Img 20250906 wa0201

ଜାତୀୟ ନାଟ୍ୟ ମହୋତ୍ସବ ଉଦଘାଟିତ, ମନ୍ତ୍ରମୁଗ୍ଧ କଲା ନାଟକ “ଜାତି ନନ୍ଦିଘୋଷ”

ବାରିପଦା: ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ : ବାରିପଦା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବ ମହାସମାରୋହରେ ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ମହାରାଜା ପ୍ରବୀନ ଚନ୍ଦ୍ର ଭଞ୍ଜଦେଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି ମହୋତ୍ସବର ଉଦଘାଟନ କରିଥିଲେ I ସଭାପତି ଡଃ କୈଳାଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ବିଶିଷ୍ଟ ସମାଜସେବୀ […]

Read More Text.
Img 20250906 wa0196

ଜିଲ୍ଲା ସ୍ତରୀୟ ଜାତୀୟ ଚକ୍ଷୁଦାନ ପକ୍ଷ-୨୦୨୫ ପାଳିତ

ବାରିପଦା: ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ଅଧିକ୍ଷକ ଡାକ୍ତର ମାନସ ରଞ୍ଜନ ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ ରୋଗ ) ଡାକ୍ତର ଶାନ୍ତନୁ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମିତା ମିଶ୍ର, ଡାକ୍ତର ମଞ୍ଜୁଳା ପ୍ରଧାନ, ପଣ୍ଡିତ ରଘୁନାଥ ମୁର୍ମୁ […]

Read More Text.
Img 20250906 wa0184

ବଡ଼ସାହି ଓ ବେତନଟୀ ବ୍ଲକ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

୧୨୦୦ ରୁ ଉର୍ଦ୍ଧ ଅଭିଯୋଗର ହେଲା ଶୁଣାଣି ବାରିପଦା: ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ବଡ଼ସାହି ବ୍ଲକ ସମ୍ମିଳନୀ କକ୍ଷ ଠାରେ  ବିଧାୟକ ବଡ଼ସାହି, ଶ୍ରୀ ସନାତନ  ବିଜୁଳିଙ୍କ ଅଧ୍ୟକ୍ଷତାରେ ବଡ଼ସାହି ଓ ବେତନଟୀ ବ୍ଲକ  ନିମନ୍ତେ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ,  ଜିଲ୍ଲା  ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା,  […]

Read More Text.
834c28e4 3e07 41e5 b1c8 7a45d87173cc 2025 09 06 17 04 33

ତିହାର ଜେଲରେ ସାଂସଦ ରସିଦଙ୍କୁ କିନ୍ନର କଏଦୀଙ୍କ ଆକ୍ରମଣ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ବାରାମୁଲ୍ଲାର ଲୋକସଭା ସାଂସଦ ଇଞ୍ଜିନିୟର ରସିଦଙ୍କୁ ଦିଲ୍ଲୀର ତିହାର ଜେଲରେ କିନ୍ନର କଏଦୀମାନେ ଆକ୍ରମଣ କରିଛନ୍ତି । ସୂତ୍ର ଅନୁଯାୟୀ, ପ୍ରାୟ ଏକ ସପ୍ତାହ ପୂର୍ବରୁ ଏହି ଘଟଣା ଘଟିଥିଲା ​​ଯେତେବେଳେ ରସିଦ ଏବଂ ଟ୍ରାନ୍ସଜେଣ୍ଡର କଏଦୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଜେଲ ନମ୍ବର ୩ ରେ ବନ୍ଦୀ ଥିବା ରସିଦ ଏହି ଆକ୍ରମଣରେ ସାମାନ୍ୟ ଆହତ ହୋଇଥିଲେ। ଜେଲ କର୍ତ୍ତୃପକ୍ଷ ଏହାକୁ ସାମାନ୍ୟ ଝଗଡ଼ା ବୋଲି କହିଛନ୍ତି । ସୂତ୍ର […]

