Olly 750x430

୨୦୨୮ ଲସ୍ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସ: ଜୁଲାଇ ୧୨ରୁ ୨୯ କ୍ରିକେଟ

ନୂଆଦିଲ୍ଲୀ: ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସ -୨୦୨୮ ଜୁଲାଇ ୧୪ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ଦୀର୍ଘ ୧୨୮ ବର୍ଷ ପରେ ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସରେ କ୍ରିକେଟରେ ଏକ ଐତିହାସିକ ପୁନରାଗମନ କରିବାକୁ ଯାଉଛି। ଜୁଲାଇ ୧୨ରୁ ୨୯ ପର୍ଯ୍ୟନ୍ତ କ୍ରିକେଟ ଇଭେଣ୍ଟ ପୋମେନା ସହରର ଫେୟାରଗ୍ରାଣ୍ଡ୍‌ସ ଷ୍ଟାଡ଼ିୟମରେ ଖେଳାଯିବ। ଯାହା ଲସ୍‌ ଏଞ୍ଜେଲ୍‌ସ ସହରଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ। ଏହା କ୍ରିକେଟ ଇତିହାସରେ ଏକ ମାଇଲଖୁଣ୍ଟ ହେବ। କ୍ରିକେଟ ଶେଷ ଥର ପାଇଁ ୧୯୦୦ ପ୍ୟାରିସ ଅଲିମ୍ପିକ୍‌ସରେ […]

Read More Text.
Whatsapp image 2025 07 16 at 4.2

୨୦୨୫-୨୬ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ; ଜୁଲାଇ ୧୭ରୁ ଅଗଷ୍ଟ ୧୫ ଯାଏଁ ପଞ୍ଜିକରଣ

ଭୁବନେଶ୍ୱର: ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାର ସୁଯୋଗ ଦେବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୨୫ -୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ଅଡିଟରିୟମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୫-୨୬ର ଲାଭ ନେବା ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଯୋଜନା ସମ୍ବନ୍ଧୀୟ […]

Read More Text.
Prut

ବାଲେଶ୍ୱର ଏଫ .ଏମ ଛାତ୍ରୀ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆଇନ ମନ୍ତ୍ରୀ

ଭୁବନେଶ୍ୱର : ସରକାର ତୁରନ୍ତ ପଦକ୍ଷେପ ନେଇଛନ୍ତି ।  ଆଗରୁ ଆହୁରି କଠୋରରୁ କଠୋର ନିଷ୍ପତ୍ତି ନିଆଯିବ ।  ଘଟଣାରେ ସାମାନ୍ୟତମ ସଂଶ୍ଲିଷ୍ଟ ଥିବା ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ ।  ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟେ, ସେ ଦିଗରେ ପଦକ୍ଷେପ ନିଆଯିବ । ସରକରଙ୍କ ତରଫରୁ ଏ ଘୋଷଣା ପରେ ମଧ୍ୟ ଘଟଣାର ରାଜନୀତିକରଣକୁ ନିନ୍ଦା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।  କହିଛନ୍ତି, ଏବେ କୌଣସି ଘଟଣା ଘଟିଲେ ଶାଗୁଣା ପରି ଝାମ୍ପି […]

Read More Text.
Thund

ବଜ୍ରାଘାତରେ ଚାଲିଗଲା ଶାଶୂ ଓ ବୋହୂଙ୍କ ଜୀବନ

କେନ୍ଦୁଝର:କେନ୍ଦୁଝରର ତେଲକୋଇ ଥାନା ବିଞ୍ଜିବାହାଳ ଗାଁରେ ବଜ୍ରାଘାତ । ବଜ୍ରାଘାତରେ ୨ ମହିଳାଙ୍କ ମୃତ୍ୟୁ । ବିଞ୍ଜିବାହାଳ ଗାଁରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଦୁଇ ମହିଳା ସଂପର୍କରେ ଶାଶୂ ଓ ବୋହୂ ବୋଲି ଜଣାପଡିଛି । ମୃତକ ହେଲେ ଟେଣ୍ଟ ନାଏକଙ୍କ ସ୍ତ୍ରୀ ରୁକ୍ମିଣୀ ନାଏକ(୫୦) ଓ ବୋହୂ ଲବଣୀ ନାଏକ(୨୮) । ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଉଭୟଙ୍କ ମୃତ୍ୟୁ ହୋଇଛି । ସୂଚନାମୁତାବକ, ଆଜି ପ୍ରାୟ ସାଢେ ଗୋଟାଏ ସମୟରେ ଗାଁ ମୁଣ୍ଡରେ […]

Read More Text.
39 194 1

ପହଲଗାମ ଆକ୍ରମଣ ପରେ ସେଲିବ୍ରେସନ କରିଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୨୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟର ପର୍ଯ୍ୟଟକଙ୍କ ସମେତ କିଛି ସ୍ଥାନୀୟ ନାଗରିକ ସାମିଲ ଥିଲେ।ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ନେଇ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ନାମକ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ)କୁ ସାକ୍ଷୀ ଦେଇ କହିଛନ୍ତି, ‘ ଆକ୍ରମଣ […]

Read More Text.
Screenshot 2025 07 16 164346

ଓଡ଼ିଶା ବନ୍ଦ ଡାକରାକୁ ନେଇ ଟ୍ବିନ୍‌ ସିଟିରେ କଡ଼ା ସୁରକ୍ଷା, କଂଗ୍ରେସ କର୍ମୀଙ୍କୁ ଜଗିବ ଏଆଇ ଓ ଡ୍ରୋନ୍‌

