ରକ୍ତଦାନ ଶିବିର ଅନୁଷ୍ଠିତ, ୨୯ ୟୂନିଟ ରକ୍ତ ସଂଗ୍ରହ
ବାରିପଦା : କଂଗ୍ରେସ ଦଳ ତରଫରୁ ପ୍ରାକ୍ତନ ପୌରାଧ୍ଯକ୍ଷ ପ୍ରାର୍ଥୀ ଭଜହରି ମହାନ୍ତଙ୍କ ବଳିଷ୍ଠ ଉଦ୍ୟମରେ ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆଜି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ ଫିତା କାଟି ଶୁଭ ଉଦ୍ଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।କିଛିଦିନ ହେଲା ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ସଙ୍କଟ ଏବଂ ରକ୍ତ ଅଭାବରେ ରୋଗୀ ଅସୁବିଧା ପଡ଼ୁଥିବା ଖବର […]
Read More Text.