Img 20251106 wa0168

ସଦଭାବନା ସମିତିର ମାସିକ ସନ୍ଥ ଦିବସ ପାଳିତ

ବାରିପଦା-  ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଶୁଭ ଅବସରରେ ସ୍ଥାନିୟ ଗୋପବନ୍ଧୁ ଭବନ ଠାରେ ସଦଭାବନା ସମିତି ଆନୁକୂଲ୍ୟରେ ୫୫୭ତମ ମାସିକ ସନ୍ଥ ଦିବସ। ପାଳିତ ହୋଇଯାଇଛି। ସମିତିର ପ୍ରତିଷ୍ଠାତା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବୁଗୁଡେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରଥମେ ନଭେମ୍ବର ମାସରେ ଆବିର୍ଭାବ ହୋଇଥିବା ସନ୍ଥ ଗୁରୁ ନାନକ ଓ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ଏହାପରେ ଆଜିର ଆଲୋଚ୍ୟ ବିଷୟବସ୍ତୁ “ସନ୍ୟାସୀ ସାଜି ଉପଦେଶ ଦେବା […]

Read More Text.
Img 20251106 wa0154

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଅଯୋଧ୍ୟା-ବାରଣାସୀ ଅଭିମୁଖେ ଯାତ୍ରା କଲେ ୧୯୬ ବରିଷ୍ଠ ନାଗରିକ

ବାରିପଦା : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ   ଚଳିତ ବର୍ଷ  ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମ ପର୍ଯ୍ୟାରେ ଜିଲ୍ଲାରୁ ୧୯୬ଜଣ ବରିଷ୍ଠ ନାଗରିକ ଏହି ତୀର୍ଥ ଯାତ୍ରା ପାଇଁ ମନୋନୀତ ହୋଇ  ଆଜି ଅପରାହ୍ନ ୪ଘଟିକା ସମୟରେ ବାରିପଦା ସ୍ଥିତ ଷ୍ଟାଡିଅମ ବାରିପଦା ଠାରୁ  ଅଯୋଧ୍ୟା-ବାରଣାସୀ  ଅଭିମୁଖେ ତୀର୍ଥ ଯାତ୍ରା ଆରମ୍ଭ କରିଛନ୍ତି | ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଶ୍ରୀମତୀ ସତ୍ୟଭାମା […]

Read More Text.
Img 20251106 wa0149

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଶିଳ୍ପ ଓ ଶିକ୍ଷାୟତନର ଯୋଗସୂତ୍ର ସମାବେଶ ଓ ଭାରତୀୟ ଶିକ୍ଷା ପ୍ରଣାଳୀ ବିଷୟରେ ବତ୍କୃତା ଶୃଙ୍ଖଳା ଉଦ୍‌ଘାଟିତ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଶିଳ୍ପ ଓ ଶିକ୍ଷାୟତନର ଏକ ଯୋଗସୂତ୍ର ସମାବେଶ ଏବଂ ଅଧ୍ୟାପକ ଅଧ୍ୟାପିକାଙ୍କ ପାଇଁ ଭାରତୀୟ ଶିକ୍ଷା ପ୍ରଣାଳୀ ବିଷୟରେ ଏକ ବତ୍କୃତା ଶୃଙ୍ଖଳା ଉଦ୍‌ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା ଦ୍ୱାରା ପ୍ରାୟୋଜିତ ଏବଂ ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ର ଦ୍ୱାରା ଆୟୋଜିତ ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି ଦୁଇଟି କାର୍ଯ୍ୟକ୍ରମର ମିଳିତ ଉଦ୍‌ଘାଟନୀ ସମାରୋହରେ କୁଳପତି ପ୍ରଫେସର ପ୍ରମୋଦ […]

Read More Text.
Sfd

ବାଇକ କୁ ପିଟି ଦୃତ ଗତିରେ ଆସି ପଳାଇଲା ଅଜଣା ଗାଡ଼ି

ସ୍ବାମୀ ଅଳ୍ପକେ ରକ୍ଷା ପାଇଲା ବେଳେ ପତ୍ନୀ ଓ ଛୁଆ ଗୁରୁତର ବାରିପଦା-  ମୟୁରଭଞ୍ଜ ଜିଲ୍ଲା  ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇରଙ୍ଗପୁର – ବିଶୋଇ ରାଜ୍ୟ ରାଜପଥ ବଡାମତଳିଆ ପାଖରେ ଏକ ବାଇକ୍ କୁ ଧକ୍କା ଦେଇ ଦୃତ ଗତିରେ  ପଳାଇଲା ଅଜଣା ଗାଡ଼ି ।ସୂଚନା ଯୋଗ୍ୟ ଟିକରପଡା ଗ୍ରାମର ଆରତି କିସ୍କୁ, ତାଙ୍କ ଛୁଆ ଏବଂ ସ୍ବାମୀ ବାଇକ ସାହାଯ୍ୟରେ ଯାଉଥିବାବେଳେ ବଡାମତଳିଆ ପାଖରେ ଏକ ଅଜଣା ଗାଡ଼ି ପଛରୁ ଧକ୍କା ଦେଇ ଖସି […]

Read More Text.
Orissa high court

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପୂର୍ବତନ ତହସିଲଦାର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ 

