ଶକ୍ତି ରଞ୍ଜନ ଦାଶଙ୍କ ଅନମୋଲ ମାଇନ୍ସରେ ଇଡି ରେଡ୍, ୮ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ
ଭୁବନେଶ୍ୱର : ଶକ୍ତି ରଞ୍ଜନ ଦାଶଙ୍କ ଅନମୋଲ ମାଇନ୍ସରେ ଇଡି ରେଡ୍ । ଭୁବନେଶ୍ବରରେ ଶିମ୍ ଲା ED ପକ୍ଷରୁ ଶକ୍ତି ରଂଜନ ଦାଶ ଓ ତାଙ୍କ କମ୍ପାନୀ ଅନମୋଲ୍ ମାଇନ୍ସରେ ED ପକ୍ଷରୁ ଚଢାଉ କରାଯାଇଛି । ଅନମୋଲ୍ ମାଇନ୍ସ ଓ ଅନମୋଲ୍ ରିସୋର୍ସେସ୍ କମ୍ପାନୀରେ ରେଡ୍ ହୋଇଛି । ବ୍ୟାଙ୍କ ଜାଲିଆତି ମାମଲାରେ ସର୍ଚ୍ଚ ଅପରେସନ କରାଯାଇଛି । ସର୍ଚ୍ଚ ସମୟରେ ଜବତ ହୋଇଛି ଅଚଳ ସମ୍ପତ୍ତି ସମ୍ପର୍କିତ ବିଭିନ୍ନ ଅପରାଧମୂଳକ ରେକର୍ଡ, ୧୦ଟି ବିଳାସପୂର୍ଣ୍ଣ […]
Read More Text.