ଭୁବନେଶ୍ୱର: କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ନେଇ ଟ୍ବିନ୍‌ ସିଟିରେ କଡ଼ା ସୁରକ୍ଷା। ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବ ଏଆଇ କ୍ୟାମେରା ଓ ଡ୍ରୋନ୍‌। ଆଇନ୍ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ପୋଲିସ କମିଶନର। ଲୋକସେବା ଭବନ, ବିଧାନସଭା, ରାଜୀବ ଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ମୁତୟନ ହେବେ ସଶସ୍ତ୍ର ପୋଲିସ। କଟକ-ଭୁବନେଶ୍ୱରରେ ମୁତୟନ ହେବେ ସାଦା ପୋଷାକରେ ପୋଲିସ। ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ବଢିବାରେ […]

Read More Text.
Naveen 1

ପୋଲିସର ଅମାନୁଷିକ ଆକ୍ରମଣକୁ ନବୀନଙ୍କ ଦୃଢ଼ ନିନ୍ଦା

ଭୁବନେଶ୍ୱର : ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ ଉପରେ ପୋଲିସର ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ନବୀନଙ୍କ ଦୃଢ଼ ନିନ୍ଦା ।  ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା ।  ଏଥିରେ ବିଜେଡିର ହଜାର ହଜାର କର୍ମୀ ଶାନ୍ତିପୂର୍ଣ୍ଣ ଭାବରେ ଲୋୟର ପିଏମଜିଠାରେ ଆନ୍ଦୋଳନ କରିଥିଲେ । ମୃତକଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ପୋଲିସ ନିର୍ମମ ଓ ଅମାନୁଷିକ ଆକ୍ରମଣକୁ […]

Read More Text.
Grievance cell

୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଏନେଇ ସୂଚନା ଜାରି କଲା ସାଧାରଣ ପ୍ରଶାସନ ବିଭାଗ। ଅନିବାର୍ଯ୍ୟ କାରଣ ଯୋଗୁଁ ବନ୍ଦ ରହିବ ଅଭିଯୋଗ ଶୁଣାଣି। ଜୁଲାଇ ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜୁନ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ପରବର୍ତ୍ତୀ ଶୁଣାଣି […]

Read More Text.
Apch

ଭାରତକୁ ମିଳିବ ୩ ଲଢ଼ୁଆ ଆପାଚି ହେଲିକପ୍ଟର; ପାକିସ୍ତାନ ସୀମାରେ ହେବ ମୁତୟନ

ବଢ଼ିବ ସେନାର ବଳ। ଆସନ୍ତା ସପ୍ତାହ ସୁଦ୍ଧା ଭାରତକୁ ମିଳିବ ୩ ଲଢ଼ୁଆ ଆପାଚି ହେଲିକପ୍ଟର । ଏହି ଲଢ଼ୁଆ ହେଲିକପ୍ଟରକୁ ପାକିସ୍ତାନ ସୀମାରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି । ଆସନ୍ତା ୨୧ରେ ଏହି ଲଢ଼ୁଆ ହେଲିକପ୍ଟର ଭାରତରେ ପହଞ୍ଚିବ ବୋଲି ସୂଚନା ମିଳିଛି । ନୂଆଦିଲ୍ଲୀ ସ୍ଥିତ ହିଣ୍ଡନ ଏୟାରଫୋର୍ସ ଷ୍ଟେସନରେ ପହଞ୍ଚିବା ପରେ ଏହାକୁ ପାକ୍ ସୀମାରେ ମୁତୟନ କରାଯିବ । ଆପାଚି ହେଲିକପ୍ଟରକୁ ଆକାଶ ମାର୍ଗରେ ଟ୍ୟାଙ୍କ ବୋଲି କୁହାଯାଏ। […]

Read More Text.
Santrupta 750x430

‘ଓଡିଶା ସରକାରଙ୍କ ସମସ୍ତ ଗୁଳି ସରିବା ଯାଏ ଲଢିବ ବିଜେଡି’: ପୋଲିସ୍ ଆକ୍ସନ ନେଇ ବର୍ଷିଲେ ସଂତୃପ୍ତ ମିଶ୍ର

ଭୁବନେଶ୍ବର: ବାଲେଶ୍ବର ଏଫଏମ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ମୁହଁମୁହିଁ ହୋଇଥିଲା ପୋଲିସ୍ ବିଜେଡି କର୍ମୀ । ଯେଉଁଥିରେ ଆନ୍ଦୋଳନକାରୀ ବିଜେଡି ନେତାଙ୍କୁ ପୋଲିସ୍ ରୋକିବାକୁ ଚେଷ୍ଟା କରି ଟିୟର ଗ୍ୟାସ, ରବର ବୁଲେଟ ଏବଂ ପାଣିମାଡ କରିଥିଲା ।  ଯେଉଁଥିରେ ଅନେକ ବିଜେଡି ନେତା ଆହତ ହୋଇଥିବା ବେଳେ ବବି ଦାସ, ପ୍ରିତିରଞ୍ଜନ ଘଡାଇ, ଏବଂ ସାଂସଦ ସୁଲତା […]

Read More Text.