ଟ୍ରଲର ସହିତ ଧକ୍କା ହେଲା ବସ୍, ୪ ମୃତ, ଅନେକ ଆହତ
ଜୋନପୁର : ୟୁପି ଜୋନପୁରରେ ବଡ଼ ଦୁର୍ଘଟଣା ଘଟିଛି । ଘଟଣାରେ ଅଯୋଧ୍ୟାରୁ ବାରଣାସୀ ଯାଉଥିବା ଏକ ବିଳାସପୂର୍ଣ୍ଣ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଜୋନପୁର ଲାଇନବଜାର ଥାନା ଅଞ୍ଚଳରେ ସିହିପୁର କ୍ରସିଂ ନିକଟରେ ହୋଇଛି । ଖବର ମୁତାବକ, ଅଯୋଧ୍ୟାରୁ ବାରଣାସୀ ଯାଉଥିବା ଏକ ବିଳାସପୂର୍ଣ୍ଣ ବସ୍ ନମ୍ବର CG 07 CT 4781 ଏକ ଟ୍ରଲର ଓଭରଟେକ କରିବାକୁ ଚେଷ୍ଟା […]
Read More Text.