2 copy

ହ୍ରାସ ପାଉଛି ହିନ୍ଦୁଙ୍କ ଜନସଂଖ୍ୟା ! ୟୁପି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ତଦନ୍ତ କମିଟି

ଲକ୍ଷ୍ନୌ: ହ୍ରାସ ପାଉଛି ହିନ୍ଦୁଙ୍କ ଜନସଂଖ୍ୟା। ଗତ କିଛି ବର୍ଷ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ବହୁତ କମ ହେବାରେ ଲାଗିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦିଆଯାଇଥିବା ରି‌ପୋର୍ଟରେ ଏଭଳି କୁହାଯାଇଛି। ନଭେମ୍ବର ୨୪ ତାରିଖରେ ସମ୍ଭଲରେ ଘଟିଥିବା ହିଂସା ଉପରେ ପ୍ରସ୍ତୁତ ପ୍ରାୟ ୪୫୦ପୃଷ୍ଠାର ଏକ ବିସ୍ତୃତ ରିପୋର୍ଟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଏହି ରିପୋର୍ଟ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି। ଏଥିରେ ଅନେକ ଆଶ୍ଚର୍ଯ୍ୟଜନକ ସୂଚନା […]

Read More Text.
Mohan bhagvat 750x430

ବିଜେପି ଓ ସଂଘ ମଧ୍ୟରେ କୌଣସି ବିବାଦ ନାହିଁ – ମୋହନ ଭାଗବତ

ନୂଆଦିଲ୍ଲୀ : ବିଜେପି ଓ ଆରଏସଏସ ମଧ୍ୟରେ ବିବାଦ ଥିବା ଗତ ବର୍ଷଠାରୁ ଦେଶରେ ଚର୍ଚ୍ଚା ଲାଗି ରହିଥିଲା । ଏବେ ଏ ସଂପର୍କରେ ମୁହଁ ଖୋଲିଛନ୍ତି ସରସଂଘଚାଳକ ମୋହନ ଭାଗବତ । ସେ କହିଛନ୍ତି ଯେ ବିଜେପି ଓ ସଂଘ ମଧ୍ୟରେ କୌଣସି ବିବାଦ ନାହିଁ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବିଜେପିର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଆରଏସଏସ ନିଏ ନାହିଁ, ସେଗୁଡ଼ିକ ନିଜେ ବିଜେପି ନେଇଥାଏ । ସଂଘର ୧୦୦ ବର୍ଷ […]

Read More Text.
1

“ଭାରତ ଉପରେ ପରମାଣୁ ବୋମା ପକାଅ” ଆମେରିକା ସ୍କୁଲରେ ଗୁଳିକାଣ୍ଡ କରିଥିବା ବ୍ୟକ୍ତିର ବନ୍ଧୁକରେ ଲେଖାଥିଲା

ମିନିଆନାପୋଲିସ : ଆମେରିକାର ମିନିଆନାପୋଲିସ ସ୍ଥିତ ଏକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଏକ ବଡ଼ ଖୁଲାସା କରିଛି ଏଫବିଆଇ । ଏଫବିଆଇ କହିଛି ଯେ ଗୁଳିକାଣ୍ଡ କରିଥିବା ବ୍ୟକ୍ତି ରବିନ ଓ୍ବେଷ୍ଟମ୍ୟାନ ଧାର୍ମିକ ଘୃଣା ଓ ଆତଙ୍କବାଦୀ ଚିନ୍ତାଧାରା ଦ୍ବାରା ଗଭୀରଭାବେ ପ୍ରଭାବିତ ଥିଲା । ଏପରିକି ସେ ଚାହୁଁଥିଲା ଯେ ଭାରତ ଉପରେ ପରମାଣୁ ବୋମା ପକାଯିବା ଉଚିତ୍ । ଆକ୍ରମଣକାରୀ ରବିନ ଏହି ଗୁଳିକାଣ୍ଡ କରିବା ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ […]

Read More Text.
Yyg9zs4bz7oucffbsvut

ଏନଡିଏରେ ଆସନ ବଣ୍ଟନ ଫର୍ମୁଲା ସ୍ଥିର !

ନୂଆଦିଲ୍ଲୀ: ଚଳିତ ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସୂଚନା ହେଉଛି ଯେ ଏନଡିଏରେ ଆସନ ବଣ୍ଟନ ଫର୍ମୁଲା ସ୍ଥିର ହୋଇଛି। ତେବେ ଏନେଇ କୌଣସି ଘୋଷଣା ହୋଇନଥିଲେ ବି ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏନଡିଏରେ ପାଞ୍ଚଟି ଦଳ ଅଛନ୍ତି। ବିଜେପି ଏବଂ ଜେଡିୟୁ ବ୍ୟତୀତ ଚିରାଗ ପାସୱାନଙ୍କ ଦଳ, ଜିତନ ରାମ ମାଞ୍ଝିଙ୍କ ଦଳ ଏବଂ ଉପେନ୍ଦ୍ର କୁଶୱାହାଙ୍କ ଦଳ ସାମିଲ ଅଛନ୍ତି। ଏହି ପାଞ୍ଚଟି ଦଳ […]

Read More Text.
Kejriwal 300x166

ଗାନ୍ଧି ପରିବାର ଲୋକେ କାହିଁକି ଜେଲ ଯାଇନାହାନ୍ତି ବୋଲି ପଚାରିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ବେଶ କିଛିଦିନ ନୀରବ ରହିବା ପରେ ଫେରିଛନ୍ତି ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ । କେଜରିୱାଲ କଂଗ୍ରେସ ଏବଂ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରର କେହି କାହିଁକି ଜେଲ ଯାଇ ନାହାଁନ୍ତି। ଲୋକମାନେ କହୁଛନ୍ତି ଯେ କଂଗ୍ରେସ ବିଜେପି ସହିତ ବୁଝାମଣା କରିଛି। ଆମ ବିରୁଦ୍ଧରେ ମିଥ୍ୟା ମାମଲା କରି ଆମକୁ ଜେଲ ପଠାଯାଇଥିଲା। ଏହା ସତ୍ତ୍ବେ ଆମେ କାହା ସହିତ […]

