରେବି ପଦକ୍ଷେପ ଶୂନ”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ପରିସର ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ତାର ସ୍ଥାନାନ୍ତରଣର ପ୍ରକ୍ରିୟା ଆରମ୍ଭ ବିଭାଗ ପକ୍ଷରୁ ହୋଇଥିବା ଜଣାପଡ଼ିଛି । ବନ୍ତ ବ୍ଲକ ଓଡ଼ଙ୍ଗ କ୍ଲଷ୍ଟର ଅଧିନସ୍ଥ ୧୯୬୮ ମସିହାରେ […]

Read More Text.
Photo for the news of agarpara mundali road

ଖାଲ ଖମାରେ ଭର୍ତ୍ତି ଆଗରପଡ଼ା-ମୁଣ୍ଡଳୀ ରାସ୍ତା

ଆଗରପଡ଼ା :ଆଗରପଡ଼ା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାରୁ ମୁଣ୍ଡଳୀ ପର୍ଯ୍ୟନ୍ତ ଲମ୍ବିଥିବା ୫ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଆବଶ୍ୟକୀୟ ମରାମତି ଅଭାବରୁ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି । ଦୀର୍ଘ ବର୍ଷ ଧରି ଖରାପ ହୋଇପଡ଼ିବା ପରେ ଗତ ୨୦୧୯-୨୦ ଆର୍ôଥକ ବର୍ଷରେ ପିଚୁ ଓ କଂକ୍ରିଟ ରାସ୍ତା ନିର୍ମାଣ କରା ଯାଇଥିଲା ।ଏଥିନେଇ ଲୋକମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା ମାତ୍ର ନିମ୍ନମାନର କାର୍ଯ୍ୟ ଯୋଗୁଁ ମାତ୍ର କିଛିବର୍ଷ ପରେ ରାସ୍ତାସାରା ଖାଲଖମାରେ […]

Read More Text.
Photo for the news of gramya road

ବେଧଡକ୍ ବାଲି ଚାଲାଣ, ମରଣଯନ୍ତା ପାଲଟିଛି ଗ୍ରାମ୍ୟ ରାସ୍ତା

ଆଗରପଡ଼ା :ଗ୍ରାମ୍ୟ ରାସ୍ତା ଦେଇ ବେଆଇନ ଭାବେ ରାତିଦିନ ବାଲି ଚାଲାଣ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ଓ ପଥଚାରୀ । ତେବେ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାର ସମସ୍ତ ବାଲି ଘାଟ ଗୁଡ଼ିକୁ ଅକ୍ଟୋବର ମାସ ୧୫ତାରିଖ ପର୍ଯ୍ୟନ୍ତ ବନ୍ଦ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲେ ସୁଦ୍ଧା ବାଲି ଉତ୍ତୋଳନ ବନ୍ଦ ହେବାର ନାଁ ନେଉନାହିଁ । ହାଟଡିହି ତହସିଲ ଅଂଚଳର ଗିରିଗାଁ, ଅମୃତପୁର, ଡିମିରିଆ, ହାବଳେଶ୍ୱର, ଗୋବିନ୍ଦପୁର ସମେତ […]

Read More Text.
Drown 2

ଗାଧେଇବାକୁ ଯାଇ ପୋଖରୀରେ ବୁଡିଗଲେ ମା’-ଝିଅ

ଲମତାପୁଟ :  ଗାଁ ପୋଖରୀରେ ବୁଡି ମା-ଝିଅଙ୍କ ମୃତ୍ୟୁ ଘଟିଛି  ।  ଏଭଳି ଦୁଃଖଦ ଘଟଣା ଘଟିଛି ଲମତାପୁଟ ବ୍ଲକ କୁମାରଗନ୍ଧନା ପଞ୍ଚାୟତ ବାଲିଆ ଗାଁରେ । ଉଭୟ ମୃତକ  ହେଲେ ନନ୍ଦପୁର ବ୍ଲକ ଅରଗଣ୍ଡା ଗାଁର ମା’ ନମିତା ମାଝୀ ଓ ଝିଅ ସୁମିତ୍ରା ମାଝୀ । ମା’ ନମିତା  ଝିଅ ସୁମିତ୍ରାଙ୍କ ସହ ବାପା ଘରକୁ ବୁଲିବା ପାଇଁ ଆସିଥିଲେ । ଆଜି ଘରେ କାମ ସାରି ଗାଁ ପୋଖରୀରେ ଗାଧେଇବା ପାଇଁ ଉଭୟ ମା […]

