Isro 1

ଇତିହାସ ରଚିବ ISRO, ମହାକାଶ ଯିବ ‘ବାହୁବଳୀ’

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି(ISRO) ମହାକାଶ ଜଗତରେ ନୂଆ ଇତିହାସ ରଚିବାକୁ ଯାଉଛି । ଦେଶର ସବୁଠାରୁ ଭାରୀ କମ୍ୟୁନିକେସନ ସାଟେଲାଇଟ୍ LVM3-M5 ଉତକ୍ଷେପଣ ପାଇଁ ISRO ସମସ୍ତ ପ୍ରସ୍ତୁତି ଶେଷ କରିଛି । CMS-3 ଆଜି ସନ୍ଧ୍ୟାରେ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ । ଯାହା ୪ ହଜାର କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ । ଏହି ସାଟେଲାଇଟ୍ LVM3-M5 ରକେଟ ମାଧ୍ୟମରେ ଉତକ୍ଷେପଣ କରାଯିବ । ଏହି ଉପଗ୍ରହର ଅଧିକ ଓଜନ କ୍ଷମତା ଥିବାରୁ ଏହାର […]

Read More Text.
Aadhaar 2025 11 02 17 27 25

ସହଜ ହେଲା ଆଧାର ଅପଡେଟ କରିବା, ଅନଲାଇନରେ ବଦଳାଇ ପାରିବେ ନାମ ଓ ମୋବାଇଲ ନମ୍ବର

ନୂଆଦିଲ୍ଲୀ: ଏଣିକି ଆଧାରର ଏସବୁ ଅପଡେଟ କରିବାକୁ ଯିବାକୁ ପଡିବ ନାହିଁ ଜନସେବା କେନ୍ଦ୍ର | ଘରେ ବସି ଆରାମରେ ଆପଣ ଆଧାର ଅପଡେଟ କରିପାରିବେ | ବାସ୍ତବରେ UIDAI (ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ) ନଭେମ୍ବର ୧ ତାରିଖରୁ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି। ଏହି ପରିବର୍ତ୍ତନ ଅନୁଯାୟୀ, ଆଧାର କାର୍ଡ ଧାରକମାନେ ଏବେ ଯେକୌଣସି ସମୟରେ ସେମାନଙ୍କର ନାମ, ମୋବାଇଲ୍ ନମ୍ବର, ଜନ୍ମ ତାରିଖ ଏବଂ ଠିକଣା ପରିବର୍ତ୍ତନ କରିପାରିବେ। ଏହି […]

Read More Text.
Modi 2025 11 02 16 25 23

ବିହାର ନିର୍ବାଚନ: ରାଲିରେ ଯୋଗଦେଇ କଂଗ୍ରେସ ଏବଂ ଆରଜେଡିକୁ ସମାଲୋଚନା କଲେ ମୋଦୀ

ବିହାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଆରାରେ ଏକ ନିର୍ବାଚନୀ ରାଲିରେ କଂଗ୍ରେସ ଏବଂ ଆରଜେଡିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଅପରେସନ ସିନ୍ଦୂରର ସଫଳତା ଦେଶର ମନୋବଳକୁ ବୃଦ୍ଧି କରିଥିଲା, କିନ୍ତୁ ବିରୋଧୀ ଦଳଗୁଡ଼ିକ ଏଥିରେ ଖୁସି ନଥିଲେ। ସେ କହିଥିଲେ ଯେ କଂଗ୍ରେସ ଏବଂ ଏହାର ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅପରେସନ ସିନ୍ଦୂର ଉପରେ ଅସନ୍ତୁଷ୍ଟ ଥିଲେ। ଗାନ୍ଧୀ ପରିବାର ଉପରେ କଠୋର ଆକ୍ରମଣ କରି ସେ କହିଥିଲେ, “ପାକିସ୍ତାନରେ […]

