ଡୁଡୁମା ଜଳପ୍ରପାତରେ ଭାସିଗଲେ ୟୁଟ୍ୟୁବର
କୋରାପୁଟ: କୋରାପୁଟ ଜିଲାର ଡୁଡୁମା ଜଳପ୍ରପାତରେ ଖସିପଡ଼ି ଜଣେ ୟୁଟ୍ୟୁବର ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଗଞ୍ଜାମ ଜିଲା ବ୍ରହ୍ମପୁର ଅଞ୍ଚଳର ସାଗର ଟୁଡୁ। ଶନିବାର ସାଗର ଜଳପ୍ରପାତ ବୁଲିବାକୁ ଯାଇଥିବା ସମୟରେ ମନୋରମ ଦୃଶ୍ୟର ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ଡ୍ୟାମରୁ ଜଳ ନିଷ୍କାସନ ହୋଇଥିଲା। ପ୍ରବଳ ସ୍ରୋତରେ ପାଣି ମାଡ଼ିଆସିବାରୁ ସାଗରଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ଖସି ପଡ଼ି ଜଳପ୍ରପାତରେ ଭାସିଯାଇଥିଲେ। ଏହା ପରେ ତାଙ୍କର ପତ୍ତା ମିଳି ନ ଥିଲା। […]
Read More Text.