ବ୍ୟବସାୟୀଙ୍କ କାର ଅଟକାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା
ଜୟପୁର: ବ୍ରିଜ ଉପରେ ଫିଲ୍ମ ଷ୍ଟାଇଲରେ ଲୁଟ । ବ୍ୟବସାୟୀଙ୍କ କାର ଅଟକାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ । କ୍ୟାମେରାରେ କଏଦ ହେଲା ଲୁଟ ବେଳର ଚିତ୍ର । ଜୟପୁର କୋଟପାଡ଼ର ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ୍ । କୋଟପାଡ଼ କୁନ୍ଦୁରା ରାସ୍ତା ଖଟଲାପଦର ବିଜ୍ର ଉପରେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ବ୍ରିଜ ଉପରେ ବ୍ୟବସାୟୀଙ୍କ କାର ଅଟକାଇ ଡୋର ଖୋଲି ଲକ୍ଷାଧିକ ଟଙ୍କା ଲୁଟ କରିଛନ୍ତି । ତେବେ ସବୁଠୁ […]
Read More Text.