ଆସାମରେ ଭୂମିକମ୍ପ, ତୀବ୍ରତା ୫.୮
ଆସାମ: ଆସାମରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଛି । ଆଜି ଅପରାହ୍ନରେ ଭୂମିକମ୍ପର ଝଟକା ଲୋକଙ୍କୁ ଭୟଭୀତ କରିଦେଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ଅନ୍ୟ ଏକ ଜିଲ୍ଲା ଉଦଲଗୁରିରେ ଭୂପୃଷ୍ଠରୁ ପାଞ୍ଚ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି । ଲୋକମାନେ ଘର ଏବଂ ଦୋକାନ ଛାଡି ରାସ୍ତା ଏବଂ ଅନ୍ୟାନ୍ୟ ଖାଲି ସ୍ଥାନକୁ ଦୌଡ଼ି ପଳାଇଥିଲେ । ସୂଚନା ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୫.୮ ଥିଲା। ଆସାମର ଉଦଲଗୁରି ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ […]
Read More Text.