“ଏକ ପେଡ ମା’ କେ ନାମ-୨.୦” ଅଭିଯାନରେ ବାରିପଦା ବନଖଣ୍ଡ ପକ୍ଷରୁ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ
ବାରିପଦା: ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ୱାନ କ୍ରମେ”ଏକ ପେଡ ମା’କେ ନାମ-୨. ୦” ବା “ମା’ ପାଇଁ ଗଛଟିଏ” ର ଦ୍ଵିତୀୟ ସଂସ୍କରଣ ଅଭିଯାନ ଦେଶବ୍ୟାପୀ ଜୁନ ୫ତାରିଖ ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିଛି। । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଶୁଭ ଜନ୍ମଦିନ ଅବସରରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆହ୍ୱାନ କ୍ରମେ ଓଡିଶାବାସୀଙ୍କ ତରଫରୁ ତା’ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଏକ ଅଭିନଵ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିକାଶ […]
Read More Text.