Read More Text.
Modi

ଟ୍ରମ୍ପଙ୍କ ବୟାନ ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା; କହିଲେ…. ‘ସବୁବେଳେ ବନ୍ଧୁ ରହିବି’

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଧୁତା ବୟାନ ପରେ ଏବେ ଏହାକୁ ନେଇ ନିଜର ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ଆମ ସମ୍ପର୍କର ସକାରାତ୍ମକ ମୂଲ୍ୟାଙ୍କନକୁ ହୃଦୟର ସହିତ ପ୍ରଶଂସା କରୁଛୁ ଏବଂ ତାଙ୍କୁ ପୂର୍ଣ୍ଣ ସମର୍ଥନ କରୁଛୁ । ଭାରତ ଏବଂ ଆମେରିକାର ଏକ ଅତ୍ୟନ୍ତ ସକାରାତ୍ମକ ଏବଂ ଦୂରଦୃଷ୍ଟିସମ୍ପନ୍ନ ବ୍ୟାପକ ଏବଂ ବିଶ୍ୱ ରଣନୈତିକ ସହଭାଗୀତା ଅଛି ବୋଲି ମୋଦି କହିଛନ୍ତି । […]

Read More Text.
Modi trump rel 750x430

ବିବାଦ ଭିତରେ ନରମିଲା ଟ୍ରମ୍ପଙ୍କ ସ୍ୱର, ତୁଟିବ କି ଭାରତ-ଆମେରିକା ବିବାଦ?

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ବଦଳିଛି। ଭାରତ ଉପରେ ଟାରିଫ ଲଗାଇବା ପରେ ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ବନ୍ଧୁ ବୋଲି କହୁଛନ୍ତି। ସେ ଭାରତ-ଆମେରିକା ସମ୍ପର୍କର ପ୍ରଶଂସା ମଧ୍ୟ କରୁଛନ୍ତି। ଏହାର ଜବାବରେ ମୋଦୀ ଟ୍ରମ୍ପଙ୍କ ସକାରାତ୍ମକ ମନ୍ତବ୍ୟକୁ ସ୍ୱାଗତ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ଏକ “ସ୍ୱତନ୍ତ୍ର ସମ୍ପର୍କ” ରହିଛି। ଶୁକ୍ରବାର ସେ କହିଛନ୍ତି, “ମୁଁ ସବୁବେଳେ ମୋଦୀଙ୍କ ସହ ବନ୍ଧୁ […]

Read More Text.
Modi trump 053958495 16x9 0

ଏଥର UNGAରେ ଯୋଗ ଦେବେନି ମୋଦୀ, ଭାରତକୁ ପ୍ରତିନିଧିତ୍ୱ କରିବେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର ୮୦ ତମ ଅଧିବେଶନର ଉଚ୍ଚସ୍ତରୀୟ ସାଧାରଣ ବିତର୍କରେ ଯୋଗଦେବେ ନାହିଁ। ଶୁକ୍ରବାର ପ୍ରକାଶିତ ସଂଶୋଧିତ ଅସ୍ଥାୟୀ ତାଲିକା ଅନୁଯାୟୀ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଭାରତ ପକ୍ଷରୁ ସେପ୍ଟେମ୍ବର ୨୭ ତାରିଖରେ ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରିବେ। ପୂର୍ବ ତାଲିକାରେ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୬ ତାରିଖରେ ଭାଷଣ ଦେବେ, କିନ୍ତୁ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଛି। ତେବେ ଏହି […]