Read More Text.
Whatsapp image 2025 11 01 at 20.49.58 e1762094616481

ଆନ୍ଧ୍ର ଦଳଚକଟାରେ ମୃତ ଓଡ଼ିଆ ଯୁବତୀଙ୍କ ପରିବାରକୁ ୬ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ବର ମନ୍ଦିରରେ ଦଳଚକଟାରେ ମୃତ ଓଡ଼ିଆ ଯୁବତୀଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଏକାଦଶି ଉପଲକ୍ଷେ ସ୍ବାମୀ ଭେଙ୍କଟେଶ୍ବର ମନ୍ଦିରରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଥିଲେ ଜଣେ ଓଡ଼ିଆ ଯୁବତୀ ଆର. ରୂପା । ଘର ଗଞ୍ଜାମ ପାତ୍ରପୁର ବ୍ଲକ ଗୁଡିପଦର ଗାଁରେ […]

Read More Text.
Capture 2

ନୂଆପଡ଼ାରେ କଂଗ୍ରେସର ରୋଡ୍ ସୋ

ନୂଆପଡ଼ା: ନୂଆପଡ଼ା ସହରରେ ଜାତୀୟ କଂଗ୍ରେସ ର ରୋଡ ସୋ।ଏହି ରୋଡ ସୋ ରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ନୂଆପଡ଼ା ପ୍ରାର୍ଥୀ ଘାସିରାମ ମାଝୀ ଅନ୍ୟ ଦଳୀୟ ନେତା ସହ ସହ କର୍ମୀ ଯୋଗ ଦେଇଥିଲେ।ଏହି ରୋଡ ସୋ ନୂଆପଡ଼ା ସହର ଉପକଣ୍ଠ ପାଣିଗ୍ରାହୀ ପେଟ୍ରୋଲ ପମ୍ପ  ନିକଟରୁ ବାହାରି ତେଲିପଡ଼ା  ପର୍ଯ୍ୟନ୍ତ ଯାଇଥିଲା।ଆଜି ନୂଆପଡ଼ା ସହର ରେ ସାପ୍ତାହିକ ହାଟ ଥିବାରୁ ଆଖ ପାଖ ଅଞ୍ଚଳ ର ଲୋକେ ନୂଆପଡ଼ା […]

Read More Text.

ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କଲେ ବୈଜୟନ୍ତ ପଣ୍ଡା

ନୂଆପଡା: ଉପନିର୍ବାଚନ ପାଇଁ କମ୍ପୁଛି ନୂଆପଡା। ବିଜେପିର ଜୟ ଢୋଲକିଆଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା। ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି ପଶ୍ଚିମ ଓଡିଶା’ ମୋ ରକ୍ତରେ ଅଛି। ଏଠି ମୋ ମାମୁଁ ଘର। ଗତବର୍ଷ ବିଜେପିର ଐତିହାସିକ ବିଜୟ ହେଲା। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେଲା। ନୂଆପଡ଼ାରେ ୭୫ ହଜାର ମହିଳା ସୁଭଦ୍ରା ଯୋଜନାରେ ଟଙ୍କା ପାଇଛନ୍ତି। ଏବେ ଅନେକ ମହିଳା ରାଜ୍ୟରେ […]

