ହାତୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ବିଧବା ଗୁରୁବାରୀ ମୁଣ୍ଡା ଙ୍କ ପ୍ରତି ବନ ବିଭାଗ ଅଣଦେଖା ? ମାସେ ବିତିଲାଣି କେବେ ମିଳିବ ସହାୟତା ?
ବାରିପଦା: ଵିଜାତଳା ବ୍ଳକର ସରଗଡା,ଚଢ଼େଇ ପାହାଡି,ମାଣିକପୁର, ମଢେଇକଚା,ଲୁହା ଶିଳା,ରାଇହରି ପଞ୍ଚାୟତର ପାହାଡିଆ ଅଂଚଳ ହେଉଛି ହାତୀ ମାନଙ୍କର ବାସସ୍ଥାନ ।ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି l ପାହାଡ଼ରେ ପଥର ବାଷ୍ଟିଙ୍ଗ ,ମୋରମ ଖନନ ଯୋଗୁଁ ଜଙ୍ଗଲ ନଷ୍ଟ ହେବା ସହ ଜଙ୍ଗଲରେ ରହୁଥିବା ଜୀଵଜନ୍ତୁ ବାସସ୍ଥାନ ସଙ୍କୁଚିତ ହେବା ସହ ଖାଦ୍ଯାଭାବ ଦେଖା ଦେଉଛି । ତେଣୁ ହାତୀମାନେ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି । ।ହାତୀର ଵାସ ସ୍ଥାନ ଖଣି ଖାଦାନ ଯୋଗୁଁ ଜଙ୍ଗଲ […]
Read More Text.