୧୯୮୧ ବ୍ୟାଚ ଗୁରୁ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
ବାରିପଦା – ବାରିପଦା ମୁନିସିପାଲିଟି ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ କୁଜିଡ଼ିହି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟରେ ୧୯୮୧ – ୮୩ ବ୍ୟାଚର ବନ୍ଧୁ ମାନଙ୍କୁ ନେଇ ଏକ ବନ୍ଧୁମିଳନ ସଭା ଅନୁଷ୍ଠିତ ହୋଇଯାଇଛି I କମଳ ଲୋଚନ ମହାକୁଡ଼ଙ୍କ ଆବାହନରେ ଆୟୋଜିତ ସଭାରେ ବୈକୁଣ୍ଠନାଥ ସାହୁଙ୍କ ସଭାପତିତ୍ୱ କରିଥିଲେ I ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ସଞ୍ଜୟ ଚୌଧୁରୀ ଓ ସ୍ୱତନ୍ତ୍ର ଅତିଥି ଭାବେ ସୁକାନ୍ତ ଜୀଉ ଯୋଗଦେଇ ସୁସ୍ଥ ସମାଜ ଗଠନରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା […]
Read More Text.