Police

ହିଂସା ଛାଡ଼ି ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ପୁଲିସ ନିକଟରେ ଦୁଇ ମହିଳା କ୍ୟାଡରଙ୍କ ସମେତ ୪ ଜଣ ମାଓବାଦୀ ଆସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏପି ଜିତେନ୍ଦ୍ର ଚନ୍ଦ୍ରକାର ସମେତ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ନେଇ ଆତ୍ମସମର୍ପଣ କରିଥିଲେ। ଏମାନେ ହେଲେ ମହିଳା ନକ୍ସଲ ରନୀତା ଓରଫ ପାୟକି, ସୁଜାତା ଓରଫ ଅରେ କୁରାମ, ଦୀପକ ଓରଫ ଭୀମା ମାଣ୍ଡବୀ ଏବଂ କୈଳାସ ଓରଫ ଭୀମା ଭୋଗମ। ତେବେ […]

Read More Text.
Gokulanand b

ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ପରଲୋକ

ଭୁବନେଶ୍ଵର : ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାସଙ୍କ ପରଲୋକ । ଜଣେ ବିଶିଷ୍ଟ ଗଣିତଜ୍ଞ ଭାବେ ସେ ବହୁ ଖ୍ୟାତି ଅର୍ଜନ କରିଛନ୍ତି । ଭୁବନେଶ୍ବର ସ୍ଥିତ ତାଙ୍କର ବାସଭବନରେ ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଶେଷ ସମୟରେ ତାଙ୍କ ପାଖରେ ଧର୍ମପତ୍ନୀ, ଦୁଇ ପୁଅ ଏବଂ ଝିଅ ଥିଲେ । ପ୍ରଫେସର ଦାସ ୧୯୯୮ ରୁ ୨୦୦୧ ମସିହା […]

Read More Text.

ସାମାନ୍ୟ ବଚସାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ପଡୋଶୀ ମାରିଦେଲେ

ଅନୁଗୁଳ: ଯୁବକଙ୍କୁ ନିର୍ମମ ହତ୍ୟା । ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ମାରିଦେଲେ ପଡୋଶୀ । ଅନୁଗୁଳ ଟାଉନ ଥାନା ରାଣୀଗୋଡ଼ା ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାଣୀଗୋଡା ଗାଁର ବାପି ବିଶ୍ବାଳ । ସାମାନ୍ୟ ବଚସାରୁ ୩ଜଣ ପଡୋଶୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବାପି ବିଶ୍ବାଳଙ୍କ ମୃତ୍ୟୁ ହୋଇଛି ।  ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

Read More Text.
Puri vv

ଜନ୍ମାଷ୍ଟମୀଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ: ଆଜି ମହାପ୍ରଭୁଙ୍କ ବନଭୋଜି ବେଶ,

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନଭୋଜି ବେଶ । ଜନ୍ମାଷ୍ଟମୀଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ଯେଉଡ଼ ଭୋଗ ପରେ ଶ୍ରୀକୃଷ୍ଣ ଜନ୍ମନୀତି ଓ ଗତକାଲି ନନ୍ଦଉତ୍ସବ ନୀତି ଅନୁଷ୍ଠିତ ହେବାପରେ ଆଜିଠାରୁ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ ।  ଆଜି ଭାଦ୍ରକୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବନଭୋଜି ବେଶ ସହ କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟାଧୂପ ପରେ ଠାକୁରଙ୍କୁ […]

Read More Text.
Low pressure

୨୦ ଯାଏ ରାଜ୍ୟରେ ପ୍ରବଳ ବର୍ଷା: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ । ୧୯ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ।  ପ୍ରଭାବରେ ୨୦ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।  ୧୮ ଓ ୧୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ […]

Read More Text.
Melborne 1

ମେଲବୋର୍ଣ୍ଣ ଫିଲ୍ମ ଫେଷ୍ଟିଭାଲରେ କୁନି କୁନି ଓଡ଼ିଆ ପିଲାଙ୍କ ଚମତ୍କାର ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ

ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ଭାରତୀୟ ଫିଲ୍ମ ମହୋତ୍ସବ । ଆୟୋଜିତ ହେଲା ‘ଦ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ମେଲବୋର୍ଣ୍ଣ’ ଆଇଏଫ୍ଏଫ୍ଏମ୍ -୨୦୨୫। ଏହି ଅବସରରେ ବହୁ ଭାରତୀୟ ଚଳଚ୍ଚିତ୍ରର ପ୍ରଦର୍ଶନ କରାଯିବା ସହ ଏକ ନୃତ୍ୟ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଜ୍ ଭାବରେ ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା, ସିନେ ପ୍ରଯୋଜକ ମୁକେଶ ଛାବରା, ଅଭିନେତ. ଜୟଦୀପ ଅହଲାବତ୍ ପ୍ରମୁଖ ଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ର ଉତ୍ସବକୁ ଉଦଘାଟନ କରିଥିଲେ ସୁପରଷ୍ଟାର […]

Read More Text.
Jhaun gachha 1

ଗାଁର ସୁରକ୍ଷା ପାଇଁ ବେଳାଭୁମୀରେ ନିଜସ୍ବ ଖର୍ଚ୍ଚରେ ଏକ ଲକ୍ଷରୁ ଅଧିକ ଝାଉଁ ଗଛ ରୋପଣ କଲେ ଗ୍ରାମବାସୀ

