ସିପିଆଇର ୨୨ତମ ମୟୂରଭଞ୍ଜ ଜିଲ୍ଲା ସମ୍ମିଳନୀ ଉଦଯାପିତ- ସାଥୀ ଜଗବନ୍ଧୁ ମିଶ୍ର ଜିଲ୍ଲା ସମ୍ପାଦକ ନିର୍ବାଚିତ
ବାରିପଦା: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ତ୍ୟାଗ, ବଳୀଦାନ ଓ ଗଣ ସଂଗ୍ରାମର ଶତ ବାର୍ଷିକୀ ଅବସରରେ ଅଗଷ୍ଟ ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ଜିଲ୍ଲା ପାର୍ଟିର ୨୨ତମ ସମ୍ମିଳନୀ ଝାରପୋଖରିଆ, (ବମ୍ବେ ଛକ) ଠାରେ ସାଥୀ ରଥ ସିଂ ନଗରରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ଶହ ଶହ ମହିଳା ପୁରୁଷ ସାଥୀ ଓ ସମର୍ଥକମାନେ ଏକ ବର୍ଣ୍ଣାଢ଼୍ୟ ଲାଲ ଶୋଭାଯାତ୍ରାରେ ସ୍ଥାନୀୟ ଲୋକନାଥ ମନ୍ଦିର ଠାରୁ ବାହାରି ବଜାର ପରିକ୍ରମା କରି […]
Read More Text.