Capture 89

ନିମ୍ନମାନର କୋଇଲା ଚାଲାଣକୁ ନେଇ ଆଦାନୀ ଏବଂ ଟ୍ରକ ଟିପ୍ପର ସଂଘର ଆଲୋଚନା

ଧାମରା : ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମାନୀରେ କ୍ଷୁବ୍ଧ ହୋଇ ୨୯ ତାରିଖରେ ଧାମରା ବନ୍ଦର ମୁଖ୍ୟ ଗେଟ ଆଗରେ ସମସ୍ତ ମାଲବାହୀ ରେଳ ଚଳାଚଳକୁ ବନ୍ଦ କରିବାକୁ ୮ଟି ସଂଘ ଜିଲ୍ଲା ଟ୍ରକ ଟିପ୍ପର ସଂଘ ନିଷ୍ପତି ନେଇଥିଲେ । ଏ ନେଇ ସଂପୃକ୍ତ ସଂଘ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ପରେ ଦ୍ୱିପାକ୍ଷିକ ଆଲୋଚନା ହୋଇଯାଇଛି ଏବଂ ଏହି ଆନ୍ଦୋଳନ ବର୍ତମାନ ସ୍ଥଗିତ କରାଗଲା ବୋଲି ନିଷ୍ପତି ନିଆଯାଇଛି । ଏହି ଆଲୋଚନାରେ ପ୍ରଶାସନ […]

Read More Text.
1 1068x801

ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେଲା ଅତ୍ୟାଧୁନିକ ନ୍ୟୁରୋ ମଡ୍ୟୁଲେସନ୍ ସେବା କେନ୍ଦ୍ର

ଭୁବନେଶ୍ୱର : ମାନସିକ ସ୍ୱାସ୍ଥ୍ୟସେବାକୁ ଆଗକୁ ବଢାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏମ୍‌ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ନ୍ୟୁରୋମଡ୍ୟୁଲେସନ୍ ସେବା କେନ୍ଦ୍ର ଆରମ୍ଭ କରାଯାଇଛି। ଅତ୍ୟାଧୁନିକ, ନନ୍‌-ଇନ୍‌ଭେସିଭ ବ୍ରେନ୍‌ ସ୍ଟିମୁଲେସନ୍‌ ଥେରାପୀ ଚିକିତ୍ସା ପ୍ରଦାନ କରି, ଔଷଧ ପ୍ରତିରୋଧୀ ଏବଂ ଚିକିତ୍ସା କରିବାକୁ କଷ୍ଟକର ମାନସିକ ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଏକ ନୂତନ ଆଶା ସଂଚାର କରିବା ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପର ଲକ୍ଷ୍ୟ । ଏମ୍‌ସ ଭୁବନେଶ୍ୱର […]

Read More Text.
2 180 1756391105640

ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ସିସିଟିଭିରେ ଦୁଇ ଯୁବତୀଙ୍କ କାରନାମା କଏଦ

ଭୁବନେଶ୍ଵର: ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ପୁଲିସ। ଘଟଣାରେ ଦୁଇ ଜଣ ଯୁବତୀଙ୍କୁ ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ନାଁ ହେଉଛି ଶୁଭମ ପଣ୍ଡା। ତାଙ୍କ ଘର ଯାଜପୁରର କୁଆଖିଆରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଶୁଭମ ବରଗଡ଼ରେ ପୂଜା ସାମଗ୍ରୀ ଦୋକାନ କରିଥିଲେ। ହେଲେ ଗୁରୁବାର ତାଙ୍କର ମୃତ୍ୟୁଦେହ ଝୁଲୁଥିବା ଖବର ମିଳିଥିଲା। ସୂଚନା ପାଇ ବଡଗଡ ଥାନା ପୋଲିସ ପହଞ୍ଚି ମୃତ ଦେହ […]