Read More Text.
Venketeswar temple

ଭେଙ୍କଟେଶ୍ବର ସ୍ବାମୀଙ୍କୁ ୧୪୦ କୋଟି ଟଙ୍କାର ସୁନା ଅର୍ପଣ କଲେ ଶ୍ରଦ୍ଧାଳୁ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରକୁ ୧୨୧ କିଲୋ ସୁନା ଅର୍ପଣ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ଯାହାର ଦାମ୍ ୧୪୦ କୋଟି ବୋଲି ଜଣାପଡିଛି । ନିଜର ନାମ ଗୁପ୍ତ ରଖିଛନ୍ତି ଶ୍ରଦ୍ଧାଳୁ । ନିଜ ବ୍ୟବସାୟରେ ଉନ୍ନତି ହେବା ଯୋଗୁଁ ଭଗବାନଙ୍କୁ ଏହି ସୁନା ଅର୍ପଣ କରିଛନ୍ତି ଭକ୍ତ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏହା ଘୋଷଣା କରିଛନ୍ତି । ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଜଣେ ଗୁପ୍ତ ଅନୁଗାମୀ ତାଙ୍କ ବ୍ୟବସାୟିକ ସଫଳତା […]

Read More Text.
Judge

ଆମେରିକାର ସର୍ବୋତ୍ତମ ବିଚାରପତି ଫ୍ରାଙ୍କ କାପ୍ରିୟୋଙ୍କ ପରଲୋକ

ଆମେରିକାର ସର୍ବୋତ୍ତମ ବିଚାରପତି ଭାବରେ ବିବେଚିତ ଫ୍ରାଙ୍କ କାପ୍ରିୟୋଙ୍କର ୮୮ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସେ ପାନକ୍ରିଏଟିକ୍ କର୍କଟ ରୋଗରେ ପୀଡିତ ଥିଲେ । କାପ୍ରିୟୋ ସର୍ବଦା ତାଙ୍କର ଦୟାଳୁ ସ୍ୱଭାବ ଏବଂ କରୁଣାପୂର୍ଣ୍ଣ ନିଷ୍ପତ୍ତି ପାଇଁ ମନେ ରହିବେ । ସେ “କ୍ୟାଚ୍ ଇନ୍ ପ୍ରୋଭିଡେନ୍ସ” ନାମକ ଏକ ରିଆଲିଟି ଶୋ ମାଧ୍ୟମରେ ସାରା ବିଶ୍ୱରେ ଲୋକପ୍ରିୟ ହୋଇଥିଲେ, ଯେଉଁଥିରେ ଟ୍ରାଫିକ୍ ଏବଂ ଛୋଟ ମାମଲା ଶୁଣିବାର ତାଙ୍କର ଅନନ୍ୟ ଶୈଳୀ ଦେଖାଯାଇଥିଲା […]

Read More Text.
Yavatmal 1

ରେଳ ପୋଲ ପାଇଁ ନିର୍ମାଣ ହୋଇଥିବା ଗାତରେ ବୁଡ଼ିଗଲେ ୪ ଶିଶୁ

ମହାରାଷ୍ଟ୍ର : ମହାରାଷ୍ଟ୍ର ୟବତମାଲରେ ଦୁଃଖଦ ଘଟଣା । ରେଳ କାର୍ଯ୍ୟ ପାଇଁ ଖୋଳାଯାଇଥିବା ଏକ ଗଭୀର ଗାତରେ ବୁଡ଼ି ଚାରି ଜଣ ନିରୀହ ଶିଶୁ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା ଦାରୱା-ନେର ରାସ୍ତା ନିକଟସ୍ଥ ରେଳ ଷ୍ଟେସନ ପରିସରରେ ଘଟିଛି । ଖବର ମୁତାବକ, ୱାର୍ଦ୍ଧା-ୟବତମାଲ-ନାନ୍ଦେଦ ରେଳ ପ୍ରକଳ୍ପର କାମ ଦ୍ରୁତ ଗତିରେ ଚାଲିଛି । ଏହି ସେତୁର ପିଲର ତିଆରି ପାଇଁ ଅନେକ ଗଭୀର ଗାତ ଖୋଳାଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ଏହି […]

Read More Text.