Vigilance c

ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ, ୧ କୋଟି ୨୪ ଲକ୍ଷ ଅର୍ଥ ଘୋଟଲା ଅଭିଯୋଗ

କଟକ : ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ। କଟକ CDMOର ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଚାଲିଛି ଚଢାଉ । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ଏକ କୋଟି ୨୪ ଲକ୍ଷ ସରକାରୀ ଅର୍ଥ ଘୋଟଲା ଅଭିଯୋଗ ହୋଇଛି । କଟକ ଯୋବ୍ରା ନୂଆସାହିର ତିନି ମହଲା ଘର, ଚୌଦ୍ୱାର ପଳାଶିଆରେ ଥିବା ଘର ଓ କୁକୁଡ଼ା ଫାର୍ମରେ ଚଢ଼ାଉ ଚାଲିଛି । […]

Read More Text.
Murder case

ପୂର୍ବ ଶତ୍ରୁତାକୁ ନେଇ ସାଙ୍ଗକୁ ଛୁରି ଭୁସି ହତ୍ୟା କଲା ସାଙ୍ଗ

ପୁରୀ : ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ହୋଟେଲ ଷ୍ଟର୍ଲିଂ ମଙ୍ଗଳା ମୁହାଣ ନିକଟରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା । ମୃତକ ବାସେଳିସାହି ଥାନପତି ଲେନ୍ ର ରାଜେଶ ଓଝା । ରଜେଶଙ୍କୁ ତାଙ୍କ ଅନ୍ତରଙ୍ଗ ବନ୍ଧୁ ଛୁରୀ ଭୁସି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନଥିବାବେଳେ ବଳିଆପଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଛି । ସୂଚନା ଅନୁସାରେ ରାଜେଶଙ୍କ […]

Read More Text.
Screenshot 2025 08 20 092836 1

୨୫ରେ ପୁଣି ଏକ ଲଘୁଚାପ; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ!

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୫ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ, ଆଜି ତୁହାକୁ ତୁହା ବର୍ଷା (Heavy Rain)ନେଇ ସତର୍କତା ଜାରି ହୋଇଛି […]

Read More Text.
Nityananda ganda 1 1

ଏଣିକି ସରକାରୀ ବସରେ ମାଗଣା ଯିବେ ଛାତ୍ରଛାତ୍ରୀ: ମନ୍ତ୍ରୀ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ ବସ୍‌ରେ ଛାତ୍ରଛାତ୍ରୀ ମାଗଣା ସ୍କୁଲ ଯାଇପାରିବେ। ପରିଚୟପତ୍ର ଦେଖାଇ ମାଗଣାରେ ଛାତ୍ରଛାତ୍ରୀ ସ୍କୁଲ ଯିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଦିଆଯିବ । ଭାରତୀୟ ଶିକ୍ଷାନୀତି ଅନୁଯାୟୀ, ପ୍ରାଥମିକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ହେବ । […]

Read More Text.
Cm teacher 1140x545 1 750x430

୩ ବର୍ଷରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ

ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଯେ ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ପ୍ରାଥମିକ ଶିକ୍ଷାକୁ […]

Read More Text.
Whatsapp image 2025 08 21 at 8.14.02 pm

ଯୁବତୀ ଓ ମହିଳାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଆତ୍ମାହୁତି ପ୍ରବୃତ୍ତି ରୋକିବା ସାମ୍ପ୍ରତିକ ସମୟର ଆହ୍ୱାନ

ବିଶେଷଜ୍ଞମାନଙ୍କ ମାନସମନ୍ଥନ ଓ ସେମିନାର ଭୁବନେଶ୍ୱର: ଆଜି ଭୁବନେଶ୍ୱରର ଗୀତଗୋବିନ୍ଦ ସଦନ ରେ ଆୟୋଜିତ ଏକ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର ରେ ନାଗରିକ ସମାଜ, ବରିଷ୍ଠ ନାଗରିକ, ବରିଷ୍ଠ ସାମ୍ବାଦିକ, ମହିଳା ଅଧିକାର କର୍ମୀ, ଏବଂ ଅଭିଭାବକମାନେ ଏକତ୍ରିତ ହୋଇ ଓଡ଼ିଶାରେ ଯୁବତୀ ଓ ମହିଳାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଆତ୍ମାହୁତି ପ୍ରବୃତ୍ତି ଏବଂ ଅସମ୍ବେଦନଶୀଳ ଓ ସମ୍ବେଦନଶୀଳ ଗଣମାଧ୍ୟମ ରିପୋର୍ଟିଂ ଦ୍ୱାରା ଏହାର ଗମ୍ଭୀରତାକୁ ସମ୍ବୋଧନ କରିଥିଲେ। ବକ୍ତାମାନେ ଉଲ୍ଲେଖ କରିଥିଲେ ଯେ ଆତ୍ମାହୁତି ପ୍ରବୃତ୍ତି—ଯାହା […]

