ମହାରାଷ୍ଟ୍ର ଗଢଚିରୋଲୀରେ ସୁରକ୍ଷାବଳକୁ ବଡ଼ ସଫଳତା: ୨ ମହିଳା ନକ୍ସଲ ନିହତ
ମହାରାଷ୍ଟ୍ର : ମହାରାଷ୍ଟ୍ର ଗଢଚିରୋଲୀରେ ପୋଲିସ କମାଣ୍ଡୋ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ । ଏଥିରେ ୨ ନକ୍ସଲ ମହିଳା ନିହତ ହୋଇଥିବା ବେଳେ ଘଟଣା ସ୍ଥଳରୁ ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଖବର ମୁତାବକ, ଗଢଚିରୋଲୀ ପୋଲିସ ଏଟାପଲ୍ଲୀ ଅଞ୍ଚଳର ଜାମ୍ବିଆ ଜଙ୍ଗଲରେ ଗୁଳି କରି ୨ ମହିଳା ମାଓବାଦୀଙ୍କୁ ନିହତ କରିଛି । ସି ୬୦ ଟିମ୍ ଏବଂ ସିଆରପିଏଫର ୧୯୧ ବାଟାଲିଅନ ଅଂଚଳରେ ଘେରାବନ୍ଦୀ କରି ବନ୍ଧୁକ, ପିସ୍ତଲ, ଗୋଳାବାରୁଦ ଏବଂ […]
Read More Text.