Read More Text.
Orissa high court

୩ରୁ ୫ ତାରିଖ ଯାଏଁ ହାଇକୋର୍ଟ ଛୁଟି

କଟକ: ଓଡ଼ିଶା ହାଇକୋର୍ଟ ସୋମବାର କାର୍ତ୍ତିକ ବ୍ରତ ଉପଲକ୍ଷେ ଛୁଟି ରହିବ। ଏହି ଛୁଟି ପ୍ରତିବଦଳରେ ନଭେମ୍ବର ୨୯ (ଶନିବାର)କୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି। ଏ ସଂକ୍ରାନ୍ତରେ ରେଜିଷ୍ଟ୍ରାର (ନ୍ୟାୟିକ)ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷରେ ହାଇକୋର୍ଟ କ୍ୟାଲେଣ୍ଡରରେ ନଭେମ୍ବର ୪ ଧବଳେଶ୍ବର ପୂଜା ବା ବଡ଼ଓଷା ଏବଂ ୫ରେ ରାସ ପୂର୍ଣ୍ଣିମା ହେତୁ ପୂର୍ବରୁ ଛୁଟି ରହିଛି। ତେଣୁ ହାଇକୋର୍ଟ ୩ରୁ ୫ ତାରିଖ ଯାଏଁ ତିନି ଦିନ ଛୁଟି ରହିବ।

Read More Text.
8855

ଏସଆଇ କେଳେଙ୍କାରୀ: ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ, ୫ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ । ନେପାଳ ସୀମାନ୍ତ ଉତ୍ତରାଖଣ୍ଡରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଘଟଣା ପରଠାରୁ ନେପାଳ ସୀମାନ୍ତରେ ଆତ୍ମଗୋପନ କରିଥିଲା ଶଙ୍କର । ଓଡ଼ିଶାରେ ଏସଆଇ ପରୀକ୍ଷା ଘୋଟାଲାର ମୁଖ୍ୟ ଅଭିଯୁକ୍ତ ଥିଲା ଶଙ୍କର ପୃଷ୍ଟି । ଘଟଣାରେ ଗିରଫଙ୍କ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି । ପଞ୍ଚ ସଫ୍ଟର ମୁଖ୍ୟ ବ୍ରହ୍ମପୁରର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି । ଶଙ୍କରକୁ ଟ୍ରାଞ୍ଜିଟ […]

Read More Text.
Kathajodi

କାଠଯୋଡ଼ିରେ ବୁଡିଗଲେ ଦୁଇ ନାବାଳକ

କଟକ : ଆଜି କଟକ ନେତାଜୀ ସୁବାଷ ବୋଷ ବସ ଟର୍ମିନାଲ ସମ୍ମୁଖ କାଠଯୋଡ଼ି ନଦୀରେ ଘଟିଛି  ଅଘଟଣ ।  ପଞ୍ଚୁକ ସଂକୀର୍ତ୍ତନ ପାଇଁ ଯାଇଥିଲେ ନଦୀକୁ । କାଠଯୋଡ଼ି ନଦୀରେ ଗାଧୋଇବା ବେଳେ  ଦୁଇ ନାବାଳକ ବୁଡିଯାଇ ନିଖୋଜ ଅଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।  ଅସଫଳ ହେବାରୁ ଏପଟେ ସ୍କୁବା ଡାଇଭର ଟିମ ଓ ଓଡ୍ରାଫର ଗୋଟେ ଟିମ, ପହଁଚି ସର୍ଚ୍ଚ ଅପରେସନ […]

Read More Text.
Murder

ପିଟି ପିଟି ମହିଳାଙ୍କୁ ହତ୍ୟା ଅଭିଯୋଗ

ବାରଙ୍ଗ: ରାଜଧାନୀରେ ଚାଞ୍ଚଲ୍ୟ । ମହିଳାଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର ଲୋକ । ସେପଟେ ଫେରାର ହୋଇଯାଇଛନ୍ତି ଶାଶୁଘର ଲୋକେ । ଝିଅ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ପରିବାର । ନ୍ୟାୟ ପାଇଁ ନେହୁରା ହେଉଛନ୍ତି । ପିଟି ପିଟି ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ  ଅଭିଯୋଗ କରିଛନ୍ତି ପରିବାର ଲୋକେ। ଘଟଣା ଘଟିଛି ନନ୍ଦନକାନନ ଥାନା ରଘୁନାଥପୁର ଗ୍ରାମ ସୋମନାଥ ନଗରରେ । ତେବେ ମୃତ ମହିଳା […]

Read More Text.