ବାଲେଶ୍ୱର : କିଏ କୋଦାଳ ରେ ମାଟି ତାଡୁଛି ତ କିଏ ଗଛ ଲଗାଇ ତା ମୂଳ ରେ ପାଣି ଦେଉଛି । ପିଲା ଠୁ ବୟସ୍କ ପର୍ଯ୍ଯନ୍ତ ସମସ୍ତେ ଗଛ ଲଗାଇବାରେ ବ୍ୟସ୍ତ । ରାତି ପାହିଲେ କୋଡି କୋଦାଳ ଧରି ପହଞ୍ଚି ଯାଉଛନ୍ତି ସମୂଦ୍ର ବେଳାଭୂମିରେ । କରୁଛନ୍ତି ବୃକ୍ଷ ରୋପଣ । କାରଣ ଚିନ୍ତା ବଢାଉଛି ଜଳବାୟୁ ପରିବର୍ତ୍ତନ,ଘଟୁଛି ପ୍ରାକୃତିକ ଦୁର୍ବିପାକ, ସମୁଦ୍ର ଅଶାନ୍ତ ହୋଇ ଗାଁ ଆଡକୁ ମାଡି ଆସୁଛି । ଫଳରେ […]

Read More Text.
Dowry death

ଯୌତୁକ ପାଇଁ ବଧୂହତ୍ୟା: ଅଭିଯୋଗ ଆଣିଲେ ବାପା

ଅନୁଗୁଳ: କେତେ କଣ ସ୍ବପ୍ନ ନେଇ ଶାଶୁଘରେ ପାଦ ଦେଇଥିଲେ ଟିକି । ହେଲେ ଭାଙ୍ଗିଗଲା ତାଙ୍କର ସବୁ ସ୍ବପ୍ନ । ଶାଶୁ ଘରେ ନିର୍ଯାତନାର ଶିକାର ହୋଇ ଶେଷରେ ଯୌତୁକ ଜୁଇରେ ଟିକି ଜଳିଗଲେ ବୋଲି ତାଙ୍କ ବାପା ଅଭିଯୋଗ ଆଣିଛନ୍ତି । ଅନୁଗୋଳ ଜିଲା ହଣ୍ଡପ୍ପା ଥାନା କଦଳିମୁଣ୍ଡାରୁ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯୌତୁକ ଦାବି କରି ଝିଅର ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ଟିକିଙ୍କ ବାପା । […]

Read More Text.
Death 1

ମଦ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତକୁ ପୋଲିସ ଜିମା ଦେଲେ ଗ୍ରାମବାସୀ

କାଲିମେଳା: ମୋତେ ମଦ ଦେବୁନି । କିନ୍ତୁ ଅନ୍ୟମାନଙ୍କୁ ରାନ୍ଧିକି ଦେବୁ । ଏବେ ଦେଖ୍ ମୁଁ ତୋର କଣ କରୁଛି । ଏମିତି କିଛି ଭାବି ଭାବି ସ୍ବାମୀ ମନ ଭିତରେ ରାଗ କୁହୁଳୁ ଥିଲା । ଆଉ ସ୍ତ୍ରୀ ଧାନ ତଳି ଉଠାଇବାକୁ ଯାଇଥିବା ବେଳେ ସ୍ବାମୀର ଅସଲ ମୁଖା ବାହାରିଲା ।…ସଞ୍ଜ ନଇଁ ନଇଁ ଆସୁଥାଏ । ବିଲରୁ ସବୁ ଘରକୁ ଫେରୁଥାନ୍ତି । ଏତିକି ବେଳେ ସ୍ତ୍ରୀକୁ ଧରି ନେଇ ଲାଠିରେ ପିଟିଲା […]

Read More Text.
Anadpur

ଝାଡାବାନ୍ତି ଆତଙ୍କ, କୃଷ୍ଣପୁର ଗାଁର୨୫ ରୁ ଉର୍ଦ୍ଧ୍ବ ମେଡିକାଲରେ ଭର୍ତ୍ତି

ଆନନ୍ଦପୁର : ଘସିପୁରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ କୃଷ୍ଣପୁର ଗାଁରେ ଝାଡାବାନ୍ତି ଆତଙ୍କ । ଦୁଇ ଦିନରେ ୨୫ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ସ୍ଥାନୀୟ ସାଇଁକୁଳ ଗୋଷ୍ଠୀ  ସ୍ବାସ୍ଥ୍ଯ କେନ୍ଦ୍ର ସମେତ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ।  ଅଶୋଧିତ ପାଣି  ଟାଙ୍କିରୁ ପାଣି ପିଇବା କାରଣ ଯୋଗୁଁ ଝାଡ଼ା ବାନ୍ତି ହେଇଥିବା ଗ୍ରାମବାସୀ  ସନ୍ଦେହ  କରୁଛନ୍ତି  ।  ସେପଟେ ଝାଡାବାନ୍ତିର ପ୍ରକୃତ କାରଣ ଜଣାପଡୁ ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ଯା ବୃଦ୍ଧି ପାଉଛି । ଫଳରେ […]

Read More Text.