ବେତନଟୀ ବ୍ଳକ୍ ସ୍ତରୀୟ ଆଥଲେଟିକ ମିଟ୍ ଅନୁଷ୍ଠିତ
ବାରିପଦା- ବେତନଟୀ ବ୍ଳକ୍ ସ୍ତରୀୟ ୧୪ବର୍ଷରୁ କମ୍ ଓ ୧୭ ବର୍ଷ ବୟସରୁ କମ୍ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୨ଟି ଗୃପ୍ ରେ ବିଭିନ୍ନ ପ୍ରକାର ଦୈଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି | ପୁରୁଣାପାଣିସ୍ଥ ଖେଳ ପଡ଼ିଆରେ ୧୮ ତାରିଖ ଦିନବ୍ୟାପି ଅନୁଷ୍ଠିତ ପ୍ରତିଯୋଗିତାରେ କେବଳ କ୍ରିକେଟ୍ ରେ ବାଳକମାନେ ଅଂଶଗ୍ରହଣ ବ୍ୟତୀତ ଅନ୍ୟ ସମସ୍ତ ଖେଳରେ ଜୁନିଅର ଓ ସିନିଅର ଡିଭିଜନରେ ବିଭକ୍ତ ହୋଇ ଉଭୟ ବାଳକ ଓ ବାଳିକାଗଣ ଅଂଶ ଗ୍ରହଣ କରିଥିଲେ । […]
Read More Text.