Read More Text.
Heavy rain 1

ଜାରି ରହିଛି ଲଘୁଚାପ ପ୍ରଭାବ, ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ : ସେପ୍ଟେମ୍ବର ପହିଲାରୁ ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ବର ୨୮।୮: ରାଜ୍ୟ ଉପରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବୈଜ୍ଞାନିକ ଶରତ ସାହୁ । ଯାହା ଫଳରେ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ପୁଣି ଜାରି ରହିବ ବର୍ଷା ପୁଣି ଭିଜିବ ଓଡ଼ିଶା। ସେପଟେ ଲଘୁଚାପ ପ୍ରଭାବରେ  ଆଉ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ଚେତାବନୀ ବି ରହିଥିବା […]

Read More Text.
Zz

ଏବେବି ଖସିନି ବନ୍ୟାପାଣି, ଉଜୁଡିବ ସାରଦା ଧାନତଳି

ଆରଡି : ବୈତରଣୀରେ ଆସିଥିବା ବନ୍ୟା ଦୀର୍ଘ ୬ଦିନ ଧରି ତା’ର କରାଳ ରୂପ ଦେଖାଦେବା ପରେ ଗତ ବୁଧବାରଠାରୁ କମିବାରେ ଲାଗିଛି। ଫଳରେ ଚାନ୍ଦବାଲି ବ୍ଲକର  ୪ ପଞ୍ଚାୟତରେ  ୨୦ ଗାଁ  ପ୍ରଭାବିତ ହୋଇଛି।  କ୍ଷେତ ଓ ପଥରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ  ଏବେବି ଅନେକ ଲୋକମାନେ ପାଣିରେ ପଶି ଯାତାୟତ କରୁଛନ୍ତି।   ୬ଦିନ ହେଲା ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ବନ୍ୟାର ୫ଦିନ ପରେ  ଜିଲା ପ୍ରଶାସନ ଅଧିକାରୀ ବନ୍ୟାଞ୍ଚଳକୁ ଯାଇ ବିପନ୍ନଙ୍କୁ […]

Read More Text.
2 179 1756390439445

ଓଡ଼ିଆ ପୁଅ ଦିନେଶ ପଟ୍ଟନାୟକ ହେବେ କାନାଡାରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ, ବିଦେଶ ମନ୍ତ୍ରଣାଳୟ ଦେଲେ ନିଯୁକ୍ତି

ନୂଆଦିଲ୍ଲୀ: ଭାରତୀୟ ବିଦେଶ ସେବାର ବରିଷ୍ଠ ଅଧିକାରୀ ଦିନେଶ କୁମାର ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ସରକାର । କାନାଡାରେ ପରବର୍ତ୍ତୀ ଭାରତୀୟ ରାଷ୍ଟ୍ରଦୂତ ଭାବେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ଦିନେଶ କୁମାର ପଟ୍ଟନାୟକ ବର୍ତ୍ତମାନ ସ୍ପେନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ସେବା ପ୍ରଦାନ କରୁଛନ୍ତି । କାନାଡାରେ ରାଷ୍ଟ୍ରଦୂତ ଥିବା ସଞ୍ଜୟ କୁମାର ବର୍ମାଙ୍କ ଫେରାଇ ଅଣାଯିବାର ୯ ମାସ ପରେ ନୂଆଦିଲ୍ଲୀ ଏହି ନିଷ୍ପତ୍ତି ନେଇଛି । ଦିନେଶ ପଟ୍ଟନାୟକଙ୍କ ନିଯୁକ୍ତି […]

Read More Text.
Indian army 1068x601

ଅନୁପ୍ରବେଶ ଉଦ୍ୟମ: ଏଲଓସିରେ ଟଳିଲେ ୨ ଆତଙ୍କବାଦୀ

ନୂଆଦିଲ୍ଲୀ : ସୀମାରେ ସଜାଗ ଥିବା ଭାରତୀୟ ସେନା ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପୁଣି ଥରେ ବିଫଳ କରିଛନ୍ତି । ସୂଚନା ଅନୁସାରେ ଜମ୍ମୁ-କାଶ୍ମୀରର ଗୁରେଜ୍‍ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ପୁଣି ଏକ ଅନୁପ୍ରବେଶ ପ୍ରୟାସ କରୁଥିବା ବେଳେ ଏହାକୁ ବିଫଳ କରିଛନ୍ତି ସୁରକ୍ଷାକର୍ମୀ । ଫଳରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିଚାଳନା ହୋଇଥିଲା । ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନା ମୁତାବକ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ପ୍ରଥମେ […]