Read More Text.
Wer

ନୂଆଗାଁ ରେ ୧୪ ରୁ ଉର୍ଦ୍ଧ୍ବ ଚାଷୀଙ୍କ ଧାନ ଫସଲ ନଷ୍ଟ କଲେ ହାତୀପଲ

ମାଣିକପୁର ଜଙ୍ଗଲରେ ହାତୀ ବାନ୍ଧିଛନ୍ତି ଡେରା ବାରିପଦା: ମୟୂରଭଂଜ ଜିଲ୍ଲାର  ବିଜାତଳା ବ୍ଳକର ମାଣିକପୁର ପଞ୍ଚାୟତର ନୂଆଗାଁ  ଗ୍ରାମର ୧୦ ରୁ ଉର୍ଦ୍ଧ୍ବ  ଚାଷୀଙ୍କ ଧାନବିଲକୁ ବୁଧବାର ରାତିରେ ହାତୀପଲ ଦଳି ଚକଟି ନଷ୍ଟ କରିଥିବା ଗ୍ରାମବାସୀ ଦୁଃଖରେ ପ୍ରକାଶ କରିଛନ୍ତି ।ଚାଷୀମାନେ ହେଲେ କୁନା  ମାଟୁରାମ ମୁଣ୍ଡା, କୁନୁ ମୁଣ୍ଡା, ମୁନା ମୁଣ୍ଡା, ରତନ ମୁଣ୍ଡା, ଗର୍ଧନ ମୁଣ୍ଡା, ସୁଶାନ୍ତ କୁମାର ମୁଣ୍ଡା, ଟିକି ମୁଣ୍ଡା, ଚନ୍ଦ୍ର ମୁଣ୍ଡା ସହନ ମୁଣ୍ଡା,  ଭାବି ମୁଣ୍ଡା,ରାଘ ମୁଣ୍ଡା, ରଜ […]

Read More Text.
Img 20250821 wa0174

ପାନୀୟ ଜଳ ସମସ୍ୟା ନେଇ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଧାରଣା ଦେଲେ ଜାମଦା ଅଞ୍ଚଳବାସୀ

ବାରିପଦା: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ ଜାମଦା ଗ୍ରାମର ୱାର୍ଡ ନମ୍ବର ୩ ଅର୍ଥାତ ମହୁଲଡିହା ସାହି ବାସିନ୍ଦା ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି ବୋଲି ଆଜି ଜାମଦା ବ୍ଲକର ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ସମ୍ମୁଖରେ ଧାରଣାରେ ବସିଥିଲେ |ଅଭିଯୋଗ ମୁତାବକ ଜାମଦା ବସ ଷ୍ଟାଣ୍ଡ ଠାରୁ ବ୍ୟାଙ୍କ ଅଫ ଇଣ୍ଡିଆ ପର୍ଯ୍ୟନ୍ତ ବ୍ୟାପ୍ତ ଅର୍ଥାତ ଜାମଦାର ଶେଷ ସୀମା ରୁ ବେଲପୋଷି ଗ୍ରାମର ଶେଷ ସୀମା ପର୍ଯ୍ୟନ୍ତ ସମ୍ପୃକ୍ତ […]

Read More Text.
Img 20250821 wa0170

ରାସ୍ତା  ପାଲଟିଛି ମରଣଯନ୍ତା, ମରାମତି ପାଇଁ ଜଣସାଧାରଣଙ୍କ ଦାବୀ

ବାରିପଦା – ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ କଇଁପୁର ଗାଁ ଦେଇ ଯାଇଥିବା ଆର.ଡ଼ି ରାସ୍ତା ଦୀର୍ଘ ବର୍ଷରୁ ମରାମତି ଅଭାବରୁ ବଡ଼ବଡ଼ ଖାଲରେ ପରିଣତ ହେବା ସହ ବର୍ଷାରେ ରାସ୍ତାଟି କାଦୁଅ ପଚ୍ ପଚ୍ ହୋଇପଡ଼ିଛି |ଉକ୍ତ ରାସ୍ତା ଦେଇ ତେଣ୍ଡେରା,ରମାପାହାଡ଼ି,ଶାଗଯୋଡ଼ି,ମଧୁପୁର,ଉପରଜାମଦା,ଜାମଦା,ମାନବୀର,ତାରଣା ଆଦି ଗ୍ରାମବାସୀ ଦୂରଦୂରାନ୍ତକୁ ଯାଆସ କରିଥାନ୍ତି ଏବଂ ଦୈନିକ କଲେଜ ,ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି |ଏଇ କିଛି ଦିନ ପୂର୍ବରୁ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ […]

Read More Text.
Img 20250821 wa0168

ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ସହିତ ସ୍କୁଟି ଜବତ 

ବାରିପଦା: ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲ୍ଲିକ, ସହ ଉପ-ନିରୀକ୍ଷକ ଶ୍ରୀ ସୁଧାଂଶୁ କୁମାର ବେହେରା ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଟେଣ୍ଟପୋଷି, ପିଠାକୁଟୁଣୀ ଏବଂ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଘାଗରଢିପା ଗ୍ରାମ ଅଞ୍ଚଳରେ […]

Read More Text.