Pakistan 2025 11 09 19 10 40

ପାକିସ୍ତାନରେ ସର୍ବେସର୍ବା ସେନା ହେବ କି ?

ଇସ୍ଲାମାବାଦ : ପାକିସ୍ତାନରେ ସେନା ସର୍ବେସର୍ବା ହେବାକୁ ଯାଉଛି କି ? ବର୍ତ୍ତମାନର ପରିସ୍ଥିତି ଏହା ସୂଚାଇ ଦେଉଛି। ଗୋଟିଏ ପଟେ, ସରକାର ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ସର୍ବୋଚ୍ଚ କ୍ଷମତା ପ୍ରଦାନ କରିବା ପାଇଁ ଏକ ନୂତନ ବିଲ୍ ଆଗତ କରିବାକୁ ଯାଉଛନ୍ତି, ଅନ୍ୟପଟେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଆତ୍ମସମର୍ପଣ କରିବାପରି ଲାଗୁଛି। ଶାହବାଜ ସରିଫ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “କିଛି ଲୋକ ଚାହାଁନ୍ତି ଯେ ମୋ ପାଖରେ ଅଧିକ କ୍ଷମତା ରହୁ, କିନ୍ତୁ ମୁଁ […]

Read More Text.
111ccvv

ବୋତ୍‌ସ୍ବାନାରୁ ଭାରତକୁ ଆସିବେ ଆଉ ୮ ଚିତା

ନୂଆଦିଲ୍ଲୀ: ଆଫ୍ରିକୀୟ ରାଷ୍ଟ୍ର ବୋତ୍‌ସ୍ବାନାରୁ ଖୁବ୍‌ଶୀଘ୍ର ଆଉ ୮ଟି ଚିତା ଭାରତ ଅଣାଯିବ ବୋଲି ଜଣାପଡିଛି। ଇତିମଧ୍ୟରେ ଭାରତ ଆସିବାକୁ ଥିବା ଦୁଇଟି ଅଣ୍ଡିରା ଚିତାଙ୍କୁ ଧରାଯାଇ ଗୋଟିଏ ମାସ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି। ଡାକ୍ତରୀ ପରୀକ୍ଷା ପରେ ଛଅ ମାଈ ଚିତାଙ୍କ ସହ ଏମାନଙ୍କୁ ଭାରତ ଅଣାଯିବ। ସମ୍ଭବତଃ ଆସନ୍ତା ଜାନୁଆରୀରେ ଏହି ଆଠଟି ଚିତାଙ୍କୁ ଭାରତ ଅଣାଯିବାପରେ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ରଖାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ […]

Read More Text.
୧

୪ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବାରାଣସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉତ୍ତର ପ୍ରଦେଶସ୍ଥିତ ନିଜର ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତରେ ଯାଇଥିବାବେଳେ ୪ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଚାରିଟି ବନ୍ଦେ ଭାରତ ଟ୍ରେନ ବାରାଣସୀ-ଖଜୁରାହୋ, ଲକ୍ଷ୍ନୌ-ସାହାରନପୁର, ଫିରୋଜପୁର-ଦିଲ୍ଲୀ ଏବଂ ଏର୍ଣ୍ଣାକୁଲମ-ବେଙ୍ଗାଲୁରୁ ରୁଟ୍‌ରେ ଚଳାଚଳ କରିବ। ଏହାଦ୍ବାରା ସଂପୃକ୍ତ ​‌େ​‌​‌ଷ୍ଟସନ ମଧ୍ୟରେ ଯାତ୍ରା ଅବଧି ହ୍ରାସ ପାଇବା ସହ ପର୍ଯ୍ୟଟନର ବିକାଶ ଘଟିବ ବୋଲି କୁହାଯାଇଛି। ବାରାଣସୀ-ଖଜୁରାହୋ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବା ଫଳରେ […]

Read More Text.
Border patrol agent takes handcuffs off men caught illegally crossing into the u.s. from mexico near mcallen, texas, u.s.