ବାରିପଦା: ଆଜି ଗୁରୁବାର ଏକ ଆୟାବହିର୍ଭୁତ ସମ୍ପତି    ମାମଲାର ବିଚାରକରି ମାନ୍ୟବର ଭିଜିଲାନ୍ସ କୋର୍ଟ ର ବିଚାରପତି   ପୁର୍ଣିମା ଜେନା ଅଭିଯୁକ୍ତ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କନକପୁର ଗ୍ରାମର ତଥା ମୟୁରଭଞ୍ଜ ଜିଲ୍ଲା ବାହଳଦା ର ପୂର୍ବତନ ତହସିଲଦାର  ଭୀମସେନ ମଙ୍ଗରାଜ (71) କୁ ଦୁର୍ନୀତି ନିବାରଣ ଆଇନ 13(2) ରିଡ ଉଇଥ ସେକ୍ସନ 13(1)(e) ଅଫ ଦା ପି ସି ଆକ୍ଟ 1988 ଅନୁଯାୟୀ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଏକ […]

Read More Text.
Images

ବିହାରରେ ଜନସାଧାରଣ ପରିବର୍ତ୍ତନ ଚାହୁଁଛନ୍ତି : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟଗ୍ରହଣ ଶେଷ ହୋଇଛି। ୧୮ ଟି ଜିଲ୍ଲାର ୧୨୧ ଟି ଆସନରେ ମତଦାନ ହୋଇଛି। ବଡ଼ କଥା ହେଉଛି ଏଥର ଗତ ୭୩ ବର୍ଷରେ ସର୍ବାଧିକ ୬୪.୪୬% ମତଦାନ ହୋଇଛି । ଗତ ଥର, ଏହି ୧୨୧ ଟି ଆସନରେ ୫୫.୮୧ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥର ସନ୍ଧ୍ୟା ୫ଟା ସୁଦ୍ଧା ଏହି ସଂଖ୍ୟା ୬୦.୧୩ ପ୍ରତିଶତରେ ପହଞ୍ଚିଥିଲା। କୁହାଯାଉଛି ଯେ ଚୂଡ଼ାନ୍ତ ଭୋଟହାର ଆହୁରି […]

Read More Text.
Murmu3 1762424084

ରାଷ୍ଟ୍ରପତିଙ୍କୁ ଭେଟିଲେ ଭାରତର ସୁନାଝିଅ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଭାରତର ସୁନାଝିଅ । ଦେଶ ପାଇଁ ଗର୍ବ ଆଣିଥିବା ବିଶ୍ବବିଜୟିନୀଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ଶୁଭେଚ୍ଛା ସହ ସାବାସୀ ଦେଲେ ରାଷ୍ଟ୍ରପତି । ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରତି ଖେଳାଳିଙ୍କୁ ପ୍ରଶଂସା କରିବା ସହ ବିଶ୍ବକପ ଧରି ଫଟୋ ଉଠାଇଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଦଳକୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ସେମାନେ ଇତିହାସ ସୃଷ୍ଟି କରିଛନ୍ତି ଏବଂ ଯୁବ ପିଢ଼ିଙ୍କ ପାଇଁ ଆଦର୍ଶ […]

Read More Text.
Jnu 1068x601

JNU ଛାତ୍ର ସଂସଦ ନିର୍ବାଚନ: ୪ ପ୍ରମୁଖ ପଦବୀରେ ବାଜି ମାରିଲା ବାମପନ୍ଥୀ ମେଣ୍ଟ, ଆଦିତି ମିଶ୍ର ସଭାପତି

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(JNU) ଛାତ୍ର ସଂସଦ ନିର୍ବାଚନରେ ବାଜି ମାରିଛି ବାମପନ୍ଥୀ ମେଣ୍ଟ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)କୁ ନିର୍ବାଚନରେ ପରାଜୟବରଣ କରିବାକୁ ପଡ଼ିଛି। ୪ ପ୍ରମୁଖ ପଦବୀ ଯଥା- ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦବୀରେ ବାମପନ୍ଥୀ ମେଣ୍ଟ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି। ଛାତ୍ର ସଂସଦ ସ ଭାପତି ଭାବେ ବାମପନ୍ଥୀର ଆଦିତି ମିଶ୍ର(୧୮୬୧ ଭୋଟ) ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା ଏବିଭିପି ପ୍ରାର୍ଥୀ ବିକାଶ […]

Read More Text.
Election 3 3

ବିହାର ନିର୍ବାଚନ: ମତଦାନ ବେଳେ ୧୦ ଜିଲାରେ ଇଭିଏମ୍‌ ମେସିନରେ ତ୍ରୁଟି

ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବା ବେଳେ ୧୦ଟି ଜିଲାରେ ଇଭିଏମରେ ତ୍ରୁଟି ଦେଖାଦେଇଛି । ୧୨୧ଟି ଆସନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ । ବିହାରର ୧୦ଟି ଆସନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍‌ ଖରାପ ହୋଇଛି, ଯାହା ଫଳରେ ଭୋଟ୍‌ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା । ନିର୍ବାଚନ କମିଶନ ଏହା ଉପରେ ଦୃଷ୍ଟି ଦେଇଛନ୍ତି । ଦାନାପୁର, ମାଧେପୁରେ […]

Read More Text.
Election bihar 1068x601

ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ, ଇଭିଏମରେ ସିଲ୍ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ

ବିହାର: ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨୧ ଆସନରେ ମୋଟ ୧୩୧୪ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଥିଲେ। ସେମାନଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଯାଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୦.୧୩ ପ୍ରତିଶତ ମତଦାନ ହୋଇଥିଲା। ଗୁରୁବାର ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବାବେଳେ କେତେକ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା। ଲଖିସରାଇରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡକୁ ଆକ୍ରମଣ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସମୀକ୍ଷା କରୁଥିବା ସମୟରେ ବହୁ […]

Read More Text.