ବରିଷ୍ଠ ନାଗରିକଙ୍କଠାରୁ ଦେଢ କୋଟି ଲୁଟିନେଲେ ସାଇବର ଠକ
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଡିଜିଟାଲ ଆରେଷ୍ଟ କରି ଦେଢ କୋଟି ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସାଇବର ଠକମାନେ ଡିଜିଟାଲ ଆରେଷ୍ଟ କରି ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ଏହି ଅର୍ଥ ଲୁଟି ଥିବା ସାଇବାର ଥାନାରେ ଅଭିଯୋଗ ହୋଇଛି । ସାଇବାର ଠକମାନେ କଷ୍ଟମ୍ ବିଭାଗ ଅଧିକାରୀ ବୋଲି ପରିଚୟ ଦେଇ ବରିଷ୍ଠ ନାଗରିକଙ୍କୁ ମନି ଲଣ୍ଡ୍ରିଂ ହୋଇଥିବା କହି ଡିଜିଟାଲ ଆରେଷ୍ଟ କରିଥିଲେ । ୧୦ଦିନ ଧରି ସାଇବାର ଠକ […]
Read More Text.