ତେଲନଦୀରେ ଫସିଥିବା ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ
ନବରଙ୍ଗପୁର: ଛେଳି ଚରାଇବାକୁ ଯାଇଥିବା ସମୟରେ ତେଲନଦୀରେ ଫସିଲେ ଦୁଇ ବ୍ୟକ୍ତି । ଆଉ ଏ ଖବର ନିଆଁ ଭଳି ସାରା ଅଞ୍ଚଳରେ ବ୍ୟାପିଗଲା । ଯାହାପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବାବୁରିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠାକାରେ ଥିବା ତେଲନଦୀଠାରେ ହଠାତ୍ ପାଣି ବୃଦ୍ଧି ପାଇବା କାରଣରୁ ସେଠାରେ ଦୁଇଜଣ ବ୍ୟକ୍ତି ଏବଂ ୨୪ଟି ଛେଳି ଫସିଯାଇଥିଲେ । ଘଟଣାରେ […]
Read More Text.