ଆଇଏସଆଇଏସର ମଡ୍ୟୁଲର ତିନି ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଗୁଜରାଟରୁ ଆଇଏସଆଇଏସର ମଡ୍ୟୁଲର ତିନି ଆତଙ୍କବାଦୀ ଗିରଫ। ଗୁଜରାଟ ଏଟିଏସ ଓ କେନ୍ଦ୍ରୀୟ ଏଜେନସୀର ମିଳିତ ଅଭିଯାନରେ ତିନି ଜଣଙ୍କୁ ଗିରଉ କରାଯାଇଛି । ଏହି ତିନି ଆତଙ୍କବାଦୀ ଇସଲାମିକ ଷ୍ଟେଟ ଅଫ ଖୋରାସାନ ପ୍ରୋଭିଏନସର ଆତଙ୍କବାଦୀଙ୍କ ସଂପର୍କରେ ଥିବା ସୂଚନା ଦେଇଛି ଗୁଜରାଟ ଏଟିଏସ । ଏମାନେ ଅହମଦାବାଦ, ଲକ୍ଷ୍ନୌ ଓ ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଗୁଇନ୍ଦା ସୂଚନା ମିଳିବା ପରେ ପ୍ରାୟ ଏକ ବର୍ଷ ତଳୁ ଏମାନଙ୍କ […]

Read More Text.
Earthquake 2

ଜାପାନରେ ଭୂମିକମ୍ପ ଝଟକା, ତୀବ୍ରତା ୬.୮

ଜାପାନ : ଭାରତର ଆଣ୍ଡାମାନ ନିକୋବର ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା । ୬.୮ର ତୀବ୍ରତାରେ ଥରିଉଠିଲା ସାନରିକୁ ଅଞ୍ଚଳ । ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଇୱାଟେ ପ୍ରଦେଶ ପାଇଁ ସୁନାମୀ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ । ଭୂକମ୍ପର ଝଟକା ଅନୁଭୂତ ପରେ ଭୟରେ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ଇୱାଟେ ପ୍ରଦେଶର ୟାମାଡା ଠାରୁ ପ୍ରାୟ […]

Read More Text.
Helicopter

ରୁଷିଆରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ମୃତ, ୨ ଆହତ

ରୁଷିଆ : ରୁଷିଆର ଦାଗେସ୍ତାନରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣା ଅଚି ସୁ ଗାଁ ନିକଟ କାସ୍ପିଆନ ସାଗରରେ ହୋଇଛି । ହେଲିକପ୍ଟର ଅନିୟନ୍ତ୍ରିତ ହୋଇ ତଳେ ମାଡ଼ ହୋଇ ପୁଣି ଉଠିବା ପରେ ଦୁର୍ଘଟଣାର ଶିକାର ହୋଇଛି । ମୃତକଙ୍କ ମଧ୍ୟରେ ଇଲେକ୍ଟ୍ରୋ ମେକାନିକାଲ ପ୍ଲାଣ୍ଟର ୪ ଜଣ କର୍ମଚାରୀ ସାମିଲ ରହିଛନ୍ତି । କମ୍ପାନୀ ପକ୍ଷରୁ ଗତକାଲି ଏହି ଦୁଃଖଦ ଘଟଣା ବିଷୟରେ […]