Read More Text.
3

୨୦୩୮ ସୁଦ୍ଧା ଭାରତ ଦୁନିଆର ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ହେବ: EY ରିପୋର୍ଟ

ନୂଆଦିଲ୍ଲୀ: ଭାରତର ଅର୍ଥବ୍ୟବସ୍ଥା ୨୦୩୮ ସୁଦ୍ଧା ୩୪.୨ ଟ୍ରିଲିୟନ ଡଲାର ଜିଡିପି ସହ ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ହୋଇପାରେ । ୨୦୩୦ ସୁଦ୍ଧା କ୍ରୟ ଶକ୍ତି ସମାନତା ଦୃଷ୍ଟିରୁ ୨୦.୭ ଟ୍ରିଲିୟନ ଡଲାରରେ ପହଞ୍ଚିପାରେ । ପ୍ରତିଷ୍ଠିତ ରେଟିଂ ଏଜେନ୍ସି EY ନିଜ ରିପୋର୍ଟରେ ଭାରତୀୟ ଅର୍ଥନୀତିକୁ ନେଇ ଏଭଳି ପୂର୍ବାନୁମାନ କରିଛି । ରିପୋର୍ଟରେ କୁହାଯାଇଛି, ଯଦି ୨୦୩୦ ପରେ ଭାରତ ଓ ଆମେରିକା ୨୦୨୮-୨୦୩୦ ଅବଧି (ଆଇଏମଏଫ୍‌ର ପୂର୍ବାନୁମାନ ଅନୁସାରେ) ମଧ୍ୟରେ ୬.୫ ପ୍ରତିଶତ […]

Read More Text.
Building collapse 1068x601

ଆପାର୍ଟମେଣ୍ଟ କୋଠା ଭୁଶୁଡ଼ି ୧୫ ମୃତ, ୯ ଆହତ

ମୁମ୍ବାଇ : ମୁମ୍ବଇର ପୂର୍ବ ବିରାର ଅଞ୍ଚଳରେ ଏକ ଆବାସିକ କୋଠା ଭୁଶୁଡ଼ି ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାର, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ରାମାବାଇ ଆପାର୍ଟମେଣ୍ଟରେ ଘଟିଛି। କୋଠା ଭୁଶୁଡ଼ିବା ସମୟରେ ଆପାର୍ଟମେଣ୍ଟର ୪ର୍ଥ ମହଲାରେ ଏକ ଜନ୍ମଦିନ ଉତ୍ସବ ପାଳନ ହେଉଥିଲା। ଖବରପାଇ ତୁରନ୍ତ ପୁଲିସ, ଅଗ୍ନିଶମ କର୍ମଚାରୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିବା […]

Read More Text.
Capture 85

ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ, ଚେକିଂ କଡାକଡି

ପାଟନା : ବିହାରରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ନେପାଳ ସୀମା ଦେଇ ମୋତିହାରୀ ଜିଲ୍ଲାକୁ ପଶିଥିବା ସୂଚନା ମିଳିବା ପରେ ସୀମାନ୍ତ ଅଞ୍ଚଳରେ ପୁଲିସର କଡାକଡି ଚେକିଂ ଚାଲିଛି । ଗୁଇନ୍ଦା ସଂସ୍ଥାର ସୁଚନା ପରେ ପୋଲିସ ହାଇଆଲର୍ଟରେ ରହିଥିବା ସହ ଗାଡିମୋଟର ଯାଞ୍ଚ ଚାଲିଛି । ଏହା ସହ ସନ୍ଦିଗ୍ଧ ବାବଦରେ ଜଣାଇବାକୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା ମଧ୍ୟ କରାଯାଇଛି । ୩ ଆତଙ୍କୀଙ୍କ ନାମ ସହ ଫଟୋ ଜାରି କରିଛି […]

Read More Text.