Read More Text.
Mumbai 2

ମୁମ୍ବାଇରେ ଆତଙ୍କୀ ଆକ୍ରମଣ ବିଫଳ, ୪ କ୍ବିଣ୍ଟାଲ ଆରଡିଏକ୍ସ ସହ ଅଭିଯୁକ୍ତ ଗିରଫ

ମୁମ୍ବାଇ:  ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଧମକ ଘଟଣା । ଗଣେଶ ଚତୁର୍ଥୀରେ ମୁମ୍ବାଇରେ ବୋମା ବିସ୍ଫୋରଣ ଧମକ ଦେଇଥିବା ଅଭିଯୁକ୍ତକୁ ନୋଏଡା ପୋଲିସ ଗିରଫ କରିଛି । ଅଭିଯୁକ୍ତ ହେଉଛି ୫୧ ବର୍ଷୀୟ ଅଶ୍ୱିନୀ କୁମାର । ସେ ବିହାର ପାଟଳିପୁତ୍ରର ବାସିନ୍ଦା । ଗତ ପାଞ୍ଚ ବର୍ଷ ଧରି ନୋଏଡାରେ ରହୁଥିଲା । ସେ ଜଣେ ଜ୍ୟୋତିଷ ଭାବେ କାର୍ଯ୍ୟ କରୁଥିବାର ଜଣାପଡ଼ିଛି । ପୋଲିସ ଅଭିଯୁକ୍ତ ଅଶ୍ବିନୀର ମୋବାଇଲ୍ ଫୋନ୍ ଏବଂ ସିମ୍ କାର୍ଡ […]

Read More Text.
Chardham

ଚାରଧାମ ଯାତ୍ରାର ରେଜିଷ୍ଟ୍ରେସନ୍ ଆରମ୍ଭ, ଜାଣନ୍ତୁ କିପରି କରିବେ ପଞ୍ଜୀକରଣ

ଉତ୍ତରାଖଣ୍ଡ : ପାଗରେ ସୁଧାର ଆସିବା ପରେ ଉତ୍ତରାଖଣ୍ଡ ସରକାର ପୁଣି ଚାରଧାମ ଯାତ୍ରାର ରେଜିଷ୍ଟ୍ରେସନ୍ ଆରମ୍ଭ କରିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହୋଇଥିବା ଅନଲାଇନ ଏବଂ ଅଫଲାଇନ ପ୍ରକ୍ରିୟା ପୁଣି ଥରେ ଉପଲବ୍ଧ ହୋଇଛି । ଚାମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରକାଶୀର ଜିଲ୍ଲା ମାଜିଷ୍ଟ୍ରେଟ୍ ପାଗ ଏବଂ ସ୍ଥାନୀୟ ପରିବେଶ ଅନୁସାରେ ଯାତ୍ରୀଙ୍କ ପରିଚାଳନା ନିଷ୍ପତ୍ତି ନେବେ । ଏଥିପାଇଁ ଚାରଧାମ ଯାତ୍ରା ପରିଚାଳନା ଏବଂ ସଂଗଠନ ଦ୍ବାରା ଏକ ବିଜ୍ଞପ୍ତି  ଜାରି କରିଥିଲା […]

Read More Text.
Abplive 3

ଲାଲକିଲ୍ଲା ପରିସରରୁ ସୁନା, ହୀରା ଖଚିତ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କଳସ ଚୋରି

ନୂଆଦିଲ୍ଲୀ : ଲାଲକିଲ୍ଲା ପରିସରରୁ ଏକ କୋଟି ଟଙ୍କାର କଳସ ଚୋରି ହୋଇଛି । ଲାଲକିଲ୍ଲା ପରିସରରେ ଏକ ଧାର୍ମିକ ଅନୁଷ୍ଠାନ ଚାଲିଥିବା ବେଳେ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହି କଳସ ଚୋରି ହୋଇଥିବା ଜଣାପଡିଛି । ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି । ତେବେ ମାମଲାରେ ବିଏନଏସ ୨୦୨୩, ୩୦୩(୨) ଅଧିନରେ ଏଫଆଇଆର ଦାୟର କରାଯାଇଛି । ଖବର ମୁତାବକ, ନୂଆଦିଲ୍ଲୀରେ ଥିବା ଲାଲକିଲ୍ଲା ପରିସରରେ ଜୈନ ଧର୍ମର ଏକ କାର୍ଯ୍ୟକ୍ରମ ଚାଲିଥିଲା […]

Read More Text.