Read More Text.
Crime

ସମଲିଙ୍ଗୀ ସମ୍ପର୍କ ପାଇଁ ପୁଅର ଜୀବନ ନେଲା ମା

ଚେନ୍ନାଇ: ସମଲିଙ୍ଗୀ ସମ୍ପର୍କ ପାଇଁ ଉଜୁଡ଼ିଲା ସଂସାର । ସମ୍ପର୍କରେ କଣ୍ଟା ସାଜୁଥିଲା ପୁଅ । ୫ ମାସର ପୁଅକୁ ରାସ୍ତାରୁ ହଟାଇଲା ମା’ । ମହିଳା ସାଥୀ ପାଇଁ ମା’ ଭୁଲିଗଲା ମମତା । ସ୍ବାମୀ ସୁରେଶ କାମକୁ ଗଲା ପରେ ମହିଳା ସାଥିକୁ ଭେଟୁଥିଲେ ସୁରେଶଙ୍କ ସ୍ତ୍ରୀ ଭାରତୀ । ଦୁଇ ଜଣ ମହିଳାଙ୍କ ଭିତରେ ଏମିତି ସମ୍ପର୍କ ଗଢ଼ି ଉଠିଥିଲା ଯେ ଗୋଟେ ନିରୀହ ଛୁଆର ଜୀବନ ନେବାକୁ ପଛାଇଲେନି । ମୋବାଇଲରେ […]

Read More Text.
Tej pratap

ତେଜ ପ୍ରତାପଙ୍କୁ Y+ କ୍ୟାଟେଗୋରୀ ସୁରକ୍ଷା ଦେଲା ଗୃହ ମନ୍ତ୍ରଣାଳୟ

ବିହାର : ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଜନଶକ୍ତି ଜନତା ଦଳର ପ୍ରମୁଖ ତେଜ ପ୍ରତାପ ଯାଦବଙ୍କୁ କେନ୍ଦ୍ର ସରକାର ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆଦେଶ ପରେ ସିଆରପିଏଫ ଜେତ ପ୍ରତାପ ଯାଦବଙ୍କ ସୁରକ୍ଷା ବଢାଇଦେଇଛନ୍ତି । ସୁରକ୍ଷା ଏଜେନ୍ସୀ ନିକଟରେ ଗୃହ ମନ୍ତ୍ରଣାଳୟରକୁ ତେଜ ପ୍ରତାପ ଯାଦବ ସୁରକ୍ଷାକୁ ନେଇ ରିପୋର୍ଟ ଦେଇଛନ୍ତି । ଏହାପରେ ହିଁ ତେଜପ୍ରତାନଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି […]

Read More Text.
Delhi air pollution

ବିଷ ବଳୟରେ ଛଟପଟ ଦିଲ୍ଲୀବାସୀ

ନୂଆଦିଲ୍ଲୀ : ବିଷବଳୟ ପାଲଟିଛି ଦିଲ୍ଲୀ । ପୁଣିଥରେ ବିଷାକ୍ତ ବାୟୁ ବଳୟରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ । ବାୟୁର ମାନ ଶନିବାର ସାଂଘାତିକ ରୂପ ନେବା ପରେ ଅଧିକ କଟକଣା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ସହରର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ ଟପିଛି । ଅଲୀପୁରରେ ୪୧୭, ଆଇଟିଓରେ ୪୦୮, ନେହରୁ ନଗରରେ ୪୦୭, ପଟପଡଗଂଜରେ ୪୦୩ ଏବଂ ପଞ୍ଜାବ ବାଗରେ ୪୦୪ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ […]

Read More Text.
Cm 2

୧୩ରେ ବାଲେଶ୍ଵର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ଵର : ଆସନ୍ତା ୧୩ ତାରିଖରେ ବାଲେଶ୍ଵର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଏକତା ଦୌଡରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ନୀଳଗିରିଠାରୁ ମିତ୍ରପୁର ପର୍ଯ୍ୟନ୍ତ ଏକତା ପାଇଁ ବିରାଟ ଗଣଦୌଡ ଅନୁଷ୍ଠିତ ହେବ। ନୀଳଗିରି ପରେ ଭୋଗରାଇ ଏବଂ ବାଲେଶ୍ଵର ସହରରେ ଗଣଦୌଡ ଆୟୋଜିତ ହେବ। ଏ ନେଇ ସାଂସଦ ପ୍ରତାପ ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Read More Text.