ନକଲି ଅଧ୍ୟାପକଙ୍କ ଉପରେ ଉଚ୍ଚ ଶିକ୍ଷା ବିଭାଗର ଛାଟ, କାରଣ ଦର୍ଶାଅ ନୋଟିସ ଜାରି
ଉଦଳା: ଯୋଗ୍ୟତା ନ ଥାଇ ବି ପଦବୀ, ତାହା ପୁଣି ଆଉ କିଛି ନୁହେଁ….ଅଧ୍ୟାପକ । ଆଉ ଏହି ଅଧ୍ୟାପକଙ୍କ ଉପରେ ଏବେ ଉଚ୍ଚ ଶିକ୍ଷା ବିଭାଗର ପଡିଛି ଛାଟ । ଅଧ୍ୟାପକଙ୍କୁ ଆସିଛି କାରଣ ଦର୍ଶାଅ ନୋଟିସ । ଅଧ୍ୟାପକ ଜଣକ ହେଲେ କପ୍ତିପଦା ବ୍ଲକ ନୁଦଡିହା ମେଘାସନ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ରୁପେଶ କୁମାର ମହାପାତ୍ର । ୨୦୦୩ ମସିହାରେ ମେଘାସନ କଲେଜରେ ଗଣିତ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ ରୁପେଶ । ହେଲେ ସେତେବେଳେ […]
Read More Text.