Read More Text.
Ko

ଛତିଶଗଡ଼ରେ ଲଗାଣ ବର୍ଷା, କୋଇଗୁରୁ ପୋଲ ଉପରେ ପାଣି

ମାଲକାନଗିରି: ଛତିଶଗଡ଼ରେ ଲଗାଣ ବର୍ଷା ଜାରି ରହିଥିବା ହେତୁ ମାଲକାନଗିରି ପ୍ରଭାବିତ ହୋଇଛି। ସାବେରୀ ଓ ସିଲେରୁ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ମୋଟୁ ସୀମାବର୍ତ୍ତୀ କୋଇଗୁରୁ ପୋଲ ଉପରେ ପାଣି ଚାଲୁଛି। ଖାଲି ସେତିକି ନୁହେ, ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି। ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ମାଲକାନଗିରିର ମୋଟୁ ଦେଇ ଆନ୍ଧ୍ର-ତେଲେଙ୍ଗାନା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଝାପରା ଠାରେ ପୋଲ ଉପରେ ପାଣି […]

Read More Text.
Dogs

ସେପ୍ଟେମ୍ବରରୁ ବିଏମସି କୁକୁର ଗଣିବ

ଭୁବନେଶ୍ବର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ। ଭୋର ସମୟରେ ଗଣନା କରାଯିବ। ଏହି ସମୟରେ ଚାରିଆଡେ ଶୁନଶାନ ଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି। ତେଣୁ ଏହି ସମୟରେ ସହଜରେ ଗଣନା କରାଯାଇପାରିବ ବୋଲି ବିଏମସି ବିଏମସି କମିସନର ଚଞ୍ଚଳ ରାଣା କହିଛନ୍ତି। ସ୍ଵଛସାଥୀ, ସଫେଇ କର୍ମୀଙ୍କ ସହ ବିଏମସି ଅଧିକାରୀମାନେ ମଧ୍ୟ କୁକୁର ଗଣନା କାର୍ଯ୍ୟରେ ସାମିଲ ହେବେ। ଗଣନା ପୂର୍ବରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ସପ୍ତାହେ […]

Read More Text.
Zzz

ଦିନରେ ଦିଏ ପ୍ରବଚନ, ରାତି ହେଲେ କରେ ଚୋରି

ଭୁବନେଶ୍ବର : ଦିନରେ ୟୁଟ୍ୟୁବ ଖୋଲି ପ୍ରବଚନ ପରେ ପ୍ରବଚନ ଦେଉଥିବା ଏ ଅଭିଯୁକ୍ତର ନାଁ ମନୋଜ ସିଂହ । ଯିଏ ଦିନରେ ଚିକିଣିଆ କଥା ରାତିରେ ଚୋରି କରେ । ଭଦ୍ରମୁଖା ପିନ୍ଧା ଏହି ଚୋରକୁ ଶେଷରେ ଗିରଫ କରିଛି କମିଶନରେଟ ପୁଲିସ । ଅଭିଯୁକ୍ତ ନାଁରେ ୧୦ରୁ ଅଧିକ ମାମଲା ରହିଛି ।  ନୟାପଲ୍ଲୀ, ତମଣ୍ଡୋ ଆଦି ଅଞ୍ଚଳରେ ଅନେକ ମାମଲାରେ ରହିଥିବା ବେଳେ ଭରତପୁର ଥାନା ଅଞ୍ଚଳରୁ ଗତ ୧୪ ଅଗଷ୍ଟରେ ୨୦୦ […]

Read More Text.
Zz

ପୂଜାରେ ଚାନ୍ଦା ମାଗିଲେ ପୋଲିସକୁ ଜଣାନ୍ତୁ: ଡିସିପି

କଟକ: ଚାନ୍ଦା ଆଦାୟକାରୀଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସର ପଦକ୍ଷେପ । ପୂଜା ସମୟରେ ଚାନ୍ଦା ମାଗିବାକୁ ବାରଣ କରିଛି କଟକ କମିଶନରେଟ ପୋଲିସ । ଯଦି କେହି ଚାନ୍ଦା ମାଗୁଛନ୍ତି ବା ଏଥିନେଇ ଯୋର ଜବରଦସ୍ତ କରୁଛନ୍ତି ସେ ନେଇ ପୋଲିସକୁ ଜଣାନ୍ତୁ ବୋଲି କହିଛନ୍ତି ଡିସିପି । କମିଶନରେଟ ପୋଲିସ ପକ୍ଷରୁ ଏକ ଫୋନ ନମ୍ବର ଜାରି କରାଯାଇଛି । ଫୋନ ନମ୍ବରଟି ହେଲା ୭୩୨୮୦୭୭୩୨୪ ଏବଂ ୮୪୮୦୫୧୩୦୦୭ । ଅଭିଯୋଗକାରୀଙ୍କ ନାଁ […]

Read More Text.
Z

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷ କରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । କୃଷି ପ୍ରତି ସମ୍ମାନ ଏବଂ କୃଷକଙ୍କ ପ୍ରତି କୃତଜ୍ଞତା ହେଉଛି ଏହି ପର୍ବର ବିଶେଷତ୍ୱ । ଏହା ଆମ ବନ୍ଧୁତ୍ୱ ଓ ଆତ୍ମୀୟତାର ପ୍ରତୀକ ମଧ୍ୟ । ନୂଆଁଖାଇ […]

Read More Text.